ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଦୁର୍ବ୍ୟବହାର ମାମଲା: ଉଷସୀଙ୍କ ନାଁରେ ତାଳଚେର SDJM କୋର୍ଟରେ ପାଲଟା ଅଭିଯୋଗ କଲେ ଅଭିଯୁକ୍ତ ଇନ୍ଦ୍ରମଣି ସାହୁ, ଉଷସୀ ତାଙ୍କୁ ଗାଳିଗୁଲଜ ସହ ମାଡ଼ ମାରିଥିବା ଓ ତଳେ ପକାଇ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିବା ଦର୍ଶାଇଛନ୍ତି

Previous ArticleNext Article

Send this to a friend