ବରଗଡ଼: ଅତାବିରାରେ ଚେକିଂ ବେଳେ ଦୁର୍ଦ୍ଦାନ୍ତ ଅପରାଧୀ ସ୍ମୃତିରଞ୍ଜନ ଦାସକୁ ଗିରଫ କଲା ପୁଲିସ, ୪ ପିସ୍ତଲ ଜବତ; ଦୁର୍ଦ୍ଦାନ୍ତ ଅପରାଧୀ ସ୍ମୃତିରଞ୍ଜନଙ୍କ ନାଁରେ ହୀରାକୁଦ, ଭେଡେନ୍, ବରଗଡ଼ ଥାନାରେ ବିଭିନ୍ନ ମାମଲା ରହିଛି

Previous ArticleNext Article

Send this to a friend