ଫୁଲବାଣୀ: ରିଓ ଅଲିମ୍ପିକ୍ରେ ଆଜି ଟ୍ରାକ୍କୁ ଓହ୍ଲାଇବେ ଓଡ଼ିଆ ଆଥ୍ଲେଟ୍ ଶ୍ରାବଣୀ ନନ୍ଦ। ଅଲିମ୍ପିକ୍ର ୨୦୦ ମିଟର ମହିଳା ଇଭେଣ୍ଟରେ ଶ୍ରାବଣୀ ପ୍ରତିଦ୍ୱନ୍ଦିତା କରିବେ। ଏଥିପାଇଁ ଶୁଭ ମନାସିବା ସହ ତାଙ୍କ ସଫଳତା କାମନା କରିଛନ୍ତି ଶ୍ରାବଣୀଙ୍କ ପରିବାର ବର୍ଗ।
ଶ୍ରାବଣୀଙ୍କ ଦାଦା ଗତକାଲି କହିଥିଲେ,“ସବୁ ଦେଶର ଟପ୍ ଆଥ୍ଲେଟ୍ମାନେ ଅଲିମ୍ପିକ୍ରେ ଭାଗ ନେଉଛନ୍ତି। ଆମେ ଆଶା ରଖିଛୁ ଶ୍ରାବଣୀ ମେଡାଲ୍ ଆଣି ରାଜ୍ୟ ଓ ଦେଶର ଗୌରବ ବଢ଼ାଇବେ। ଶ୍ରାବଣୀ ପାଇଁ ଆମର ସହଯୋଗ ଓ ଆଶୀର୍ବାଦ ରହିଛି। ଆମ ପରମ୍ପରା ଅନୁଯାୟୀ ଯାହା ପୂଜାର୍ଚ୍ଚନା ଅଛି ଆମେ କରୁଛୁ। ଏହାସହିତ ଶ୍ରାବଣୀଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କର ଶୁଭମନାସି ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି। ସମୟ ଯେତିକି ପାଖେଇ ଆସୁଛି ରୋମାଞ୍ଚ ସେତିକି ବଢୁଛି। ଆମେ ଆଶା କରୁଛୁ ଶ୍ରାବଣୀ ତାଙ୍କ ଟପ୍ ଫାଇଟ୍ରେ ସଫଳତା ପାଇବେ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ଦେଶର ଜିଡିପି ଅଭିବୃଦ୍ଧି ହାର ଦୁଇ ବର୍ଷରେ ସର୍ବନିମ୍ନ
ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ହାର ୫.୪ ପ୍ରତିଶତକୁ ଖସିଛି। ଉତ୍ପାଦନ କ୍ଷେତ୍ରର ଖରାପ ପ୍ରଦର୍ଶନ ଯୋଗୁଁ ଅର୍ଥନୀତି କ୍ଷେତ୍ରରେ ଘଟିଛି ଅବନତୀ।
Crime
ପ୍ରେମିକାକୁ ହତ୍ୟା କରି ମୃତଦେହ ସହ ଦୁଇଦିନ ବିତାଇଲା ଅଭିଯୁକ୍ତ
ସୋଶାଲ ମିଡିଆରେ ମିଶିବା ପରେ ବଢ଼ିଥିଲା ପ୍ରେମ ସମ୍ପର୍କ। ରାଜ୍ୟ ବାହାରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ପୁଲିସ।
Politics
ଶେଷ ଘଣ୍ଟାରେ ପଡ଼ିଛି ୭୬ ଲକ୍ଷ ଭୋଟ! ମହାରାଷ୍ଟ୍ର ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣିଲା କଂଗ୍ରେସ
ମହାରାଷ୍ଟ୍ରରେ ଭୋଟ ଗ୍ରହଣ ଏବଂ ଗଣନା ପ୍ରକ୍ରିୟାରେ ଗୁରୁତର ଅନିୟମିତତା ହୋଇଥିବା ନେଇ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଲା କଂଗ୍ରେସ। ମାତ୍ର ୫ ମାସ ମଧ୍ୟରେ ମହାରାଷ୍ଟ୍ର ଭୋଟର ତାଲିକାରେ ପ୍ରାୟ ୪୭ ଲକ୍ଷ ନୂଆ ଭୋଟରଙ୍କୁ ଯୋଡ଼ା ଯାଇଥିବା ଅଭିଯୋଗ।
Science & Environment
ଘରେ ଲାଗିଛି ୧୫ ହଜାର ଗଛ, ଦିଲ୍ଲୀରେ ଥାଇ ବି ପ୍ରଦୂଷଣମୁକ୍ତ
ରକ୍ତ କର୍କଟରେ ଆକ୍ରାନ୍ତ ହେବା ପରେ ଦିଲ୍ଲୀ ଛାଡ଼ି ଚାଲିଯିବାକୁ ପରାମର୍ଶ ଦେଇଥିଲେ ଡାକ୍ତର।
Accident
ଓଲଟି ପଡ଼ିଲା ବସ୍; ୧୦ ଯାତ୍ରୀ ମୃତ, ୩୦ରୁ ଊର୍ଦ୍ଧ୍ୱ ଆହତ
ଏକ ସରକାରୀ ବସ୍ ପାଖାପାଖି ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା।