ଅଭିନେତ୍ରୀ ଦୀପିକା କାହିଁକି ଲାଗନ୍ତି ଏତେ ଫିଟ୍‌ ? ଆସନ୍ତୁ ଜାଣିବା ତାଙ୍କ ଫିଟ୍‌ନେସ୍‌ର ରାଜ୍‌

ଫିଲ୍ମ ‘ପଦ୍ମାବତୀ’ର ଅଭିନେତ୍ରୀ ଦୀପିକା ପାଦୁକୋନ୍ ବଲିଉଡରେ ତାଙ୍କର ଦକ୍ଷ ଅଭିନୟ ପାଇଁ ଯେତିକି ଲୋକପ୍ରିୟ, ତା’ଠାରୁ ଅଧିକ ନିଜର ଫିଟ୍‌ନେସ୍‌ ପାଇଁ ମଧ୍ୟ ସେ ଜଣାଶୁଣା। ତାଙ୍କର ସ୍ଲିମ୍‌ ବଡି ସହ ଆକର୍ଷଣୀୟ ଚେହେରା ସମସ୍ତଙ୍କୁ ଆକର୍ଷିତ କରିଥାଏ। ନିଜର ଏହି ଫିଟ୍‌ନେସ୍‌କୁ ବଜାୟ ରଖିବାପାଇଁ ସେ ସକାଳୁ ସଞ୍ଜ ଅନେକ ରୁଲ୍‌ସ ଫଲୋ କରିଥାନ୍ତି। ଏହି ରୁଲ୍‌ସ ମଧ୍ୟରେ ରହିଛି ହେଲଦି ଡାଇଟ୍‌ ଓ ଏକ୍ସରସାଇଜ୍‌। ଦୀପିକା ଏହାକୁ ଏକ ସିଷ୍ଟମେଟିକ୍‌ ଭାବରେ ନିଜର […]

methodetimesprodwebbinc6fc36ee-9fb6-11e7-a7be-33f2196a0804.psd

Ordigital Desk
  • Published: Wednesday, 07 March 2018
  • Updated: 07 March 2018, 02:11 PM IST

Sports

Latest News

ଫିଲ୍ମ ‘ପଦ୍ମାବତୀ’ର ଅଭିନେତ୍ରୀ ଦୀପିକା ପାଦୁକୋନ୍ ବଲିଉଡରେ ତାଙ୍କର ଦକ୍ଷ ଅଭିନୟ ପାଇଁ ଯେତିକି ଲୋକପ୍ରିୟ, ତା’ଠାରୁ ଅଧିକ ନିଜର ଫିଟ୍‌ନେସ୍‌ ପାଇଁ ମଧ୍ୟ ସେ ଜଣାଶୁଣା। ତାଙ୍କର ସ୍ଲିମ୍‌ ବଡି ସହ ଆକର୍ଷଣୀୟ ଚେହେରା ସମସ୍ତଙ୍କୁ ଆକର୍ଷିତ କରିଥାଏ। ନିଜର ଏହି ଫିଟ୍‌ନେସ୍‌କୁ ବଜାୟ ରଖିବାପାଇଁ ସେ ସକାଳୁ ସଞ୍ଜ ଅନେକ ରୁଲ୍‌ସ ଫଲୋ କରିଥାନ୍ତି। ଏହି ରୁଲ୍‌ସ ମଧ୍ୟରେ ରହିଛି ହେଲଦି ଡାଇଟ୍‌ ଓ ଏକ୍ସରସାଇଜ୍‌। ଦୀପିକା ଏହାକୁ ଏକ ସିଷ୍ଟମେଟିକ୍‌ ଭାବରେ ନିଜର ଡେଲି ରୁଟିନ୍‌ରେ ସାମିଲ୍‌ କରିଥାଆନ୍ତି। ଏହା ସହ ପ୍ରତିଦିନ ସକାଳୁ ଶୀଘ୍ର ଉଠିବା ସହ ଠିକ୍‌ ସମୟରେ ଖାଇବାଓ ଓଭର ଇଟିଙ୍ଗକୁ ତ୍ୟାଗ କରିଥାଆନ୍ତି ଦୀପିକା।

୫:୩୦ରେ ଶଯ୍ୟାତ୍ୟାଗ - ଦୀପିକା ପ୍ରତିଦିନ ସକାଳ ୫.୩୦ରେ ଶଯ୍ୟାତ୍ୟାଗ କରନ୍ତି। ଏହାପରେ ଅଳ୍ପ ମାତ୍ରାର ଉଷୁମ ପାଣିରେ ଏକ ଚାମଚ ମହୁ ମିଶାଇ ପିଇଥାଆନ୍ତି। ଅଥବା ଏକ ଗ୍ଲାସ୍ ଲେମ୍ୱୁର ଜୁସ୍‌ ପିଇଥାଆନ୍ତି।

ସକାଳ ୭:୩୦ ବ୍ରେକ୍‌ଫାଷ୍ଟ – ପ୍ରତିଦିନ ସକାଳ ୭.୩୦ରେ ଦୀପିକା ବ୍ରେକ୍‌ଫାଷ୍ଚ କରିଥାଆନ୍ତି। ଏଥିରେ ୨ଟା ଏଗ୍ ହ୍ୱାଇଟ୍‌, ୨ଟା ବାଦାମ, ଫ୍ୟାଟ୍‌ ଅଂଶ କମ୍‌ ଥିବା ଏକ କପ୍‌ କ୍ଷୀର,୨ଟି ଇଟିଲି ବା ୨ପ୍ଲେଟ୍‌ ପ୍ଲେନ୍‌ ଦୋସା ଥାଏ।

ପ୍ରୀ-ଲଞ୍ଚ ସ୍ନାକ୍ସ ୧୦ଟାରେ - ୧୦ଟାରେ ଦୀପିକା ପ୍ରୀ-ଲଞ୍ଚ ସ୍ନାକ୍ସ କରିଥାଆନ୍ତି। ଏଥିରେ ସେ କିଛି ଫ୍ରୁଟ୍ସ ଖାଇଥାଆନ୍ତି।

ଲଞ୍ଚ ୧୨:୩୦ରୁ ୧ଟା ମଧ୍ୟରେ- ଲଞ୍ଚରେ ଦୀପିକାଙ୍କର ଥାଏ କିଛି ମାଛ ,ରୁଟି ଓ ପନିପରିବା।

ଇଭିନିଂ ସ୍ନାକ୍ସ- ସନ୍ଧ୍ୟାରେ ଦୀପିକା କିଛି  ଫିଲ୍ଟର କଫି ଓ ୨ଟି ବାଦାମ ଖାଇଥାନ୍ତି।

ଡିନର –  ଦୀପିକା ନିଜର ରାତ୍ରି ଭୋଜନରେ ହାଲକା ଖାଦ୍ୟ ସାମିଲ୍‌ କରିଥାଆନ୍ତି। ଏଥିରେ ସାଲାଡ୍ , ରୁଟି ଓ ପନିପରିବା ଥାଏ।

ଏହାସହ ଦୀପିକା ପ୍ରତିଦିନ ସକାଳେ ୩୦ ମିନିଟ୍ ୱାକ୍ କରିବାକୁ କେବେ ଭୁଲନ୍ତି ନାହିଁ। ୧୦ ରୁ ୨୦ ମିନିଟ୍ ପିଲେଟ୍ସ ଓ ଷ୍ଟ୍ରେଚିଂ ଏକ୍ସରସାଇଜ୍‌ କରିଥାନ୍ତି। ଆଉ ମଧ୍ୟ ଦୀପିକା ୧୦ରୁ ୧୫ମିନିଟ୍‌ ପ୍ରତିଦିନ ଯୋଗ କରିଥାଆନ୍ତି। ଯେଉଁଥିରେ ସୂର୍ଯ୍ୟ ନମସ୍କାର ସାମିଲ୍‌ ଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story