/odisha-reporter/media/post_attachments/uploads/2022/10/archana-funda.jpg)
archana funda
ଅର୍ଚ୍ଚନା କେମିତି କରୁଥିଲେ ବ୍ଲାକମେଲ? ପ୍ରଥମେ ଫେସବୁକରେ ବନ୍ଧୁତ୍ୱ ସ୍ଥାପନ, ପରେ ନିବିଡ଼ତା। ତାପରେ ସମ୍ପର୍କ ରଖି ଟଙ୍କା ପାଇଁ ବ୍ଲାକମେଲ କରନ୍ତି। ଏମିତି ଜଣେ ବ୍ୟବସାୟୀଙ୍କୁ ନିଜ ଜାଲରେ ଫସାଇବା ପାଇଁ ଯୋଜନା କରଥିଲେ ଅର୍ଚ୍ଚନା। ଶୁଣନ୍ତୁ କଣ କହୁଛନ୍ତି ବ୍ୟବସାୟୀ ଶଶାଙ୍କ ଶେଖର ସାହୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
