ଭାରତୀୟ କୂଟନୀତିଜ୍ଞଙ୍କୁ ଭିସା ଦେଲାନି ପାକିସ୍ତାନ

ନୂଆଦିଲ୍ଲୀ: ଭାରତୀୟ ହାଇ କମିଶନର ଅଜୟ ବିସରିଆଙ୍କୁ ମାସେ ହେବ ପାକିସ୍ତାନ ବହିଷ୍କାର କରିଛି। ଏହା ପରେ ପାକିସ୍ତାନ ରବିବାର ଦିନ କୂଟନୀତିଜ୍ଞ ଜୟନ୍ତ ଖୋବ୍ରାଗଡେଙ୍କୁ ନିଯୁକ୍ତ କରିଛି। ହେଲେ ପାକିସ୍ତାନ ଏବେ କୂଟନୀତିଜ୍ଞଙ୍କୁ ଭିସା ଦେବାକୁ ମନା କରିଦେଇଛି। ଇସଲାମାବାଦରେ ଭାରତ ତରଫରୁ ଜୟନ୍ତ ଖୋବ୍ରାଗଡେ ନିଯୁକ୍ତ ହୋଇଛନ୍ତି। ଏଭଳି ପରିସ୍ଥିତିରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା କୂଟନୀତିକ ସମ୍ପର୍କ ଆହୁରି ଖରାପ ହୋଇଛି। ଆଗକୁ ଆହୁରି ଖରାପ ହୋଇପାରେ ବୋଲି କୁହାଯାଉଛି। 5 […]

jayanta

jayanta

Subhransu Sekhar
  • Published: Sunday, 20 September 2020
  • Updated: 20 September 2020, 05:30 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ହାଇ କମିଶନର ଅଜୟ ବିସରିଆଙ୍କୁ ମାସେ ହେବ ପାକିସ୍ତାନ ବହିଷ୍କାର କରିଛି। ଏହା ପରେ ପାକିସ୍ତାନ ରବିବାର ଦିନ କୂଟନୀତିଜ୍ଞ ଜୟନ୍ତ ଖୋବ୍ରାଗଡେଙ୍କୁ ନିଯୁକ୍ତ କରିଛି। ହେଲେ ପାକିସ୍ତାନ ଏବେ କୂଟନୀତିଜ୍ଞଙ୍କୁ ଭିସା ଦେବାକୁ ମନା କରିଦେଇଛି। ଇସଲାମାବାଦରେ ଭାରତ ତରଫରୁ ଜୟନ୍ତ ଖୋବ୍ରାଗଡେ ନିଯୁକ୍ତ ହୋଇଛନ୍ତି। ଏଭଳି ପରିସ୍ଥିତିରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା କୂଟନୀତିକ ସମ୍ପର୍କ ଆହୁରି ଖରାପ ହୋଇଛି। ଆଗକୁ ଆହୁରି ଖରାପ ହୋଇପାରେ ବୋଲି କୁହାଯାଉଛି।

5 ଅଗଷ୍ଟ, 2019 ରେ ଜମ୍ମୁ କଶ୍ମୀରରୁ ଧାରା 370 ରଦ୍ଦ କରିଛନ୍ତି। ପାକିସ୍ତାନକୁ ଏହାକୁ ବିରୋଧ କରିଛି। ଏମିତିକି ଦୁଇ ଦେଶ ମଧ୍ୟରେ ଥିବା ଦ୍ୱାପାକ୍ଷିକ ସମ୍ପର୍କ କାଟି ଦେଇଛି। ଅଜୟ ବିସରିଆଙ୍କ ସ୍ଥାନରେ ଜୁନ୍ ମାସରେ ଜୟନ୍ତ ଖାବ୍ରାଗଡେଙ୍କ ନାମ ଭାରତ ଘୋଷଣା କରିଥିଲା। ଭିସା ନଦେବାର କାରଣ ଖୋବ୍ରାଗଡେଙ୍କ ବରିଷ୍ଠତାକୁ ଦାୟୀ କରିଛି ଇସଲାମାବାଦ। ଅନ୍ୟପଟେ ଭାରତ ଜୁନରେ ଖୋବ୍ରାଗଡେ ନିଯୁକ୍ତ ନେଇ ଘୋଷଣା କରିଥିଲା। ହେଲେ ଦୁଇ ମାସ ପରେ ପାକିସ୍ତାନ ଭିସା ଦେବାକୁ ମନା କରିବା ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଜଣାପଡ଼ିଛି।

