ପାରାଦୀପ ବନ୍ଦରକୁ ରେଳ ସଂଯୋଗ ପାଇଁ ୪ ହଜାର କୋଟିର ଯୋଜନା ପ୍ରସ୍ତୁତ କରୁଛନ୍ତି କେନ୍ଦ୍ର ସରକାର: ନୀତିନ ଗଡ଼କରୀ

ନୂଆଦିଲ୍ଲୀ: ପାରାଦୀପ ପୋର୍ଟକୁ ରେଳ ସଂଯୋଗ ପାଇଁ ୪ ହଜାର କୋଟି ଟଙ୍କାର ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି କେନ୍ଦ୍ର ସରକାର। ତା’ ସହିତ ଏଇ ବନ୍ଦରକୁ ଭାରତମାଲା ପରିଯୋଜନାରେ ଶୀଘ୍ର ସଡ଼କ ସଂଯୋଗ କରାଯିବ। ଲୋକସଭାରେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଏକ ପ୍ରଶ୍ନର ଉତ୍ତରରେ ଏଇ ତଥ୍ୟ ରଖିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଗଡକରୀ। କେନ୍ଦ୍ରାପଡା ଜିଲ୍ଲାରେ ୫୦ କିଲୋମିଟରର ତଟରେଖା ଥିଲେ ବି କଇଁଛ ଅଭୟାରଣ୍ୟ […]

parlament

parlament

Rakesh Mallick
  • Published: Thursday, 10 December 2015
  • Updated: 10 December 2015, 09:35 AM IST

Sports

Latest News

ନୂଆଦିଲ୍ଲୀ: ପାରାଦୀପ ପୋର୍ଟକୁ ରେଳ ସଂଯୋଗ ପାଇଁ ୪ ହଜାର କୋଟି ଟଙ୍କାର ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି କେନ୍ଦ୍ର ସରକାର। ତା’ ସହିତ ଏଇ ବନ୍ଦରକୁ ଭାରତମାଲା ପରିଯୋଜନାରେ ଶୀଘ୍ର ସଡ଼କ ସଂଯୋଗ କରାଯିବ। ଲୋକସଭାରେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଏକ ପ୍ରଶ୍ନର ଉତ୍ତରରେ ଏଇ ତଥ୍ୟ ରଖିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଗଡକରୀ।

କେନ୍ଦ୍ରାପଡା ଜିଲ୍ଲାରେ ୫୦ କିଲୋମିଟରର ତଟରେଖା ଥିଲେ ବି କଇଁଛ ଅଭୟାରଣ୍ୟ ପାଇଁ ପୋର୍ଟ ତିଆରି ହୋଇପାରୁନାହିଁ। ତେବେ କେନ୍ଦ୍ରାପଡା ଦକ୍ଷିଣରେ ଥିବା ପାରାଦୀପ ବନ୍ଦର ଓ ଉତ୍ତରରେ ଥିବା ଧାମରା ପୋର୍ଟକୁ ସଡ଼କ ସଂଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି ବୈଜୟନ୍ତ କହିଥିଲେ। ଭାରତମାଲା ପରିଯୋଜନା କାମକୁ ତ୍ୱରାନ୍ୱିତ କରିବା ନେଇ ଏକ ଟାଇମଲାଇନ୍ ପାଇଁ ସେ ଅନୁରୋଧ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story