ପୁରାଣରେ ବିଚକ୍ଷଣ ଗୁରୁ : କିଏ ଦେବତାଙ୍କର ତ’ କିଏ ଦାନବର ଥିଲେ

ଆଜି ଗୁରୁ ଦିବସ। ପୂର୍ବତନ ରାଷ୍ଟ୍ରପତି ଡ.ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ଜନ୍ମ ଦିନ। ୧୮୮୮ ମସିହା ଆଜିର ଦିନରେ ସେ ଜନ୍ମ ଗ୍ରହଣ କରିଥିଲେ। ଏହି ଦିନକୁ ସ୍ମରଣ କରିବା ପାଇଁ  ଆମେ ଗୁରୁ ଦିବସ ଭାବେ ପାଳନ କରୁଛୁ। ସେ ଏକାଧାରରେ ଜଣେ ଦାର୍ଶନିକ, ରାଜନେତା ଓ ବିଦ୍ୱାନ ଥିଲେ। ଜଣେ ଗୁରୁଙ୍କ ସ୍ଥାନ ଇଶ୍ୱର ପରି ଶ୍ରେଷ୍ଠ। କାରଣ ଗୁରୁଙ୍କ ପାଇଁ ଆମେ ସମାଜରେ ଜଣେ ଭଲ ଭଣିଷ ହୋଇ ମୁଣ୍ଡ ଟେକି ପାରୁଛେ। ଆଜିର […]

Rakesh Mallick
  • Published: Tuesday, 05 September 2017
  • Updated: 05 September 2017, 12:09 PM IST

Sports

Latest News

ଆଜି ଗୁରୁ ଦିବସ। ପୂର୍ବତନ ରାଷ୍ଟ୍ରପତି ଡ.ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ଜନ୍ମ ଦିନ। ୧୮୮୮ ମସିହା ଆଜିର ଦିନରେ ସେ ଜନ୍ମ ଗ୍ରହଣ କରିଥିଲେ। ଏହି ଦିନକୁ ସ୍ମରଣ କରିବା ପାଇଁ  ଆମେ ଗୁରୁ ଦିବସ ଭାବେ ପାଳନ କରୁଛୁ। ସେ ଏକାଧାରରେ ଜଣେ ଦାର୍ଶନିକ, ରାଜନେତା ଓ ବିଦ୍ୱାନ ଥିଲେ। ଜଣେ ଗୁରୁଙ୍କ ସ୍ଥାନ ଇଶ୍ୱର ପରି ଶ୍ରେଷ୍ଠ। କାରଣ ଗୁରୁଙ୍କ ପାଇଁ ଆମେ ସମାଜରେ ଜଣେ ଭଲ ଭଣିଷ ହୋଇ ମୁଣ୍ଡ ଟେକି ପାରୁଛେ। ଆଜିର ଏହି ପବିତ୍ର ଦିନରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଧୂମ୍‌ଧାମ୍‌ରେ ଗୁରୁ ଦିବସ ପାଳନ କରାଯାଉଛି। ଛାତ୍ରଛାତ୍ରୀମାନେ ଗୁରୁଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରୁଛନ୍ତି। ଏହାସହିତ ଗୁରୁଙ୍କୁ ବିଭିନ୍ନ ଉପହାର ଦେଇ ଶୁଭକାମନା ଜଣାଉଛନ୍ତି। ଏହି ଗୁରୁ-ଶିଷ୍ୟଙ୍କ ପରମ୍ପରା ଆଜିର ନୁହେଁ। ବହୁ ପ୍ରାଚୀନ। ହିନ୍ଦୁ ପୌରାଣିକ ଶାସ୍ତ୍ରରେ ଗରୁ–ଶିଷ୍ୟଙ୍କ ଅନେକ କାହାଣୀ ଲିପିବନ୍ଧ ହୋଇ ରହିଛି। ପୌରାଣିକ କଥାବସ୍ତୁ କୁହେ, ରାଜ ଉଆସ ଛାଡ଼ି ରାଜକୁମାର ଓ ରାଜକୁମାରୀମାନେ ଗୁରୁକୁଳ ଆଶ୍ରମରେ ରହି ଶିକ୍ଷା ଗ୍ରହଣ କରୁଥିଲେ। ଶିକ୍ଷା ସମାପ୍ତ ହେବାପରେ ହିଁ ସେମାନେ ରାଜ ଉଆସକୁ ଫେରୁଥିଲେ। ଏହି ଅବସରରେ ଆସନ୍ତୁ ଜାଣିବା ଭାରତୀୟ ପୌରାଣିକ କଥାବସ୍ତୁରେ ଲିପିବଦ୍ଧ ଥିବା କିଛି ପ୍ରସିଦ୍ଧ ଗୁରୁଙ୍କ ସମ୍ପର୍କରେ।