ଭାରତୀୟ କୂଟନୀତିଜ୍ଞଙ୍କୁ ଭିସା ନଦେବା ପଛର ଆଉ ଏକ କାରଣ ମଧ୍ୟ ସାମ୍ନାକୁ ଆସିଛି। ଅନ୍ତର୍ଜାତୀୟ ଫୋରମରେ କଶ୍ମୀ ସମେତ ଭାରତ ବିରୋଧୀ ଅନେକ ପ୍ରସଙ୍ଗ ଉଠାଇ ଲଜ୍ଜିତ ହୋଇଛି। ଅନ୍ତର୍ଜାତୀୟ ପ୍ରସଙ୍ଗରେ କଶ୍ମୀର ପ୍ରସଙ୍ଗରେ ଭାରତୀୟ ଅଧିକାରୀଙ୍କ କୂଟନୀତି ଆଗରେ ପାକିସ୍ତାନ ବିଫଳ ହୋଇଛି। ପରିଣାମ ସ୍ୱରୂପ ପାକିସ୍ତାନ ଏବେ ଅନ୍ତର୍ଜାତୀୟ ମଞ୍ଚରେ ଏକୁଟିଆ ହୋଇଯାଇଛି।

ଓଆଇସି, ମିଳିତ ଜାତିସଂଘ ସମେତ ଅନେକ ଅନ୍ତର୍ଜାତୀୟ ଫୋରମରେ ପାକିସ୍ତାନ ଭାରତକୁ ଘେରିବାକୁ ଚେଷ୍ଟା କରୁଛି, କିନ୍ତୁ ସବୁଆଡେ ଓହାର ଓଲଟା ପ୍ରତିଫଳ ହୋଇଛି। ନିକଟରେ ପାକିସ୍ତାନ କୁଲଭୂଷଣ ଯାଦବ ମାମଲାରେ ଜଣେ ଭାରତୀୟ ଓକିଲଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲା। ଏବେ ଭିସା ଦେବାକୁ ରାଜି ହୋଇନି।

ତେବେ ଇସଲାମାବାଦରେ କିଏ ଭାରତର କୂଟନୀତିଜ୍ଞ ରହିବେ ସେ ବାବଦରେ ପାକିସ୍ତାନ ପରାମର୍ଶ ଦେବାର ଅଧିକାର ନାହିଁ। ଏହା ଭାରତର ଅଧିକାର। ଜୟନ୍ତ ଖୋବ୍ରାଗଡେ 1995 ବ୍ୟାଚର ଆଇଏଫଏସ ଅଧିକାରୀ | ସେ ପୂର୍ବରୁ ପାକିସ୍ତାନରେ ମଧ୍ୟ କାମ କରିଛନ୍ତି। ବର୍ତ୍ତମାନ ପରମାଣୁ ଶକ୍ତି ବିଭାଗରେ ଯୁଗ୍ମ ସଚିବ ଭାବେ ନିଯୁକ୍ତି ରହିଛନ୍ତି। ସେ କିର୍ଗିସ୍ଥାନରେ ଭାରତୀୟ ଉଚ୍ଚ କମିଶନର ଭାବରେ କାର୍ଯ୍ୟ କରିଥିଲେ। ଏହା ପରେ ସେ ଋଷିଆ, ସ୍ପେନ୍ ଏବଂ କାଜାଖସ୍ତାନରେ ଭାରତୀୟ ମିଶନରେ ଭାବେ ଦାୟିତ୍ୱ ତୁଲାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story