କାର୍ଡ ପଶିଲେ ଏଟିଏମ୍‌ରୁ ବାହାରୁଛି ସୁନା

ହାଇଦ୍ରାବାଦ୍‌ ବେଗମପେଟ୍‌ ସ୍ଥିତ ରଘୁପତି ଚାମ୍ବର୍ସରେ ଏହି ଏଟିଏମ୍‌ ଆଜି ଉନ୍ମୋଚନ କରାଯାଇଛି। ଘରୋଇ ସଂସ୍ଥା ‘ଗୋଲ୍‌ଡ ସିକ୍କା’ ସୁନା ବିକ୍ରି ଲାଗି ଏହି ଅଭିନବ ବ୍ୟବସ୍ଥା କରିଛି। ଓପ୍‌ନ କ୍ୟୁବ୍‌ ନାମକ ଟେକ୍‌ନୋଲୋଜିକାଲ ଫାର୍ମ ଏଥିପାଇଁ ଆବଶ୍ୟକ ବୈଷୟିକ ସହାୟତା ଯୋଗାଇ ଦେଇଛି। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଗୋଲ୍‌ଡ ଏଟିଏମ୍‌ ଆରମ୍ଭ କରିଛିି ଗୋଲ୍‌ଡ ସିକ୍କା । ଏଥିରେ ରହିଛି ବିଭିନ୍ନ ଓଜନର ସ୍ୱର୍ଣ୍ଣ ମୁଦ୍ରା । ଦଶମିକ ୫ ଗ୍ରାମରୁ ଆରମ୍ଭ କରି […]

gold

gold

Jitendra Garnayak
  • Published: Tuesday, 06 December 2022
  • Updated: 06 December 2022, 03:54 PM IST

Sports

Latest News

ହାଇଦ୍ରାବାଦ୍‌ ବେଗମପେଟ୍‌ ସ୍ଥିତ ରଘୁପତି ଚାମ୍ବର୍ସରେ ଏହି ଏଟିଏମ୍‌ ଆଜି ଉନ୍ମୋଚନ କରାଯାଇଛି। ଘରୋଇ ସଂସ୍ଥା 'ଗୋଲ୍‌ଡ ସିକ୍କା' ସୁନା ବିକ୍ରି ଲାଗି ଏହି ଅଭିନବ ବ୍ୟବସ୍ଥା କରିଛି। ଓପ୍‌ନ କ୍ୟୁବ୍‌ ନାମକ ଟେକ୍‌ନୋଲୋଜିକାଲ ଫାର୍ମ ଏଥିପାଇଁ ଆବଶ୍ୟକ ବୈଷୟିକ ସହାୟତା ଯୋଗାଇ ଦେଇଛି। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଗୋଲ୍‌ଡ ଏଟିଏମ୍‌ ଆରମ୍ଭ କରିଛିି ଗୋଲ୍‌ଡ ସିକ୍କା । ଏଥିରେ ରହିଛି ବିଭିନ୍ନ ଓଜନର ସ୍ୱର୍ଣ୍ଣ ମୁଦ୍ରା । ଦଶମିକ ୫ ଗ୍ରାମରୁ ଆରମ୍ଭ କରି ଶହେ ଗ୍ରାମ ଓଜନର ସ୍ୱର୍ଣ୍ଣ ମୁଦ୍ରା ଏହି ଏଟିଏମ୍‌ରେ ଉପଲବ୍ଧ ହେଉଛି ।
https://youtu.be/S2v8H3_1Bf8

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos