ଡେଜିଙ୍କୁ ହେଲା ଟାଇଗର ସହ ପ୍ରେମ: କହିଲେ, 'ଟାଇଗର ଛୋଟା ବେବି ହୈ’

ମୁମ୍ବାଇ: ସଲମାନ ଖାନ୍‌ ଆଜିକାଲି ତାଙ୍କ ଆଗାମୀ ଫିଲ୍ମ ‘ରେସ୍‌-୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ବ୍ୟାଙ୍କକ୍‌ରେ ଏହି ଫିଲ୍ମର ସୁଟିଂ ଚାଲିଛି। ସେଠାରୁ ସଲମାନ ସୁଟିଂ ସମୟର ମଜାଦାର ଫଟୋ ଓ ଭିଡିଓ ସେୟାର କରୁଛନ୍ତି। ଯେଉଁଥିରେ ‘ରେସ୍‌-୩’ର ପୂରା ଟିମ୍‌ ସହ ସୁଟିଂ ସେଟ୍‌ରେ ସେ ମସ୍ତି କରୁଥିବାର ନଜର ଆସିଛନ୍ତି। ସଲମାନ ଖାନ୍‌ଙ୍କ ପରେ ଏବେ ଡେଜି ସାହା ମଧ୍ୟ ସୁଟିଂ ସେଟ୍‌ର ଏକ ଫଟୋ ସେୟାର କରିଛନ୍ତି ଯାହା ସୋସିଆଲ୍‌ ମିଡିଆରେ ଭାଇରାଲ […]

salman

salman

Rakesh Mallick
  • Published: Saturday, 17 February 2018
  • Updated: 17 February 2018, 05:00 PM IST

ମୁମ୍ବାଇ: ସଲମାନ ଖାନ୍‌ ଆଜିକାଲି ତାଙ୍କ ଆଗାମୀ ଫିଲ୍ମ 'ରେସ୍‌-୩'ର ସୁଟିଂରେ ବ୍ୟସ୍ତ ଅଛନ୍ତି। ବ୍ୟାଙ୍କକ୍‌ରେ ଏହି ଫିଲ୍ମର ସୁଟିଂ ଚାଲିଛି। ସେଠାରୁ ସଲମାନ ସୁଟିଂ ସମୟର ମଜାଦାର ଫଟୋ ଓ ଭିଡିଓ ସେୟାର କରୁଛନ୍ତି। ଯେଉଁଥିରେ 'ରେସ୍‌-୩'ର ପୂରା ଟିମ୍‌ ସହ ସୁଟିଂ ସେଟ୍‌ରେ ସେ ମସ୍ତି କରୁଥିବାର ନଜର ଆସିଛନ୍ତି। ସଲମାନ ଖାନ୍‌ଙ୍କ ପରେ ଏବେ ଡେଜି ସାହା ମଧ୍ୟ ସୁଟିଂ ସେଟ୍‌ର ଏକ ଫଟୋ ସେୟାର କରିଛନ୍ତି ଯାହା ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି। ଡେଜି ସାହା ଗୋଟେ ଫଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ବାଘ ଛୁଆକୁ ଧରି କ୍ଷୀର ପିଆଉଛନ୍ତି। ଏହି ଫଟୋଟି ବେଶ୍ ସୁନ୍ଦର ହୋଇଛି। ଇନ୍‌ଷ୍ଟାଗ୍ରାମରେ ଏହି ଫଟୋ ଛାଡି ଡେଜି ସାହା ଲେଖିଛନ୍ତି 'ଟାଇଗର ଛୋଟା ବେବି ହୈ' ।

ରେସ-୩ରେ ସଲମାନ ଖାନ୍, ଜ୍ୟାକ୍‌ଲିନ୍, ଅନିଲ୍‌ କପୁର, ଡେଜି ସାହା, ବବି ଦେୱଲ୍‌ ଏବଂ ସକିବ ସଲିମ ନଜର ଆସିବେ। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳିଛନ୍ତି ରେମୋ ଡିସୋଜା। ଫିଲ୍ମଟି 'ଇଦ୍‌'ରେ ରିଲିଜ୍‌ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story