ବାୟୁସେନାରେ ପ୍ରଥମ ଥର ପାଇଁ ସାମିଲ ହେଲେ ମହିଳା ଫାଇଟର ପାଇଲଟ୍

ହାଇଦ୍ରାବାଦ: ଭାରତୀୟ ବାୟୁସେନାରେ ପ୍ରଥମ ଥର ପାଇଁ ସାମିଲ ହେଲେ ମହିଳା ଫାଇଟର ପାଇଲଟ୍। ଅଜି ୩ ଜଣ ମହିଳା ଫାଇଟର ପାଇଲଟ୍‌ଙ୍କୁ ହାଇଦ୍ରାବାଦ ସ୍ଥିତ ଏୟାରଫୋର୍ସ ଏକାଡେମୀରେ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ବିଧିବଦ୍ଧ ଭାବେ ବାୟୁସେନାର ଫାଇଟର ଜେଟ୍ ଉଡ଼ାଣରେ ସାମିଲ କରିଛନ୍ତି। ସେମାନେ ହେଲେ ବିହାରର ଫ୍ଲାଇଂ କ୍ୟାଡେଟ୍ ଭାବନା କାନ୍ତ, ମଧ୍ୟପ୍ରଦେଶର ଅବନୀ ଚତୁର୍ବେଦୀ ଓ ରାଜସ୍ଥାନର ମୋହନା ସିଂ। ସେମାନେ ତେଜସ୍ ଓ ସୁଖୋଇ ଭଳି ବାୟୁ ସେନାର ଲଢୁଆ […]

fighter

fighter

Rakesh Mallick
  • Published: Saturday, 18 June 2016
  • Updated: 18 June 2016, 08:20 PM IST

Sports

Latest News

ହାଇଦ୍ରାବାଦ: ଭାରତୀୟ ବାୟୁସେନାରେ ପ୍ରଥମ ଥର ପାଇଁ ସାମିଲ ହେଲେ ମହିଳା ଫାଇଟର ପାଇଲଟ୍। ଅଜି ୩ ଜଣ ମହିଳା ଫାଇଟର ପାଇଲଟ୍‌ଙ୍କୁ ହାଇଦ୍ରାବାଦ ସ୍ଥିତ ଏୟାରଫୋର୍ସ ଏକାଡେମୀରେ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ବିଧିବଦ୍ଧ ଭାବେ ବାୟୁସେନାର ଫାଇଟର ଜେଟ୍ ଉଡ଼ାଣରେ ସାମିଲ କରିଛନ୍ତି। ସେମାନେ ହେଲେ ବିହାରର ଫ୍ଲାଇଂ କ୍ୟାଡେଟ୍ ଭାବନା କାନ୍ତ, ମଧ୍ୟପ୍ରଦେଶର ଅବନୀ ଚତୁର୍ବେଦୀ ଓ ରାଜସ୍ଥାନର ମୋହନା ସିଂ। ସେମାନେ ତେଜସ୍ ଓ ସୁଖୋଇ ଭଳି ବାୟୁ ସେନାର ଲଢୁଆ ବିମାନ ଉଡ଼ାଇବେ। ଆସନ୍ତା ୬ ମାସ ପର୍ଯ୍ୟନ୍ତ ସେମାନେ ଅତ୍ୟାଧୁନିକ ଲଢ଼ୁଆ ବିମାନ ହକ୍‌ରେ ଉଡ଼ାଣ ପ୍ରଶିକ୍ଷଣ ନେବେ। ୨୦୧୭ରୁ ଏମାନେ ଉଡ଼ାଇବେ ଲଢୁଆ ବିମାନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos