Advertisment

ବନ୍ଧା ପଡ଼ିଛନ୍ତି ଦୁଇ ପୁଅ

ପୁଅମାନେ ମନେ ପଡ଼ିଲେ ୧୫ କିମି ଦୂରରୁ ଧାଇଁ ଆସେ ମାଆ। ଲୁଚିଲୁଚି ପୁଅଙ୍କୁ ଦେଖି ଆଖିରୁ ଲୁହ ଗଡ଼ାଏ, ଭାଗ୍ୟକୁ ଦୋଷେ, ପୁଣି ଫେରିଯାଏ ତାର ଅଭିଶପ୍ତ ଜୀବନ ବଞ୍ଚିବାକୁ। ଦଶମାସ ଦଶଦିନ ଗର୍ଭ ଯନ୍ତ୍ରଣା ସହ ଅନ୍ତଫାଡ଼ି ଜନ୍ମ ଦେଇଥିବା ମାଆ ଦାରିଦ୍ର୍ୟର ତାଡ଼ନା ସହି ନପାରି ତା ଦୁଇଛୁଆକୁ ବନ୍ଧା ପକାଇଲା। ଆମେ କୁଆଡ଼େ ବିକାଶ ମାର୍ଗରେ ଅଗଗ୍ରସର ହେଉଛେ! ଯଦି ଏହାକୁ ବିକାଶ କୁହାଯାଏ, ଏ ବିକାଶ କାହାକୁ ବା ଲୋଡ଼ା? […]

author-image
Debendra Prusty
ବନ୍ଧା ପଡ଼ିଛନ୍ତି ଦୁଇ ପୁଅ

child labor

ପୁଅମାନେ ମନେ ପଡ଼ିଲେ ୧୫ କିମି ଦୂରରୁ ଧାଇଁ ଆସେ ମାଆ। ଲୁଚିଲୁଚି ପୁଅଙ୍କୁ ଦେଖି ଆଖିରୁ ଲୁହ ଗଡ଼ାଏ, ଭାଗ୍ୟକୁ ଦୋଷେ, ପୁଣି ଫେରିଯାଏ ତାର ଅଭିଶପ୍ତ ଜୀବନ ବଞ୍ଚିବାକୁ। ଦଶମାସ ଦଶଦିନ ଗର୍ଭ ଯନ୍ତ୍ରଣା ସହ ଅନ୍ତଫାଡ଼ି ଜନ୍ମ ଦେଇଥିବା ମାଆ ଦାରିଦ୍ର୍ୟର ତାଡ଼ନା ସହି ନପାରି ତା ଦୁଇଛୁଆକୁ ବନ୍ଧା ପକାଇଲା। ଆମେ କୁଆଡ଼େ ବିକାଶ ମାର୍ଗରେ ଅଗଗ୍ରସର ହେଉଛେ! ଯଦି ଏହାକୁ ବିକାଶ କୁହାଯାଏ, ଏ ବିକାଶ କାହାକୁ ବା ଲୋଡ଼ା? ବାଲେଶ୍ଵର ଜିଲ୍ଲାର ନୀଳଗିରି ସହରରଏହି ଚିତ୍ର।

Advertisment

Mother Mortgage Her Sons Odisha Poverty Sons Mortgaged For Poverty