ରଣଜୀ ମ୍ୟାଚ୍‌: ଗୁରୁବାରଠୁ ଓଡ଼ିଶା-ଦିଲ୍ଲୀ ଲଢ଼େଇ

ଭୁବନେଶ୍ୱର: ଚଳିତ ରଣଜୀ ସିଜିନ୍‌ରେ ଗ୍ରୁପ୍‌ ‘ବି’ରେ ଥିବା ଓଡ଼ିଶା ତା’ର ତୃତୀୟ ମ୍ୟାଚ୍ ଆସନ୍ତାକାଲିଠାରୁ ଦିଲ୍ଲୀ ବିପକ୍ଷରେ ଖେଳିବ। ମୋହାଲିର ପଞ୍ଜାବ କ୍ରିକେଟ୍ ଆସୋସିଏସନ୍‌ ଷ୍ଟାଡିୟମ୍‌ରେ ସକାଳ ସାଢ଼େ ନଅଟାରୁ ଏହି ମ୍ୟାଚ୍ ଆରମ୍ଭ ହେବ।

ଦିଲ୍ଲୀ ଓ ରାଜସ୍ଥାନ ବିପକ୍ଷ ମ୍ୟାଚ୍ ପାଇଁ ଓଡ଼ିଶା ଦଳରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ପ୍ରତୀକ ଦାସ ଓ ରଶ୍ମୀରଞ୍ଜନ ସାହୁଙ୍କୁ ବାଦ୍ ଦିଆଯାଇଛି। ମନୋଜ ନାୟକ ଓ ଅଂଶୁମାନ ଗୋପଙ୍କୁ ଟିମ୍‌ରେ ସାମିଲ କରାଯାଇଛି।

ଚଳିତ ସିଜିନ୍‌ରେ ଓଡ଼ିଶା ଦୁଇଟି ମ୍ୟାଚ୍ ଖେଳି ସାରିଛି। ବିଦର୍ଭ ବିପକ୍ଷ ମ୍ୟାଚ୍ ଡ୍ର’ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଦଳ ସୌରାଷ୍ଟ୍ରକୁ ୩୨ ରନ୍‌ରେ ପରାସ୍ତ କରିଥିଲା।

ନଭେମ୍ବର ୫ ତାରିଖରୁ ଓଡ଼ିଶା ରାଜସ୍ଥାନ ବିପକ୍ଷରେ ଖେଳିବ।

ଆହୁରି ପଢ଼ନ୍ତୁ

୧୬ ତାରିଖରେ ପଡ଼ିଆକୁ ଫେରିବେ ମାହି!

ଆଇପିଏଲର ପ୍ରାୟୋଜକ ହେବ ବାବା ରାମଦେବଙ୍କ ‘ପତଞ୍ଜଳି’!

‘ଆମେ ୟେସ କହିଲୁ’: ଇନଷ୍ଟାଗ୍ରାମରେ ନିର୍ବନ୍ଧ ସମ୍ପର୍କରେ ଘୋଷଣା କଲେ ଚହଲ

ପାଣ୍ଡ୍ୟାଙ୍କ ପୁଅଙ୍କୁ ବଡ଼ ହେଲେ ଏମିତି ହେବାକୁ ପରାମର୍ଶ ଦେଲେ କେଏଲ ରାହୁଲ

୨୦୨୧ରେ ଭାରତରେ ହେବ ଟି-୨୦ ବିଶ୍ୱକପ, ୨୦୨୨ରେ ଅଷ୍ଟ୍ରେଲିଆ ପାଳି

ହକି ଟିମର ଅଧିନାୟକ ମନପ୍ରୀତ ସିଂହ ଓ ୩ ଖେଳାଳିଙ୍କୁ କରୋନା

ପଡ଼ିଆରେ ଜୋତା ବୋହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସର୍ଫରାଜ

ଅନୱରଙ୍କ ପରେ ଇଂଲଣ୍ଡରେ ଶାନ ମାସୁଦ କଲେ ଏହି ରେକର୍ଡ

ଆଇପିଏଲ ପାଇଁ ଜାରି ହେଲା ଏସଓପି, ଜାଣନ୍ତୁ କ’ଣ ରହିଛି ନିୟମ

ଆଇପିଏଲରରୁ ହଟିଲା ଚାଇନିଜ କମ୍ପାନୀ ଭିଭୋ

ଦୁନିଆର ସବୁଠାରୁ ଦାମୀ କାର୍‌ କିଣିଲେ ରୋନାଲ୍ଡୋ, ଦାମ ଶୁଣିଲେ ହୋସ ଉଡ଼ିଯିବ

ପ୍ରତିଶୁଭେଚ୍ଛାରେ ଦୂତୀଙ୍କୁ ଏମିତି ଲେଖିଲେ ମୋଦି