୪୨ ବର୍ଷ ହେଲା ଭାତ ଖାଉ ନାହାନ୍ତି

ଯାଜପୁର ଜିଲ୍ଲା ରସୁଲପୁର ଭିକିପୁର ଗାଁର ରାମଚନ୍ଦ୍ର ମାଝୀ । ବୟସ ୭୬ ବର୍ଷ । ଦିନେ ନୁହେଁ କି ଦୁଇ ଦିନ, ମାସେ ନୁହେଁ କି ଦୁଇ ମାସ, ଦୀର୍ଘ ୪୨ ବର୍ଷ ହେବ ସେ ଭାତ ଖାଇ ନାହାନ୍ତି। ମଜୁରୀ କରି ପରିବାର ପୋଷୁଥିବା ରାମଚନ୍ଦ୍ର ମାଝୀଙ୍କର ୪୨ ବର୍ଷ ତଳେ ପତ୍ନୀ ସୀତାଙ୍କ ସହ ଝଗଡ଼ା ହୋଇଥିଲା। ସୀତାଙ୍କୁ ଜ୍ୱର ହୋଇଥିବାରୁ ସେ ଠିକ୍‌ ସମୟରେ ଭାତ ଗଣ୍ଡେ ଖାଇବାକୁ ଦେଇ ପାରି […]

OLD MAN

OLD MAN

Jitendra Garnayak
  • Published: Saturday, 10 December 2022
  • Updated: 10 December 2022, 04:37 PM IST

Sports

Latest News

ଯାଜପୁର ଜିଲ୍ଲା ରସୁଲପୁର ଭିକିପୁର ଗାଁର ରାମଚନ୍ଦ୍ର ମାଝୀ । ବୟସ ୭୬ ବର୍ଷ । ଦିନେ ନୁହେଁ କି ଦୁଇ ଦିନ, ମାସେ ନୁହେଁ କି ଦୁଇ ମାସ, ଦୀର୍ଘ ୪୨ ବର୍ଷ ହେବ ସେ ଭାତ ଖାଇ ନାହାନ୍ତି। ମଜୁରୀ କରି ପରିବାର ପୋଷୁଥିବା ରାମଚନ୍ଦ୍ର ମାଝୀଙ୍କର ୪୨ ବର୍ଷ ତଳେ ପତ୍ନୀ ସୀତାଙ୍କ ସହ ଝଗଡ଼ା ହୋଇଥିଲା। ସୀତାଙ୍କୁ ଜ୍ୱର ହୋଇଥିବାରୁ ସେ ଠିକ୍‌ ସମୟରେ ଭାତ ଗଣ୍ଡେ ଖାଇବାକୁ ଦେଇ ପାରି ନ ଥିଲେ। ସେହିଦିନଠାରୁ ସ୍ତ୍ରୀଙ୍କ ଉପରେ ରାଗି ଭାତ ଛାଡିଦେଲେ ରାମଚନ୍ଦ୍ର। ଚା, ମୁଢି, ଚୁଡ଼ା, ରୁଟି ଓ ଆମିଷ ସବୁ କିଛି ଖାଉଛନ୍ତି, କିନ୍ତୁ ଭାତ ଖାଉନାହାନ୍ତି।
https://www.youtube.com/watch?v=d5ExOT_oZ2c

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story