କଳାଧନ ରୋକିବା ପାଇଁ ଆଗକୁ ନିଆଯିବ ଆହୁରି ଅନେକ ପଦକ୍ଷେପ: ଅରବିନ୍ଦ ପାନାଗାରିଆ

ଭୁବନେଶ୍ୱର: କେବଳ ବିମୁଦ୍ରାକରଣ ନୁହେଁ କଳାଧନ ରୋକିବା ପାଇଁ ଆଗକୁ ନିଆଯିବ ଆହୁରି ଅନେକ ପଦକ୍ଷେପ ନିଆଯିବ ବୋଲି ନୀତି ଆୟୋଗ ଉପାଧ୍ୟକ୍ଷ ଅରବିନ୍ଦ ପାନାଗାରିଆ କହିଛନ୍ତି। ଆଜି ନାଇଜରରେ ଆୟୋଜିତ ଇଣ୍ଡିଆନ୍‌ ଇକୋନମେଟ୍ରିକ୍‌ ସୋସାଇଟିର ବାର୍ଷିକ ଉତ୍ସବକୁ ଆସିବା ଅବସରରେ ସେ ଏହା କହିଛନ୍ତି। ସେ କହିଛନ୍ତି,“ଆଗକୁ ଯେମିତି  କଳାଧନ ଗଚ୍ଛିତ କରିନହେବ ସେଥିଲାଗି ନୀତି ଓ ଆଇନ୍‌ରେ ପରିବର୍ତ୍ତନ କରାଯିବା ଉପରେ ଗୁରୁତ୍ୱ ଦିଆଯାଉଛି। ଟିକସ ବ୍ୟବସ୍ଥାରେ ସରଳୀକରଣ ସାଙ୍ଗକୁ କର୍ପୋରେଟ୍‌ ଟିକସକୁ ବ୍ୟବସ୍ଥିତ […]

panagaria

panagaria

Rakesh Mallick
  • Published: Thursday, 22 December 2016
  • Updated: 22 December 2016, 06:46 PM IST

Sports

Latest News

ଭୁବନେଶ୍ୱର: କେବଳ ବିମୁଦ୍ରାକରଣ ନୁହେଁ କଳାଧନ ରୋକିବା ପାଇଁ ଆଗକୁ ନିଆଯିବ ଆହୁରି ଅନେକ ପଦକ୍ଷେପ ନିଆଯିବ ବୋଲି ନୀତି ଆୟୋଗ ଉପାଧ୍ୟକ୍ଷ ଅରବିନ୍ଦ ପାନାଗାରିଆ କହିଛନ୍ତି। ଆଜି ନାଇଜରରେ ଆୟୋଜିତ ଇଣ୍ଡିଆନ୍‌ ଇକୋନମେଟ୍ରିକ୍‌ ସୋସାଇଟିର ବାର୍ଷିକ ଉତ୍ସବକୁ ଆସିବା ଅବସରରେ ସେ ଏହା କହିଛନ୍ତି।

ସେ କହିଛନ୍ତି,“ଆଗକୁ ଯେମିତି  କଳାଧନ ଗଚ୍ଛିତ କରିନହେବ ସେଥିଲାଗି ନୀତି ଓ ଆଇନ୍‌ରେ ପରିବର୍ତ୍ତନ କରାଯିବା ଉପରେ ଗୁରୁତ୍ୱ ଦିଆଯାଉଛି। ଟିକସ ବ୍ୟବସ୍ଥାରେ ସରଳୀକରଣ ସାଙ୍ଗକୁ କର୍ପୋରେଟ୍‌ ଟିକସକୁ ବ୍ୟବସ୍ଥିତ କରିବା ଲାଗି ଆଗାମୀ ବଜେଟ୍‌ରେ ବ୍ୟବସ୍ଥା କରାଯାଇଛି। ଏହା କଳାଧନ ଗଚ୍ଛିତକାରୀଙ୍କୁ ନିରୁତ୍ସାହିତ କରିବ।”

ଜିଡିପି ଉପରେ ବିମୁଦ୍ରାକରଣର ପ୍ରଭାବ, ଆର୍ଥିକ କାରବାର ଓ ଅନ୍ୟାନ ପ୍ରସଙ୍ଗରେ ମଧ୍ୟ ପାନାଗାରିଆ ମତ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story