ରାଜ୍ୟରେ ବନ୍ୟା ଆଶଙ୍କା ଟଳିଲା: SRC କହିଲେ- ମହାନଦୀରେ ବନ୍ୟା ସ୍ଥିତି ନାହିଁ, ମୁଣ୍ଡଳିରେ ଜଳ ନିଷ୍କାସନ କମିଛି, ମୁଣ୍ଡଳିରେ ସାଢ଼େ ୪ ଲକ୍ଷରୁ କମ୍ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି, ବୈତରଣୀରେ ମଧ୍ୟ ଜଳସ୍ତର ହ୍ରାସ ପାଇଛି, ବନ୍ୟା ଆଶଙ୍କା ନାହିଁ

Previous ArticleNext Article

Send this to a friend