/odisha-reporter/media/post_attachments/uploads/2022/08/loan-1.jpg)
loan
ଦେଶରେ ମୁଦ୍ରା ସ୍ଫୀତି ହାର ବଢି ବଢି ଚାଲିଛି। ବଜାରକୁ ଗଲେ ପକେଟ ଖାଲି କରି ଫେରୁଛନ୍ତି ଜନତା। ଏମିତିରେ ମହାଙ୍ଗା ମାଡ଼ରେ ଚେପା ହେଉଛନ୍ତି ଦେଶର ୫୨ ପ୍ରତିଶତରୁ ବି ଅଧିକ ମଧ୍ୟବିତ୍ତ ପରିବାର। ସ୍ଥିତି କେତେ ସଂକଟାପନ୍ନ ହେଲାଣି ତାହା ବଜାରରେ ଥିବା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମରୁ ସ୍ପଷ୍ଟ ବାରିହୋଇ ପଡୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
