ସାରଥି ବିବାଦ: ବିବାଦୀୟ ଯୁବତୀଙ୍କ ପକ୍ଷରୁ ଅଭିଯୋଗ କରିଥିବା ମହିଳାଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

କଟକ: ସାରଥି ବିବାଦର ବିବାଦୀୟ ଯୁବତୀଙ୍କୁ ଧମକ ଦେଇ ଅଭିଯୋଗ ଦେଇଥିବା ମହିଳାଙ୍କୁ କ୍ରାଇମବ୍ରାଞ୍ଚ ଟିମ ବଡଚଣା ବ୍ଲକ ତରଞ୍ଜିଆରୁ ଗିରଫ କରିଛି। ଗିରଫ ମହିଳା ଜଣଙ୍କ ହେଲେ ମଞ୍ଜୁଲତା ସ୍ୱାଇଁ । ଗତ ୭ ତାରିଖରୁ ସେ ଫେରାର ଥିଲେ । ମହିଳା ଜଣଙ୍କୁ ନିଜକୁ ବିବାଦୀୟ ଯୁବତୀଙ୍କ ମାଉସୀ ବୋଲି ପରିଚୟ ଦେଇ ଯୁବତୀଙ୍କ ପକ୍ଷରୁ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ । ବିବାଦୀୟ ଯୁବତୀ କ୍ରାଇମବ୍ରାଞ୍ଚରେ କରିଥିବା ଅଭିଯୋଗରେ ମହିଳା ଜଣଙ୍କ ତାଙ୍କୁ ଧମକ ଦେଇ ୪ଜଣଙ୍କ ନାମରେ […]

mahila

mahila

Rakesh Mallick
  • Published: Friday, 21 August 2015
  • Updated: 21 August 2015, 12:52 PM IST

Sports

Latest News

କଟକ: ସାରଥି ବିବାଦର ବିବାଦୀୟ ଯୁବତୀଙ୍କୁ ଧମକ ଦେଇ ଅଭିଯୋଗ ଦେଇଥିବା ମହିଳାଙ୍କୁ କ୍ରାଇମବ୍ରାଞ୍ଚ ଟିମ ବଡଚଣା ବ୍ଲକ ତରଞ୍ଜିଆରୁ ଗିରଫ କରିଛି। ଗିରଫ ମହିଳା ଜଣଙ୍କ ହେଲେ ମଞ୍ଜୁଲତା ସ୍ୱାଇଁ । ଗତ ୭ ତାରିଖରୁ ସେ ଫେରାର ଥିଲେ । ମହିଳା ଜଣଙ୍କୁ ନିଜକୁ ବିବାଦୀୟ ଯୁବତୀଙ୍କ ମାଉସୀ ବୋଲି ପରିଚୟ ଦେଇ ଯୁବତୀଙ୍କ ପକ୍ଷରୁ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ । ବିବାଦୀୟ ଯୁବତୀ କ୍ରାଇମବ୍ରାଞ୍ଚରେ କରିଥିବା ଅଭିଯୋଗରେ ମହିଳା ଜଣଙ୍କ ତାଙ୍କୁ ଧମକ ଦେଇ ୪ଜଣଙ୍କ ନାମରେ ବ୍ଲାକମେଲିଂ ଅଭିଯୋଗ କରାଇଥିଲେ ବୋଲି ଦର୍ଶାଇଛନ୍ତି । ଏ ନେଇ ଯୁବତୀ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ କହିବା ପରେ ତାଙ୍କୁ ଧରିବାକୁ ଯୋଜନା କରାଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story