Vedavyasaବେଦବ୍ୟାସ

ବେଦବ୍ୟାସଙ୍କୁ ଗୁରୁଙ୍କ ଗୁରୁ ବୋଲି କୁହାଯାଏ। ବେଦ ଓ ପୁରାଣ ସହିତ ସେ ହିନ୍ଦୁ ମହାକାବ୍ୟ ମହାଭାରତର ରଚୟିତା। ସେ ମଧ୍ୟ ମହାଭାରତରେ ଜଣେ ଚରିତ୍ର ମଧ୍ୟ ଥିଲେ। ସେ କୌରବ ଓ ପାଣ୍ଡବଙ୍କର ଅଜା ଥିଲେ। ସେ ଏହି ମହାକାବ୍ୟରେ ଅନେକ ଉପଦେଶ ଓ ପରାମର୍ଶ ଦେଇଛନ୍ତି।

parasuramaପର୍ଶୁରାମ

ପର୍ଶୁରାମଙ୍କୁ ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ବୋଲି କୁହାଯାଏ। ସେ ପିତାମହ ଭୀଷ୍ମ  ଏବଂ ଓ ଦ୍ରୋଣାଚାର୍ଯ୍ୟଙ୍କ ମୁଖ୍ୟ ଗୁରୁଥିଲେ। ସେ ଦୁର୍ଯୋଧନଙ୍କ ପ୍ରିୟ ବନ୍ଧୁ ତଥା କୁନ୍ତିଙ୍କ ବଡ ପୁଅଙ୍କୁ ଯୁଦ୍ଧ ବିଦ୍ୟା ଶିଖାଇଛନ୍ତି।

EAKଦ୍ରୋଣାଚାର୍ଯ୍ୟ

ଦ୍ରୋଣାଚାର୍ଯ୍ୟ ସବୁଠାରୁ ଲୋକପ୍ରିୟ ପୌରାଣିକ ଗୁରୁ ବୋଲି କୁହାଯାଏ। ତାଙ୍କ ନାଁରେ ଭାରତ ସରକାର କ୍ରୀଡ଼ା କ୍ଷେତ୍ରରେ କୃତ୍ତିତୃ ଅର୍ଜନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରିଥାନ୍ତି। ଦ୍ରୋଣାଚାର୍ଯ୍ୟ ଉଭୟ ପାଣ୍ଡବ ଓ କୌରବଙ୍କ ଗୁରୁ ଥିଲେ। ହସ୍ତିନାପୁର ରାଜାମାନଙ୍କୁ ଯୁଦ୍ଧ ବିଦ୍ୟା ଶିଖାଇଛନ୍ତି ଦ୍ରୋଣାଚାର୍ଯ୍ୟ । ଏକଲବ୍ୟ ଦ୍ରୋଣାଚାର୍ଯ୍ୟଙ୍କୁ ଅନୁସରଣ କରି ଯୁଦ୍ଧକଳାର ଜ୍ଞାନ ଆହରଣ କରିଥିଲେ । ଏକଲବ୍ୟ ଯୁଦ୍ଧ ବିଦ୍ୟାରେ ଏତେ ନିପୁଣ ଥିଲେ ଯେ ଶେଷରେ ତାଙ୍କ ଗୁରୁ ଦ୍ରୋଣାଚାର୍ଯ୍ୟ ଆଙ୍ଗୁଠି କାଟି ଗୁରୁ ଦକ୍ଷିଣା ଦେବାକୁ କହିଥିଲେ।

