ନୂଆପଡ଼ା, ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ସ୍ଥଗିତ

ନୂଆପଡ଼ା/ମାଲକାନଗିରି: ନୂଆପଡ଼ା ଏବଂ ମାଲକାନଗିରି ଜିଲ୍ଲାପରିଷଦ ଅଧ୍ୟକ୍ଷ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହି ଦୁଇଟି ଜିଲ୍ଲାରେ ଜିଲ୍ଲା ପରିଷଦ ନିର୍ବାଚନ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଅନ୍ୟାଦେଶ ପର୍ଯ୍ୟନ୍ତ ନିର୍ବାଚନ ହୋଇପାରିବ ନାହିଁ  ବୋଲି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ୨ ନଂ ଜୋନରେ ପଞ୍ଚାୟତ ପୁନର୍ଗଠନ ନେଇ ସୃଷ୍ଟି ହୋଇଥିବା ବିବାଦ ପୂର୍ବରୁ ହାଇକୋର୍ଟରେ ପହଞ୍ଚିଥିଲା। ମାମଲାର ଶୁଣାଣି କରି ହାଇକୋର୍ଟ ଉକ୍ତ ବ୍ଲକରେ […]

Orissa-High

Orissa-High

Rakesh Mallick
  • Published: Friday, 10 March 2017
  • Updated: 10 March 2017, 07:09 PM IST

Sports

Latest News

ନୂଆପଡ଼ା/ମାଲକାନଗିରି: ନୂଆପଡ଼ା ଏବଂ ମାଲକାନଗିରି ଜିଲ୍ଲାପରିଷଦ ଅଧ୍ୟକ୍ଷ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହି ଦୁଇଟି ଜିଲ୍ଲାରେ ଜିଲ୍ଲା ପରିଷଦ ନିର୍ବାଚନ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଅନ୍ୟାଦେଶ ପର୍ଯ୍ୟନ୍ତ ନିର୍ବାଚନ ହୋଇପାରିବ ନାହିଁ  ବୋଲି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ୨ ନଂ ଜୋନରେ ପଞ୍ଚାୟତ ପୁନର୍ଗଠନ ନେଇ ସୃଷ୍ଟି ହୋଇଥିବା ବିବାଦ ପୂର୍ବରୁ ହାଇକୋର୍ଟରେ ପହଞ୍ଚିଥିଲା। ମାମଲାର ଶୁଣାଣି କରି ହାଇକୋର୍ଟ ଉକ୍ତ ବ୍ଲକରେ ପଞ୍ଚାୟତ ନିର୍ବାଚନ ଉପରେ ସ୍ଥଗିତାଦେଶ ଜାରି କରିଥିଲେ। ଫଳରେ ରାଜ୍ୟ ନିର୍ବାଚନ କମିଶନ ୨ ନଂ ଜୋନରେ ନିର୍ବାଚନ କରାଇ ନ ଥିଲେ। ମୋଟ ୧୪ ଆସନ ବିଶିଷ୍ଟ ନୂଆପଡ଼ା ଜିଲ୍ଲା ପରିଷଦ ମଧ୍ୟରୁ ଗୋଟିଏ ଜୋନରେ  ନିର୍ବାଚନ ହୋଇ ନ ଥିଲା। ତେଣୁ ନୂଆପଡ଼ା ଜିଲ୍ଲା ପରିଷଦ  ଅଧ୍ୟକ୍ଷ ନିର୍ବାଚନ ହୋଇପାରିବ ନାହିଁ ଦର୍ଶାଇ ଜିଲ୍ଲାର ସିନାପାଲ୍ଲୀ ବ୍ଲକ ୧୨ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ଗିରିରାଜ ମାଝୀ ହାଇକୋର୍ଟରେ ଦ୍ୱାରସ୍ଥ ହୋଇ ଥିଲେ। ଏହି ମାମଲାର ବିଚାର କରି ଜଷ୍ଟିସ ରଥ ଅଧ୍ୟକ୍ଷ ନିର୍ବାଚନ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ତେବେ ଆସନ୍ତା ୧୭ ତାରିଖରେ ପରବର୍ତ୍ତୀ ଶୁଣାଣି ରହିଛି। ସେହିପରି ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ଦୁଇଟି ଜୋନରେ ନିର୍ବାଚନ ହୋଇ ନ ଥିବାରୁ ମାଲକାନଗିରି ଜିଲ୍ଲାପରିଷଦ ଅଧ୍ୟକ୍ଷ ନିର୍ବାଚନକୁ ମଧ୍ୟ ଗତକାଲି ହାଇକୋର୍ଟ ସ୍ଥଗିତ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story