ହାଇଦ୍ରାବାଦ୍ ବେଗମପେଟ୍ ସ୍ଥିତ ରଘୁପତି ଚାମ୍ବର୍ସରେ ଏହି ଏଟିଏମ୍ ଆଜି ଉନ୍ମୋଚନ କରାଯାଇଛି। ଘରୋଇ ସଂସ୍ଥା 'ଗୋଲ୍ଡ ସିକ୍କା' ସୁନା ବିକ୍ରି ଲାଗି ଏହି ଅଭିନବ ବ୍ୟବସ୍ଥା କରିଛି। ଓପ୍ନ କ୍ୟୁବ୍ ନାମକ ଟେକ୍ନୋଲୋଜିକାଲ ଫାର୍ମ ଏଥିପାଇଁ ଆବଶ୍ୟକ ବୈଷୟିକ ସହାୟତା ଯୋଗାଇ ଦେଇଛି। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଗୋଲ୍ଡ ଏଟିଏମ୍ ଆରମ୍ଭ କରିଛିି ଗୋଲ୍ଡ ସିକ୍କା । ଏଥିରେ ରହିଛି ବିଭିନ୍ନ ଓଜନର ସ୍ୱର୍ଣ୍ଣ ମୁଦ୍ରା । ଦଶମିକ ୫ ଗ୍ରାମରୁ ଆରମ୍ଭ କରି ଶହେ ଗ୍ରାମ ଓଜନର ସ୍ୱର୍ଣ୍ଣ ମୁଦ୍ରା ଏହି ଏଟିଏମ୍ରେ ଉପଲବ୍ଧ ହେଉଛି ।
https://youtu.be/S2v8H3_1Bf8
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କଂଗ୍ରେସର ବଡ଼ ପ୍ରତିଶ୍ରୁତି: ଶିକ୍ଷିତ ବେକାରଙ୍କୁ ମିଳିବ ୮,୫୦୦ ଟଙ୍କା
ଯଦି କଂଗ୍ରେସ ୧୫ ବର୍ଷର ବନବାସ ପରେ ଦିଲ୍ଲୀରେ କ୍ଷମତାକୁ ଫେରିବ, ତା’ହେଲେ ସମସ୍ତ ଶିକ୍ଷିତ ବେକାରଙ୍କୁ ମିଳିବ ୮,୫୦୦ ଟଙ୍କା।
National
ମହାୟୁତିରେ ଫାଟ! ଦିଲ୍ଲୀରେ ଏକା ଲଢ଼ିବ ଏନ୍ସିପି
ଆସନ୍ତା ଫେବ୍ରୁଆରୀ ୫ ତାରିଖରେ ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ।
National
ଶାହଙ୍କୁ ଟାର୍ଗେଟ୍, କେଜ୍ରିଓ୍ୱାଲ କହିଲେ- ବିଜେପି ସତ୍ତାକୁ ଆସିଲେ ଲୋପ ପାଇଯିବ ବସ୍ତି
ଆସନ୍ତା ଫେବ୍ରୁଆରୀ ୫ ତାରିଖରେ ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ଭୋଟିଂ ହେବ। ୮ ତାରିଖରେ ଭୋଟ୍ ଗଣତି ହେବ।
National
ଏନ୍କାଉଣ୍ଟର, ଟଳିଲେ ୩ ନକ୍ସଲ
ଏହି ଏନକାଉଣ୍ଟରରେ DVCM ସ୍ତରର ନକ୍ସଲମାନଙ୍କୁ ହତ୍ୟା କରାଯାଇଥିବା ଖବର ରହିଛି।