ଜୁନ୍ ୧ରୁ ଧାର୍ମିକ ସ୍ଥଳୀ ଖୋଲିବାକୁ ଦିଦିଙ୍କ ଅନୁମତି

କୋଲକାତା: ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଅବଧି ଶେଷ ହେବାକୁ ଯାଉଛି। ପଞ୍ଚମ ପର୍ଯ୍ୟାୟରେ ଲକଡାଉନ୍ ହେବ କି ନାହିଁ ସେ ନେଇ ପ୍ରସ୍ତୁତି ଚାଲିଥିବାବେଳେ ଜୁନ୍ ୧ରୁ ଧାର୍ମିକ ସ୍ଥଳୀ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ସରକାର। ଏ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିବା ସୂଚନା ରହିଛି। ମାର୍ଚ୍ଚ ୨୫ରୁ ଦେଶ ଲକଡାଉନ୍ ରହିଥିବାରୁ ମନ୍ଦିର, ମସଜିଦ ଆଦି ଧାର୍ମିକ ସ୍ଥଳୀରେ ଏକତ୍ରୀକରଣ ଉପରେ ପ୍ରତିବନ୍ଧକ ଲଗାଯାଇଛି। All places of worship, mandir, masjid, […]

Krishna Mutt

Krishna Mutt

Subhransu Sekhar
  • Published: Friday, 29 May 2020
  • Updated: 29 May 2020, 06:25 PM IST

Sports

Latest News

କୋଲକାତା: ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଅବଧି ଶେଷ ହେବାକୁ ଯାଉଛି। ପଞ୍ଚମ ପର୍ଯ୍ୟାୟରେ ଲକଡାଉନ୍ ହେବ କି ନାହିଁ ସେ ନେଇ ପ୍ରସ୍ତୁତି ଚାଲିଥିବାବେଳେ ଜୁନ୍ ୧ରୁ ଧାର୍ମିକ ସ୍ଥଳୀ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ସରକାର। ଏ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିବା ସୂଚନା ରହିଛି। ମାର୍ଚ୍ଚ ୨୫ରୁ ଦେଶ ଲକଡାଉନ୍ ରହିଥିବାରୁ ମନ୍ଦିର, ମସଜିଦ ଆଦି ଧାର୍ମିକ ସ୍ଥଳୀରେ ଏକତ୍ରୀକରଣ ଉପରେ ପ୍ରତିବନ୍ଧକ ଲଗାଯାଇଛି।

https://twitter.com/ANI/status/1266325068734271488

ଶୁକ୍ରବାର ଜିଲ୍ଲାପାଳଙ୍କ ସହିତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୈଠକ କରିଥିଲେ। ଏହି ସମୟରେ ଧାର୍ମିକ ସ୍ଥଳୀ ଖୋଲିବାକୁ ଅନୁମତି ଦେଇଛନ୍ତି ମମତା ବାନାର୍ଜୀ। ହେଲେ ୧୦ରୁ ଅଧିକ ଏକାଠି ହୋଇପାରିବେ ନାହିଁ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos