ନବରଙ୍ଗପୁର: ଜମିଜମାକୁ ନେଇ ରକ୍ତପାତ, ୨ମୃତ

ଉମରକୋଟ: ଜଙ୍ଗଲ ଜମିକୁ ନେଇ ଦୀର୍ଘ ଧରି ଲାଗି ରହିଥିବା ବିବାଦ ଶେଷରେ ରକ୍ତପାତର ରୂପ ନେଇଛି। ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତେଲଗାଁରେ। ଜମିଜମାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୨ ଜଣଙ୍କ ଜୀବନ ଯାଇଛି। ମୃତକମାନେ ହେଲେ ଫଗନୁ ଭତରା ଏବଂ ବଳିରାମ ହରିଜନ। ଗାଁର ଏକ ବିବାଦୀୟ ଜମିରେ ବନ ବିଭାଗ ପକ୍ଷରୁ ଲଗାଉଥିବା ଗଛକୁ ବଳିରାମ ଉପାଡି ଦେଇଥିଲେ। ଏ ନେଇ ଗାଁର କିଛି […]

OR photo

OR photo

Rakesh Mallick
  • Published: Sunday, 17 July 2016
  • Updated: 17 July 2016, 11:37 PM IST

Sports

Latest News

ଉମରକୋଟ: ଜଙ୍ଗଲ ଜମିକୁ ନେଇ ଦୀର୍ଘ ଧରି ଲାଗି ରହିଥିବା ବିବାଦ ଶେଷରେ ରକ୍ତପାତର ରୂପ ନେଇଛି। ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତେଲଗାଁରେ। ଜମିଜମାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୨ ଜଣଙ୍କ ଜୀବନ ଯାଇଛି। ମୃତକମାନେ ହେଲେ ଫଗନୁ ଭତରା ଏବଂ ବଳିରାମ ହରିଜନ।

ଗାଁର ଏକ ବିବାଦୀୟ ଜମିରେ ବନ ବିଭାଗ ପକ୍ଷରୁ ଲଗାଉଥିବା ଗଛକୁ ବଳିରାମ ଉପାଡି ଦେଇଥିଲେ। ଏ ନେଇ ଗାଁର କିଛି ବ୍ୟକ୍ତି ବଳିରାମଙ୍କ ଘରକୁ ଆସି ପଚରାଉଚରା କରିଥିଲେ। ଏହି ସମୟରେ ବଳିରାମ ଏକ ଛୁରୀରେ ଫଗନୁ ଭତରା ଓ ଗୁରୁବାରୁ ଭତରାଙ୍କୁ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ଫଗନୁଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁବାରୁ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ତ୍ୟକ୍ତ କିଛି ଗ୍ରାମବାସୀ ବଳିରାମକୁ ପିଟିପିଟି ହତ୍ୟା କରିଦେଇଥିବା ଅଭିଯୋଗ ହୋଇଛି।

ନବରଙ୍ଗପୁର ଏସ୍‌ପି ହିମାଂଶୁ ଶେଖର ମିଶ୍ର କହିଛନ୍ତି, “ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରାଯାଇନାହିଁ। ଗାଁରେ ଚାପା ଉତ୍ତେଜନା ଲାଗିଥିବାରୁ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story