କଟକ: ସାରଥି ବିବାଦର ବିବାଦୀୟ ଯୁବତୀଙ୍କୁ ଧମକ ଦେଇ ଅଭିଯୋଗ ଦେଇଥିବା ମହିଳାଙ୍କୁ କ୍ରାଇମବ୍ରାଞ୍ଚ ଟିମ ବଡଚଣା ବ୍ଲକ ତରଞ୍ଜିଆରୁ ଗିରଫ କରିଛି। ଗିରଫ ମହିଳା ଜଣଙ୍କ ହେଲେ ମଞ୍ଜୁଲତା ସ୍ୱାଇଁ । ଗତ ୭ ତାରିଖରୁ ସେ ଫେରାର ଥିଲେ । ମହିଳା ଜଣଙ୍କୁ ନିଜକୁ ବିବାଦୀୟ ଯୁବତୀଙ୍କ ମାଉସୀ ବୋଲି ପରିଚୟ ଦେଇ ଯୁବତୀଙ୍କ ପକ୍ଷରୁ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ । ବିବାଦୀୟ ଯୁବତୀ କ୍ରାଇମବ୍ରାଞ୍ଚରେ କରିଥିବା ଅଭିଯୋଗରେ ମହିଳା ଜଣଙ୍କ ତାଙ୍କୁ ଧମକ ଦେଇ ୪ଜଣଙ୍କ ନାମରେ ବ୍ଲାକମେଲିଂ ଅଭିଯୋଗ କରାଇଥିଲେ ବୋଲି ଦର୍ଶାଇଛନ୍ତି । ଏ ନେଇ ଯୁବତୀ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ କହିବା ପରେ ତାଙ୍କୁ ଧରିବାକୁ ଯୋଜନା କରାଯାଇଥିଲା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
କାହିଁକି ନିଜ ଗୁପ୍ତାଙ୍ଗରେ ସର୍ଜିକାଲ ବ୍ଲେଡ ଭର୍ତ୍ତି କରି ଦେଲେ ଦୁଷ୍କର୍ମ ପୀଡ଼ିତା ?
ଯୁବତୀ ଜଣଙ୍କ କାହିଁକି ଏମିତି କଲେ?
Health
ଘାଇଲା କରୁଥିବା ବିରଳ ସ୍ନାୟୁ ରୋଗ GBS କ’ଣ? କାରଣ ଜଣାପଡ଼ୁନି
ଜିବିଏସ୍ ଗୋଟିଏ ବିରଳ ରୋଗ ହୋଇଥିବା ବେଳେ ଏଯାଏ ଏହା କ’ଣ ପାଇଁ ହେଉଛି, ସେକଥା ଡାକ୍ତରମାନେ ଜାଣିବାକୁ ସକ୍ଷମ ହୋଇନାହାନ୍ତି।
National
ଚା’ ବିକାଳିର ‘ନିଆଁ ଗୁଜବ’ ଯୋଗୁ କେମିତି ଚାଲି ଗଲା ୧୩ ଜଣଙ୍କ ଜୀବନ?
କିନ୍ତୁ ପୁଷ୍ପକ ଏକ୍ସପ୍ରେସରେ ନିଆଁ ଲାଗିବା ଗୁଜବ କିଏ ପ୍ରଚାର କରିଥିଲା? କାହିଁକି ଟ୍ରେନର ଚେନ୍ ପୁଲ୍ ହେବା ପରେ କିଛି ଲୋକ ନିକଟସ୍ଥ ଟ୍ରାକକୁ ଡିଆଁ ମାରିଲେ?
Crime
ପତ୍ନୀଙ୍କୁ ମାରି ପ୍ରେସର କୁକରରେ ସିଝାଇବା ଘଟଣା ଓଡ଼ିଶାର ସୋମନାଥଙ୍କ କଥା ମନେ ପକାଇ ଦେଲା
ଆଜିକୁ ଠିକ ୧୨ ବର୍ଷ ତଳେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ଆଇଆରସି ଭିଲେଜରେ ସମାନ ଘଟଣା ଘଟିଥିଲା।
Accident
ନିଆଁ ଗୁଜବ ପରେ ଗୋଟିଏ ଟ୍ରେନରୁ ଡେଇଁଲେ, ଆଉ ଗୋଟିଏ ଟ୍ରେନ ନେଇ ଗଲା ୧୧ ଜୀବନ
ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିବା ପୁଷ୍କମ ଏକ୍ସପ୍ରେସର କିଛି ଲୋକ ଟ୍ରେନରେ ନିଆଁ ଲାଗି ଯାଇଥିବା ଆଶଙ୍କା କରି ଟ୍ରାକୁ ଡେଇଁ ପଡ଼ିଥିଲେ