valmikijiବାଲ୍ମିକୀ

ବାଲ୍ମିକୀ ଜଣେ ପ୍ରସିଦ୍ଧ ଋଷି ଥିଲେ। ସେ ପବିତ୍ର ଗ୍ରନ୍ଥ ରାମାୟଣର ରଚୟିତା। ଭଗବାନ ରାମଙ୍କର ସେ ଗୁରୁଥିଲେ। ଏହାସହିତ  ରାମ ଓ ସୀତାଙ୍କ ପୁତ୍ର ଲବ ଓ କୁଶଙ୍କ ଗୁରୁ ମଧ୍ୟ ଥିଲେ। ସୀତା ଅଯୋଧ୍ୟା ଛାଡ଼ିବା ପରେ ବାଲ୍ମିକୀଙ୍କ ଆଶ୍ରମରେ ରହିବା ପାଇଁ ତାଙ୍କୁ ପ୍ରଜାମାନେ ନିବେଦନ କରିଥିଲେ। ହେଲେ ଏହି ପ୍ରସ୍ତବାବରେ ସେ ରାଜି ହୋଇ ନଥିଲେ। କିନ୍ତୁ ନିଜର ଦୁଇ ଯମଜ ସନ୍ତାନ ଲବ ଓ କୁଶଙ୍କୁ ସେହି  ଆଶ୍ରମରେ ଛାଡ଼ିଦେଇ ଯାଇଥିଲେ। ଏହି ଆଶ୍ରମରେ ସେ ଲବ ଓ କୁଶଙ୍କୁ ବେଦ ପୁରାଣ ଓ ଯୁଦ୍ଧ ବିଦ୍ୟା ଶିଖାଇଥିଲେ।

vasisthaବଶିଷ୍ଠ

ବଶିଷ୍ଠଙ୍କୁ  ଜଣେ ମହାନ୍ ସପ୍ତଷି କୁହାଯାଏ। ରାଜା ଦଶରଥଙ୍କ ପୁତ୍ର ରାମ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନଙ୍କ ସେ ଗୁରୁ ଥିଲେ। ବଶିଷ୍ଠ ଜଣେ ଦକ୍ଷ ରାଜା ଥିଲେ।  ସେ ବିଶ୍ୱାମିତ୍ରକୁ ଯୁଦ୍ଧରେ ପରାସ୍ତ କରିଥିଲେ। କିନ୍ତୁ ତାଙ୍କ ବିଚାର ଶକ୍ତି ଆଧ୍ୟାତ୍ମିକକୁ ପରିବର୍ତ୍ତନ ହେବାରୁ ସେ ଋଷି ହୋଇଯାଇଥିଲେ।

vishwamitraବିଶ୍ୱାମିତ୍ର

ସେହିପରି ଅନ୍ୟ ଜଣେ ଗୁରୁ ହେଉଚନ୍ତି ବିଶ୍ୱାମତ୍ର ।  ସେ ପବିତ୍ର ଗାୟତ୍ରୀ ମନ୍ତ୍ରର ରଚୟିତା ମଧ୍ୟ। ଏସହିତ ସେ ରାମ ଓ ଲକ୍ଷ୍ମଣଙ୍କ ଗୁରୁ ଥିଲେ। ସେ ବେଦ ଶାସ୍ତ୍ର ବ୍ୟତୀତ ଯୁଦ୍ଧ ବିଦ୍ୟାରେ ମଧ୍ୟ ନିପୁଣ। ସେ ତଡକା, ମରିଚା ଓ ସୁବୁହୁଙ୍କ ପରି ଶକ୍ତିଶାଳୀ ରାକ୍ଷସଙ୍କୁ ନିଧନ କରିବାର କଳା ବତାଇଥିଲେ।

Brihaspatiବୃହସ୍ପତି

ଦେବତାମାନଙ୍କ ଗୁରୁ ହେଉଛନ୍ତି ବୃହସ୍ପତି। ସେ ଯୁଦ୍ଧରେ ଦେବତାମାନଙ୍କୁ ସୁରକ୍ଷା ଦେଉଥିଲେ। ତାଙ୍କ ନାମରେ ଅନେକ ଧର୍ମଶାସ୍ତ୍ର ରଚନା କରାଯାଛି। ତାଙ୍କ ପତ୍ନୀ ହେଉଛନ୍ତି ତାରା।

shukracharyaଶୁକ୍ରାଚାର୍ଯ୍ୟ

ଭୃଗୁ ମୁନିଙ୍କ ପୁତ୍ର ହେଉଛନ୍ତି ଶୁକ୍ରାଚାର୍ଯ୍ୟ।  ସେ ମଧ୍ୟ ଉଭୟ ଅସୁର ଏବଂ ଦେବତାମାନଙ୍କ ଗୁରୁ ଥିଲେ। ମହାଭାରତରେ ସେ ଭୀଷ୍ମ ପିତାମହଙ୍କ ପରାମର୍ଶଦାତା ଥିଲେ। ଯୁବାବସ୍ଥାରେ ସେ ତାଙ୍କୁ ରାଜନୀତି ବିଜ୍ଞାନ ଶିକ୍ଷା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story