Advertisment

ମୁଁ ପ୍ରଥମେ ମଣିଷ ପରେ ମୁସଲମାନ

କୁହାଯାଏ ମାନବ ସେବା ହେଉଛି ମାଧବ ସେବା।କିନ୍ତୁ ଏହି ସେବା ଭିତରେ ଯେତେବେଳେ ଧର୍ମର କଥା ଉଠେ ସେତେବେଳେ ନିଜ ଧର୍ମକୁ ଗୁରୁତ୍ୱ ଦେବାକୁ ବୋଧହୁଏ ବହୁତ ଲୋକ ଆଗେଇ ଆସନ୍ତି।କିନ୍ତୁ ଆଖି ସାମ୍ନାକୁ ବେଳେବେଳେ ଏମିତି କିଛି ଦୃଶ୍ୟ ଆସେ ଯାହାକୁ ଦେଖିଲେ ଆପେ ଆପେ ମୁଣ୍ଡ ନଇଁଯାଏ।

author-image
Debendra Prusty
ମୁଁ ପ୍ରଥମେ ମଣିଷ ପରେ ମୁସଲମାନ

musalman

କୁହାଯାଏ ମାନବ ସେବା ହେଉଛି ମାଧବ ସେବା।କିନ୍ତୁ ଏହି ସେବା ଭିତରେ ଯେତେବେଳେ ଧର୍ମର କଥା ଉଠେ ସେତେବେଳେ ନିଜ ଧର୍ମକୁ ଗୁରୁତ୍ୱ ଦେବାକୁ ବୋଧହୁଏ ବହୁତ ଲୋକ ଆଗେଇ ଆସନ୍ତି।କିନ୍ତୁ ଆଖି ସାମ୍ନାକୁ ବେଳେବେଳେ ଏମିତି କିଛି ଦୃଶ୍ୟ ଆସେ ଯାହାକୁ ଦେଖିଲେ ଆପେ ଆପେ ମୁଣ୍ଡ ନଇଁଯାଏ।

Advertisment

Kaudia Musalman Serves Hindi Devotees