ଲୁହା ରଡ୍‌ ଧରି ସଲମାନଙ୍କୁ ଆକ୍ରମଣ କରିବାକୁ ପଛରେ ପଡ଼ିଥିଲେ ୨୦ ବାଇକର୍ସ

ମୁମ୍ବାଇ: ବଲିଉଡର ଦବଙ୍ଗ ଖାନ୍‌ ସଲମାନ୍‌। ମୋଷ୍ଟ ଟ୍ରେଣ୍ଡିଂ ଅଭିନେତାଙ୍କ ମଧ୍ୟରୁ ଜଣେ। ସଲମାନଙ୍କୁ ତାଙ୍କ ଫ୍ୟାନ୍‌ମାନେ ଯେତିକି ଭଲପାଆନ୍ତି ସେତିକି ହେଟର୍ସମାନଙ୍କ ସେ ଟାର୍ଗେଟରେ ରୁହନ୍ତି। ନିକଟରେ ତାଙ୍କୁ ହତ୍ୟା ଧମକ ମିଳିଥିବା ନେଇ ଖବର ଆସିଥିଲା। ଏହି ଖବର ବି-ଟାଉନରେ ହଇଚଇ ସୃଷ୍ଟି କରିଦେଇଥିଲା। ତେବେ ଏହା ପୂର୍ବରୁ ମଧ୍ୟ ସଲମାନଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା ହୋଇସାରିଛି। ଏପରିକି ୨୦ ଜଣ ବାଇକ୍‌ରେ ଆସି ତାଙ୍କୁ ଆକ୍ରମଣ କରିବା ପାଇଁ ତାଙ୍କ କାର୍‌ର […]

Salman Khan

Salman Khan

Madhupriya Mistry
  • Published: Monday, 01 August 2022
  • Updated: 01 August 2022, 05:18 PM IST

Sports

Latest News

ମୁମ୍ବାଇ: ବଲିଉଡର ଦବଙ୍ଗ ଖାନ୍‌ ସଲମାନ୍‌। ମୋଷ୍ଟ ଟ୍ରେଣ୍ଡିଂ ଅଭିନେତାଙ୍କ ମଧ୍ୟରୁ ଜଣେ। ସଲମାନଙ୍କୁ ତାଙ୍କ ଫ୍ୟାନ୍‌ମାନେ ଯେତିକି ଭଲପାଆନ୍ତି ସେତିକି ହେଟର୍ସମାନଙ୍କ ସେ ଟାର୍ଗେଟରେ ରୁହନ୍ତି। ନିକଟରେ ତାଙ୍କୁ ହତ୍ୟା ଧମକ ମିଳିଥିବା ନେଇ ଖବର ଆସିଥିଲା। ଏହି ଖବର ବି-ଟାଉନରେ ହଇଚଇ ସୃଷ୍ଟି କରିଦେଇଥିଲା। ତେବେ ଏହା ପୂର୍ବରୁ ମଧ୍ୟ ସଲମାନଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା ହୋଇସାରିଛି। ଏପରିକି ୨୦ ଜଣ ବାଇକ୍‌ରେ ଆସି ତାଙ୍କୁ ଆକ୍ରମଣ କରିବା ପାଇଁ ତାଙ୍କ କାର୍‌ର ପିଛା ମଧ୍ୟ କରିଛନ୍ତି।

ରିପୋର୍ଟ ମୁତାବକ, ୨୦୧୩ରେ ସଲମାନ ଖାନ୍‌ ସେଲେବ୍ରିଟି କ୍ରିକେଟ୍‌ ଲିଗ୍‌ ପାଇଁ ହାଇଦ୍ରାବାଦ ଯାଇଥିଲେ। ଏହି କ୍ରିକେଟ୍‌ ଲିଗ୍‌ରେ ସଲମାନଙ୍କ ଭାଇ ସୋହେଲ ଖାନ୍‌ ମୁମ୍ବାଇ ହିରୋଜ୍‌ ପାଇଁ ଖେଳୁଥିଲେ। ସୋହେଲଙ୍କ ଟିମ୍‌ ତେଲୁଗୁ ୱରିୟର୍ସଙ୍କ ବିପକ୍ଷରେ ଖେଳୁଥିଲା। ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଚାଲିଥିଲା। ମ୍ୟାଚ୍‌ ରାତି ୧୧ଟାରେ ସରିଥିଲା। ତା’ପରେ ସଲ୍‌ମାନ ତାଙ୍କ ଗାଡ଼ି ଧରି ଷ୍ଟାଡିୟମ୍‌ ବାହାରକୁ ବାହାରି ଯାଇଥିଲେ। ସଲ୍‌ମାନ ବାହାରିବା ପରେ ତାଙ୍କୁ ପ୍ରାୟ ୨୦ବାଇକ୍‌ରମାନେ ଘେରି ଯାଇଥିଲେ। ତାଙ୍କ କାର୍‌ର ପିଛା କରିଥିଲେ।

ସଲମାନଙ୍କ ଗାଡିର ପିଛା କରୁଥିବା ଏହି ୨୦ ଜଣ ବାଇକର୍‌ ହାତରେ ଲୁହା ରଡ୍‌ ଧରିଥିଲେ। କେବଳ ସେତିକି ନୁହେଁ ଏମାନଙ୍କ ଗାଡି ପାଖକୁ ଆସି ତାଙ୍କ କବାଟ ମଧ୍ୟ ବାଡେଇ ଥିଲେ। ବାଇକର୍‌ମାନେ ଷ୍ଟାଡିୟମଠାରୁ ଆରମ୍ଭ କରି ସଲମାନଙ୍କ ହୋଟେଲ ଯାଏ ତାଙ୍କ କାର୍‌ର ପିଛା କରିଥିଲେ। ଏହା ଦେଖି ଅତ୍ୟନ୍ତ ରାଗି ଯାଇଥିଲେ ଦବଙ୍ଗ ଖାନ୍‌। ପରେ ସଲମାନଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଥିଲା।

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ସଲ୍‌ମାନ ଓ ତାଙ୍କ ବାପାଙ୍କୁ ହତ୍ୟା ଧମକ ମିଳିଛି।  ଏହାପରେ ସେ ଆତ୍ମରକ୍ଷା ପାଇଁ  ଅସ୍ତ୍ରଶସ୍ତ୍ର ଲଇସେନ୍‌ ପାଇଁ ଆବେଦନ କରିଥିଲେ। ଆଜି ମୁମ୍ବାଇ ପୁଲିସ୍‌ ପକ୍ଷରୁ ସଲ୍‌ମାନଙ୍କୁ ‘ଆର୍ମସ୍‌ ଲାଇସେନ୍ସ’ ପ୍ରଦାନ କରାଯାଇଛି। କିନ୍ତୁ, ସେ କେଉଁ ପ୍ରକାରର ଅସ୍ତ୍ର ଖରିଦ କରିପାରିବେ ତାହା ଉକ୍ତ ‘ଲାଇସେନ୍ସ’ରେ ଉଲ୍ଲେଖ କରାଯାଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story