ଖରା ଦିନ ନ ଆସୁଣୁ ପାଣି ପାଇଁ ଆନ୍ଦୋଳନ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): “ଦୀର୍ଘ ୫ ବର୍ଷ ହେଲା ପାଣି ପାଇଁ ଗୁହାରି କରି ଆସୁଛୁ। ହେଲେ କେହି ଶୁଣୁ ନାହାନ୍ତି। ଆମ ସାହି ବାଟ ଦେଇ ଅନ୍ୟତ୍ର ପାଇପ୍‌ ପକାଉଥିବା ବେଳେ ଆମକୁ ସଂଯୋଗ ଦେଉ ନାହାନ୍ତି। କହିଲେ ଆଜି, କାଲି କହି ସମୟ ଗଡ଼ାଉଛନ୍ତି। ଶେଷରେ ଅତିଷ୍ଠ ହୋଇ ପାଣି ପାଇଁ ଆଜି ରାସ୍ତାକୁ ଓହ୍ଲାଇଛୁ। ” ଖରାଦିନ ନ ଆସୁଣୁ ପାଣି ପାଇଁ ରାସ୍ତାକୁ ଓହ୍ଲାଇଥିବା ଢେଙ୍କାନାଳ ମ୍ୟୁନିସିପାଲଟି ୯ନମ୍ବର ଓ୍ୱାର୍ଡ଼ ବାସିନ୍ଦା ଏପରି […]

dkl-1--1--1

dkl-1--1--1

Niharika Rout
  • Published: Monday, 03 February 2020
  • Updated: 03 February 2020, 02:11 PM IST

Sports

Latest News

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): “ଦୀର୍ଘ ୫ ବର୍ଷ ହେଲା ପାଣି ପାଇଁ ଗୁହାରି କରି ଆସୁଛୁ। ହେଲେ କେହି ଶୁଣୁ ନାହାନ୍ତି। ଆମ ସାହି ବାଟ ଦେଇ ଅନ୍ୟତ୍ର ପାଇପ୍‌ ପକାଉଥିବା ବେଳେ ଆମକୁ ସଂଯୋଗ ଦେଉ ନାହାନ୍ତି। କହିଲେ ଆଜି, କାଲି କହି ସମୟ ଗଡ଼ାଉଛନ୍ତି। ଶେଷରେ ଅତିଷ୍ଠ ହୋଇ ପାଣି ପାଇଁ ଆଜି ରାସ୍ତାକୁ ଓହ୍ଲାଇଛୁ। ”

ଖରାଦିନ ନ ଆସୁଣୁ ପାଣି ପାଇଁ ରାସ୍ତାକୁ ଓହ୍ଲାଇଥିବା ଢେଙ୍କାନାଳ ମ୍ୟୁନିସିପାଲଟି ୯ନମ୍ବର ଓ୍ୱାର୍ଡ଼ ବାସିନ୍ଦା ଏପରି ଭାବେ ମନର କ୍ଷୋଭକୁ ବ୍ୟକ୍ତ କରିଛନ୍ତି। ଆଜି ସକାଳ ପ୍ରାୟ ୯ଟାରେ ହଜାରେରୁ ଊର୍ଦ୍ଧ୍ୱ ୱାର୍ଡ ବାସିନ୍ଦା ଗରା ବାଲଟି ଧରି ଢେଙ୍କାନାଳ-ଭାପୁର ରାସ୍ତା ଅବରୋଧ କରିଥିଲେ। ଦୀର୍ଘ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ରାସ୍ତା ଅବରୋଧ ହେତୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଅଭିଯୋଗ ଅନୁସାରେ, ୯ନମ୍ବର ଓ୍ୱାର୍ଡ଼ ବାସିନ୍ଦା ଦୀର୍ଘ ଦିନ ଧରି ପାଣି ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଠାରେ ହଜାରେରୁ ଅଧିକ ଲୋକ ବସବାସ କରୁଥିଲେ ମଧ୍ୟ  ପାନୀୟ ଜଳ ସଂଯୋଗ ଦିଆଯାଇ ନାହିଁ। ୱାର୍ଡରେ  ଗୋଟିଏ  ନଳକୂପ ଥିବା ବେଳେ ସେହି ପାଣି ବ୍ୟବହାର ଉପଯୋଗୀ ହୋଇପାରୁନି। ଏନେଇ ଓ୍ୱାର୍ଡ ବାସିନ୍ଦା ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଶେଷରେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

“୫ ବର୍ଷ ହେଲେ ଜିଲ୍ଲାପାଳ ଅଫିସ୍‌ଠୁ ଆରମ୍ଭ କରି ସବୁ ଅଫିସ ଧାଇଁ ସାରିଲୁଣି। ପାଣି ଦିଆଯିବ ବୋଲି ସମସ୍ତେ କହୁଛନ୍ତି, ହେଲେ ଦେଉ ନାହାନ୍ତି। ଗୋଟିଏ ନଳକୂପ ଉପରେ ୱାର୍ଡର ୩ ବସ୍ତିବାସିନ୍ଦା ନିର୍ଭରଶୀଳ। ହେଲେ ଉକ୍ତ ନଳକୂପ ପାଣି ବ୍ୟବହାର କରି ହେଉନି। ମାଗିଯାଚି ଚଳୁଛୁ। ଭୋଟ ନେଲା ବେଳକୁ ଧାଇଁ ଆସୁଛନ୍ତି। ହେଲେ ଗରୀବ ଲୋକଙ୍କ ଅସୁବିଧା ଦୂର କରୁ ନାହାନ୍ତି । ତେଣୁ ଆଜି ଗରାବାଲଟି ଧରି ରାସ୍ତାରୋକ କରିଛୁ”।  ଏକଥା କହିଛନ୍ତି, କୁମା ନାୟକ ନାମ୍ନୀ ୱାର୍ଡବାସିନ୍ଦା ।

ପ୍ରଣୟ ନାୟକ ନାମକ ଆନ୍ଦୋଳନାକାରୀ କହିଛନ୍ତି, ୩ ବର୍ଷ ହେଲା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରି ଆସୁଛୁ। କିନ୍ତୁ କିଛି ପଦକ୍ଷେପ ନିଆଯାଉନି। ଶେଷରେ ନିରାଶ ହୋଇ ଆଜି ରାସ୍ତାକୁ ଓହ୍ଲାଇଛୁ।

ଖବର ପାଇ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ଓ ଟାଉନ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ମାସେ ମଧ୍ୟରେ ସବୁ ସମସ୍ୟାର ସମାଧାନ ହୋଇ ୱାର୍ଡକୁ ପାନୀୟ ଜଳ ସଂଯୋଗ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଦିନ ପ୍ରାୟ ୧୧ଟା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story