ଅମ୍ବାନୀଙ୍କ ମୁଣ୍ଡକୁ କେମିତି ଜୁଟିଲା ଜିଓ ଆଇଡିଆ

 ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଆସିବା ପରେ ଟେଲିକମ ମାର୍କେଟର କାୟାକଳ୍ପ ବଦଳିଯାଇଛି। ଡାଟା ଶସ୍ତା ହୋଇଯାଇଛି। କଲ୍ ଫ୍ରି ହୋଇଯାଇଛି।  ଏମିତି ଲାଗୁଛି ୟେମିତି ହାତ ପାହାନ୍ତାରେ ସବୁକିଛି ମିଳିଯିବ। ହେଲେ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଆସେ ଯେ, ଜିଓର ଆଇଡିଆଟି ଅମ୍ବାନୀଙ୍କ ମନକୁ କିପରି ଆସିଲା। ତେବେ ଆଜି ଆମେ ଆପଣଙ୍କୁ ବତାଇବୁ ଜିଓ ପ୍ଲାନ ଆଣିବା ପଛରେ କାହାର ଯୋଜନା ଥିଲା। ୭ବର୍ଷ ପୂର୍ବେ ଅମ୍ବାନୀଙ୍କ ଝିଅ ଇଶା ୟେଲ ୟୁନିଭରିସିଟିରେ ପାଠ […]

jiooooooooooooooo

jiooooooooooooooo

Rakesh Mallick
  • Published: Tuesday, 27 March 2018
  • Updated: 27 March 2018, 04:47 PM IST

Sports

Latest News

 ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଆସିବା ପରେ ଟେଲିକମ ମାର୍କେଟର କାୟାକଳ୍ପ ବଦଳିଯାଇଛି। ଡାଟା ଶସ୍ତା ହୋଇଯାଇଛି। କଲ୍ ଫ୍ରି ହୋଇଯାଇଛି।  ଏମିତି ଲାଗୁଛି ୟେମିତି ହାତ ପାହାନ୍ତାରେ ସବୁକିଛି ମିଳିଯିବ। ହେଲେ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଆସେ ଯେ, ଜିଓର ଆଇଡିଆଟି ଅମ୍ବାନୀଙ୍କ ମନକୁ କିପରି ଆସିଲା। ତେବେ ଆଜି ଆମେ ଆପଣଙ୍କୁ ବତାଇବୁ ଜିଓ ପ୍ଲାନ ଆଣିବା ପଛରେ କାହାର ଯୋଜନା ଥିଲା।

୭ବର୍ଷ ପୂର୍ବେ ଅମ୍ବାନୀଙ୍କ ଝିଅ ଇଶା ୟେଲ ୟୁନିଭରିସିଟିରେ ପାଠ ପଢ଼ୁଥିବାବେଳେ କିଛି ଦିନ ପାଇଁ ଭାରତକୁ ଆସିଥିଲେ। ସେହି ସମୟରେ ତାଙ୍କୁ କିଛି ଆସାଇନମେଣ୍ଟ ଅନଲାଇନ୍ ସବମିଟ୍ କରିବାର ଥିଲା କିନ୍ତୁ ଘରେ ଇଣ୍ଟରନେଟ ସ୍ଲୋ ଥିବାରୁ ସେ ଚିନ୍ତାରେ ପଡ଼ି ଯାଇଥିଲେ। ଏହାପରେ ସେ ଏ ସମ୍ପର୍କରେ ବାପାଙ୍କୁ ଜଣେଇଥିଲେ। ବାସ୍ ସେହି ଦିନଠୁ ଅମ୍ବାନୀଙ୍କ ମନରେ ଇଣ୍ଟରନେଟ୍ ସ୍ପିଡ୍‌ କଥା ରହିଯାଇଥିଲା।

ମୁକେଶ ଅମ୍ବାନୀ ଏକ ଇଭେଣ୍ଟର କହିଥିଲେ ଯେ ଆଗରୁ ଟେଲିକମ୍ ଅର୍ଥ କେବଳ ଭଏସ୍ ଥିଲା କେବଳ କଥା ହେବାକୁ ଲୋକେ ଟଙ୍କା ଖର୍ଚ୍ଚ କରୁଥିଲେ। କିନ୍ତୁ ଏବେ ସବୁକିଛି ଡିଜିଟାଲ। ଏଥିରେ କଥାବାର୍ତ୍ତା ହେବା ସହ ଇଣ୍ଟରନେଟ ସାହାୟ୍ୟରେ ଆହୁରି ଅନେକ କିଛି କରିହେଉଛି। ଅମ୍ବାନୀଙ୍କ ଅନୁଯାୟୀ ୨୦୧୯ରେ ଭାରତ ୪ଜି ନେଟୱାର୍କର ଗୁରୁ ହୋଇଯିବ।

ମୁକେଶ ଅମ୍ବାନୀଙ୍କର ପୁଅ ଆକାଶ ଅମ୍ବାନୀ ଓ ଇଶା ଅମ୍ବାନୀ ରିଲାଏନ୍ସ ଜିଓର ନିର୍ଦ୍ଦେଶକ ଅଛନ୍ତି। ଦୁହିଁଙ୍କୁ ବୟସ ମାତ୍ର ୨୫ ବର୍ଷ। ରିଲାଏନ୍ସର AGMରେ ମୁକେଶ ଅମ୍ବାନୀ କହିଥିଲେ ଯେ, ଜିଓ ୟଙ୍ଗ ଷ୍ଟାରଙ୍କ କମ୍ପାନୀ। ଏହି କମ୍ପାନୀରେ କର୍ମଚାରୀମାନଙ୍କ ଆଭରେଜ ବୟସ ୩୨ବର୍ଷ।

୨୦୧୬ ମସିହାରେ ୩୯ତମ AGMରେ ମୁକେଶ ଅମ୍ବାନୀ ରିଲାଏନ୍ସ ୪ଜି ସର୍ଭିସ୍ ଲଞ୍ଚ୍ କରିଥିଲେ। ଏହାପୂର୍ବରୁ ୨୦୧୪ ମସିହା ଅକ୍ଟୋବର ୧୪ ତାରିଖରେ ଇଶା ଓ ଆକାଶ ଅମ୍ବାନୀଙ୍କୁ ୨୦୧୪ ମସିହାରେ ଆକାଶ ଓ ଇଶାଙ୍କୁ ଜିଓ ବୋର୍ଡ ମେମ୍ବର କରାଯାଇଥିଲା। ଇଶା ଅମ୍ବାନୀ ରିଲାଏନ୍ସ ଜିଓର ପ୍ରୋଜେକ୍ଟ ହେଡ ଡାଇରେକ୍ଟର। ଏହା ବ୍ୟତୀତ ସେ ରିଲାଏନ୍ସ ଟେଲିକମ୍ ଓ ରିଟେଲ କମ୍ପାନୀରେ ନିର୍ଦ୍ଦେଶକ ଅଛନ୍ତି। ସେହିପରି ଆକାଶ ଅମ୍ବାନୀ ମଧ୍ୟ ରିଲାଏନ୍ସ ଜିଓର ପ୍ରୋଜେକ୍ଟ ହେଡ ଡାଇରେକ୍ଟର। ଏଥିସହ ସେ ରିଲାଏନ୍ସ ରିଟେଲ୍ ବୋର୍ଡ଼ରେ ମେମ୍ବର ମଧ୍ୟ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story