ଧୋନିଙ୍କ ଅବସର ସମ୍ବନ୍ଧରେ ବଡ଼ ବୟାନ ଦେଲେ ରାୱଲପିଣ୍ଡି ଏକ୍ସପ୍ରେସ୍‌

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କ ସନ୍ନ୍ୟାସ ନେଇ ୨୦୧୯ ବିଶ୍ୱକପ୍ ପରଠାରୁ ଚର୍ଚ୍ଚା ଜାରି ରହିଛି। ଏବେ ପାକିସ୍ତାନ ପୂର୍ବତନ ପେସ୍ ବୋଲର ତଥା ରାୱଲପିଣ୍ଡି ଏକ୍ସପ୍ରେସ୍ ନାମରେ ପରିଚିତ ଶୋଏବ ଅଖତର ଧୋନିଙ୍କ ଅବସରକୁ ନେଇ ବଡ଼ ବୟାନ ଦେଇଛନ୍ତି। ଅଖତର କହିଛନ୍ତି, ଧୋନିଙ୍କ ଗତବର୍ଷ ବିଶ୍ୱକପ୍ ପରେ ଅବସର ନେଇଯିବାର ଥିଲା। ଏହା ସହ ଅଖତର କହିଛନ୍ତି, ୩୮ ବର୍ଷୀୟ ଧୋନି ଏତେ ଲମ୍ବା ସମୟ ଧରି କାହିଁକି […]

akhter

akhter

Ranjit Kumar Jena
  • Published: Sunday, 12 April 2020
  • Updated: 12 April 2020, 08:16 PM IST

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କ ସନ୍ନ୍ୟାସ ନେଇ ୨୦୧୯ ବିଶ୍ୱକପ୍ ପରଠାରୁ ଚର୍ଚ୍ଚା ଜାରି ରହିଛି। ଏବେ ପାକିସ୍ତାନ ପୂର୍ବତନ ପେସ୍ ବୋଲର ତଥା ରାୱଲପିଣ୍ଡି ଏକ୍ସପ୍ରେସ୍ ନାମରେ ପରିଚିତ ଶୋଏବ ଅଖତର ଧୋନିଙ୍କ ଅବସରକୁ ନେଇ ବଡ଼ ବୟାନ ଦେଇଛନ୍ତି। ଅଖତର କହିଛନ୍ତି, ଧୋନିଙ୍କ ଗତବର୍ଷ ବିଶ୍ୱକପ୍ ପରେ ଅବସର ନେଇଯିବାର ଥିଲା। ଏହା ସହ ଅଖତର କହିଛନ୍ତି, ୩୮ ବର୍ଷୀୟ ଧୋନି ଏତେ ଲମ୍ବା ସମୟ ଧରି କାହିଁକି ଅବସର ନେଲେ ନାହିଁ, ତାହା ଖୋଦ୍ ମାହି ଜାଣିଥିବେ। ଆଶା କରୁଛି ଧୋନିଙ୍କୁ ଭବ୍ୟ ବିଦାୟ ମିଳିବ, ତେଣିକି ତାହା କେବେ ହେବ ଜଣାନାହିଁ।

ଅଖତର କହିଛନ୍ତି, ଏହି ଖେଳାଳି (ଧୋନି) ଜଣକ ନିଜର ପୂରା କ୍ଷମତା ସହ କ୍ରିକେଟର ସେବା କରିଛନ୍ତି । ତେଣୁ ତାଙ୍କୁ ସମ୍ପୂର୍ଣ୍ଣ ସମ୍ମାନ ସହ କ୍ରିକେଟକୁ ଅଲବିଦା କହିବା ଦରକାର। ଧୋନି ନିଜ ଅବସରକୁ ଏତେ ଲମ୍ବା କାହିଁକି ଟାଣିଲେ, ତାହା ମୁଁ ଜାଣିପାରୁ ନାହିଁ। ତାଙ୍କୁ ବିଶ୍ୱକପ୍ ପରେ ହିଁ ସନ୍ନ୍ୟାସ ନେଇଯିବାର ଥିଲା। ଯଦି ମୁଁ ତାଙ୍କ ସ୍ଥାନରେ ଥାନ୍ତି, ତାହେଲେ ସନ୍ନ୍ୟାସ ନେଇସାରିଥାନ୍ତି। ମୁଁ ଛୋଟିଆ ଫର୍ମାଟରେ ଆଉ ତିନି-ଚାରି ବର୍ଷ ଅଧିକ ଖେଳିପାରିଥାନ୍ତି, କିନ୍ତୁ ମୁଁ ୨୦୧୧ ବିଶ୍ୱକପ୍ ପରେ ସନ୍ନ୍ୟାସ ନେଲି, କାରଣ ମୁଁ ନିଜର ଶତପ୍ରତିଶତ ପ୍ରଦର୍ଶନ ଦେଇପାରୁନଥିଲି । ଏଥିପାଇଁ ନିଷ୍ପତ୍ତି ନେବା ପାଇଁ ଅପେକ୍ଷା କାହିଁକି କରିବି।

