Advertisment

କୁଆଡ଼େ ଗଲା ବିଜୁ ପକ୍କା ଘର ?

ବିଜ୍ଞାପନ ଓ ବାସ୍ତବତା ଭିତରେ କେତେ ତଫାଦ୍ ସେତେବେଳେ ଜଳଜଳ ହୋଇଦେଖାଯାଏ, ଯେତେବେଳେ ସଂକଟ ଆସେ। ବନ୍ୟାରେ ଆଶ୍ରୟସ୍ଥଳରେ ମୁଣ୍ଡ ଗୁଞ୍ଜିଥିବା ବିପନ୍ନଙ୍କୁ ଦେଖିଲେ, କାହାରି ମନରେ ବି ପ୍ରଶ୍ନ ଆସିବ- କୁଆଡ଼େ ଗଲା ବିଜୁ ପକ୍କା ଘର?

author-image
Sonali Kabi
କୁଆଡ଼େ ଗଲା ବିଜୁ ପକ୍କା ଘର ?

biju paka ghar

ବିଜ୍ଞାପନ ଓ ବାସ୍ତବତା ଭିତରେ କେତେ ତଫାଦ୍ ସେତେବେଳେ ଜଳଜଳ ହୋଇଦେଖାଯାଏ, ଯେତେବେଳେ ସଂକଟ ଆସେ। ବନ୍ୟାରେ ଆଶ୍ରୟସ୍ଥଳରେ ମୁଣ୍ଡ ଗୁଞ୍ଜିଥିବା ବିପନ୍ନଙ୍କୁ ଦେଖିଲେ, କାହାରି ମନରେ ବି ପ୍ରଶ୍ନ ଆସିବ- କୁଆଡ଼େ ଗଲା ବିଜୁ ପକ୍କା ଘର?

Advertisment

Biju Pucca Ghar