ରଣଜୀ ମ୍ୟାଚ୍‌: ଗୁରୁବାରଠୁ ଓଡ଼ିଶା-ଦିଲ୍ଲୀ ଲଢ଼େଇ

ଭୁବନେଶ୍ୱର: ଚଳିତ ରଣଜୀ ସିଜିନ୍‌ରେ ଗ୍ରୁପ୍‌ ‘ବି’ରେ ଥିବା ଓଡ଼ିଶା ତା’ର ତୃତୀୟ ମ୍ୟାଚ୍ ଆସନ୍ତାକାଲିଠାରୁ ଦିଲ୍ଲୀ ବିପକ୍ଷରେ ଖେଳିବ। ମୋହାଲିର ପଞ୍ଜାବ କ୍ରିକେଟ୍ ଆସୋସିଏସନ୍‌ ଷ୍ଟାଡିୟମ୍‌ରେ ସକାଳ ସାଢ଼େ ନଅଟାରୁ ଏହି ମ୍ୟାଚ୍ ଆରମ୍ଭ ହେବ। ଦିଲ୍ଲୀ ଓ ରାଜସ୍ଥାନ ବିପକ୍ଷ ମ୍ୟାଚ୍ ପାଇଁ ଓଡ଼ିଶା ଦଳରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ପ୍ରତୀକ ଦାସ ଓ ରଶ୍ମୀରଞ୍ଜନ ସାହୁଙ୍କୁ ବାଦ୍ ଦିଆଯାଇଛି। ମନୋଜ ନାୟକ ଓ ଅଂଶୁମାନ ଗୋପଙ୍କୁ ଟିମ୍‌ରେ ସାମିଲ କରାଯାଇଛି। ଚଳିତ ସିଜିନ୍‌ରେ […]

gobinda poddar

gobinda poddar

Rakesh Mallick
  • Published: Wednesday, 26 October 2016
  • Updated: 27 October 2016, 07:27 AM IST

Sports

Latest News

ଭୁବନେଶ୍ୱର: ଚଳିତ ରଣଜୀ ସିଜିନ୍‌ରେ ଗ୍ରୁପ୍‌ ‘ବି’ରେ ଥିବା ଓଡ଼ିଶା ତା’ର ତୃତୀୟ ମ୍ୟାଚ୍ ଆସନ୍ତାକାଲିଠାରୁ ଦିଲ୍ଲୀ ବିପକ୍ଷରେ ଖେଳିବ। ମୋହାଲିର ପଞ୍ଜାବ କ୍ରିକେଟ୍ ଆସୋସିଏସନ୍‌ ଷ୍ଟାଡିୟମ୍‌ରେ ସକାଳ ସାଢ଼େ ନଅଟାରୁ ଏହି ମ୍ୟାଚ୍ ଆରମ୍ଭ ହେବ।

ଦିଲ୍ଲୀ ଓ ରାଜସ୍ଥାନ ବିପକ୍ଷ ମ୍ୟାଚ୍ ପାଇଁ ଓଡ଼ିଶା ଦଳରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ପ୍ରତୀକ ଦାସ ଓ ରଶ୍ମୀରଞ୍ଜନ ସାହୁଙ୍କୁ ବାଦ୍ ଦିଆଯାଇଛି। ମନୋଜ ନାୟକ ଓ ଅଂଶୁମାନ ଗୋପଙ୍କୁ ଟିମ୍‌ରେ ସାମିଲ କରାଯାଇଛି।

ଚଳିତ ସିଜିନ୍‌ରେ ଓଡ଼ିଶା ଦୁଇଟି ମ୍ୟାଚ୍ ଖେଳି ସାରିଛି। ବିଦର୍ଭ ବିପକ୍ଷ ମ୍ୟାଚ୍ ଡ୍ର’ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଦଳ ସୌରାଷ୍ଟ୍ରକୁ ୩୨ ରନ୍‌ରେ ପରାସ୍ତ କରିଥିଲା।

ନଭେମ୍ବର ୫ ତାରିଖରୁ ଓଡ଼ିଶା ରାଜସ୍ଥାନ ବିପକ୍ଷରେ ଖେଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story