ଧୋନି ଗତବର୍ଷ ଜୁଲାଇରେ ବିଶ୍ୱକପ୍ ସେମିଫାଇନାଲ୍ ପରେ କୌଣସି ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ୍ ମ୍ୟାଚ୍ ଖେଳିନାହାନ୍ତି। ସେ ଆଇପିଏଲ୍ ପ୍ରସ୍ତୁତିରେ ଲାଗିଥିଲେ, କିନ୍ତୁ କୋଭିଡ୍‌-୧୯ ମହାମାରୀ କାରଣରୁ ଏବେ ଏହି ଟୁର୍ଣ୍ଣାମେଣ୍ଟୀ ଆୟୋଜନଉପରେ ଅନିଶ୍ଚିତତା ଦେଖା ଦେଇଛି। ଯଦି ଆଇପିଏଲରେ ଭଲ ପ୍ରଦର୍ଶନ କରିଥାନ୍ତେ, ତାହେଲେ ଅକ୍ଟୋବର-ନଭେମ୍ବରରେ ହେବାକୁଥିବା ଟି-୨୦ ବିଶ୍ୱକପରେ ତାଙ୍କର ଖେଳିବାର ସମ୍ଭାବନା ଥାନ୍ତା। ଅଖତରଙ୍କ ମତରେ, ଧୋନି ଏବେ ଅନ୍ଧକାର ଭିତରେ ଅଛନ୍ତି, କିନ୍ତୁ ବିପରୀତ ପରିସ୍ଥିତି ସତ୍ତ୍ୱେ ତାଙ୍କୁ ଜୋରଦାର ବିଦାୟ ମିଳିବା ଦରକାର। ଧୋନି ନିଜ ଦେଶ ପାଇଁ ବିଶ୍ୱକପ୍ ଜିତିଛନ୍ତି ଏବଂ ଭାରତ ପକ୍ଷରୁ ଅନେକ ଦମଦାର ପ୍ରଦର୍ଶନ ମଧ୍ୟ କରିଛନ୍ତି। ତେବେ ବଡ଼ କଥା ହେଉଛି ଧୋନି ଜଣେ ଭଲ ମଣିଷ।

ଅଖତର ଆହୁରି କହିଛନ୍ତି, ଯେତେବେଳେ ସେ ବିଶ୍ୱକପ୍ ସେମିଫାଇନାଲ୍ (ବନାମ ନ୍ୟୁଜିଲ୍ୟାଣ୍ଡ)ରେ ଭାରତକୁ ଜିତାଇପାରିଲେ ନାହିଁ, ସେହି ସମୟରେ ହିଁ କ୍ରିକେଟକୁ ଗୁଡବାଏ କହିଥିଲେ ଭଲ ହୋଇଥାନ୍ତା । କିନ୍ତୁ ଧୋନି ତାହା କଲେ ନାହିଁ ଏବଂ ଏହାର ଜବାବ ସେ ହିଁ ଦେଇପାରିବେ। ବିଶ୍ୱକପ୍ ପରେ ମଧ୍ୟ ବାକି ସିରିଜରେ ଖେଳି ଧୋନି କ୍ରିକେଟକୁ ଅଲବିଦା କହିପାରିଥାନ୍ତେ, କିନ୍ତୁ ତାହା ମଧ୍ୟ କଲେ ନାହିଁ। ଆଗାମୀ ଦିନରେ କ୍ରିକେଟ୍ ପୁଣି କେବେ ଆରମ୍ଭ ହେବ, ତାହା ଜଣାନାହିଁ। ତେଣୁ ମୋର ବିଶ୍ୱାସ ଯେ ଧୋନିଙ୍କୁ ନିଶ୍ଚିତ ଭବ୍ୟ ବିଦାୟ ମିଳିବ।

ଭାରତୀୟ ଟି-୨୦ ୨୦୧୩ ଚାମ୍ପିୟନ୍ସ ଟ୍ରଫି ପରଠାରୁ ଆଇସିସିର କୌଣସି ବଡ଼ ଟୁର୍ଣ୍ଣାମେଣ୍ଟ ଜିତିପାରିନାହିଁ। ଏହା ପଛର କାରଣ ସମ୍ବନ୍ଧରେ ଅଖତର କହିଛନ୍ତି, ଭାରତ ପାଇଁ ବର୍ତ୍ତମାନ ବଡ଼ ସମସ୍ୟା ହେଉଛି ମିଡିଲ୍ ଅର୍ଡର। ବିରାଟ୍ କୋହଲିଙ୍କ ଟିମରେ ମଧ୍ୟକ୍ରମରେ ମ୍ୟାଚ୍ ବିଜେତାଙ୍କ ଆବଶ୍ୟକ ରହିଛି। ତା'ଛଡ଼ା ବଡ଼ ଟୁର୍ଣ୍ଣାମେଣ୍ଟ ଜିତିବା ଅଲଗା କଥା ଏବଂ ଶୀର୍ଷରେ ରହିବା ଭିନ୍ନ କଥା। ଭାରତ ଏବେବି ଟେଷ୍ଟ କ୍ରିକେଟରେ ଏକ ନମ୍ବର ଟିମ୍ ଅଛି ଏବଂ ସୀମିତ ଓଭରରେ ମଧ୍ୟ ଶୀର୍ଷ ଟିମ୍ ମଧ୍ୟରେ ସାମିଲ୍ ଅଛି। ଏଥିପାଇଁ କେବଳ ଆଇସିସି ଟୁର୍ଣ୍ଣାମେଣ୍ଟର ପ୍ରଦର୍ଶନ ଆଧାରରେ ଆକଳନ କରାଯିବା ଉଚିତ୍ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story