ବନ୍ଧୁଙ୍କ ଏହି ଉପହାର ଦୂର କରିଥାଏ କାଙ୍ଗାଳପଣ

ବନ୍ଧୁଙ୍କୁ ଉପହାର ଦେବା କିମ୍ବା ତାଙ୍କ ପାଖରୁ ଉପହାର ପାଇବା ଏକ ସାଧାରଣ କଥା। ତେବେ ଏପରି କିଛି ଉପହାର ଅଛି ଆପଣଙ୍କ ବନ୍ଧୁ ପ୍ରଦାନ କଲେ ଆପଣଙ୍କୁ ସୌଭାଗ୍ୟପ୍ରାପ୍ତି ହେବ ବୋଲି ବିଶ୍ୱାସ ରହିଛି। ଏହି ଉପହାର ଦ୍ୱାରା ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହେବା ସହ କାଙ୍ଗାଳପଣ ଚାଲିଯିବ। ଆସନ୍ତୁ ଜାଣିବା ଏପରି କିଛି ଉପହାର ସମ୍ପର୍କରେ ଯାହା ଆପଣଙ୍କ ଭାଗ୍ୟ ପରିବର୍ତ୍ତନ କରିଦେବ। ୧. ମାଟିରୁ ପ୍ରସ୍ତୁତ ହୋଇଥିବା କୌଣସି ବସ୍ତୁ ଯେପରି […]

Terracotta

Terracotta

Rakesh Mallick
  • Published: Friday, 18 August 2017
  • Updated: 18 August 2017, 10:13 AM IST

Sports

Latest News

ବନ୍ଧୁଙ୍କୁ ଉପହାର ଦେବା କିମ୍ବା ତାଙ୍କ ପାଖରୁ ଉପହାର ପାଇବା ଏକ ସାଧାରଣ କଥା। ତେବେ ଏପରି କିଛି ଉପହାର ଅଛି ଆପଣଙ୍କ ବନ୍ଧୁ ପ୍ରଦାନ କଲେ ଆପଣଙ୍କୁ ସୌଭାଗ୍ୟପ୍ରାପ୍ତି ହେବ ବୋଲି ବିଶ୍ୱାସ ରହିଛି। ଏହି ଉପହାର ଦ୍ୱାରା ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହେବା ସହ କାଙ୍ଗାଳପଣ ଚାଲିଯିବ। ଆସନ୍ତୁ ଜାଣିବା ଏପରି କିଛି ଉପହାର ସମ୍ପର୍କରେ ଯାହା ଆପଣଙ୍କ ଭାଗ୍ୟ ପରିବର୍ତ୍ତନ କରିଦେବ।
୧. ମାଟିରୁ ପ୍ରସ୍ତୁତ ହୋଇଥିବା କୌଣସି ବସ୍ତୁ ଯେପରି ଶୋ’ ପିସ ଗିଫ୍ଟ କରିବା କିମ୍ବା ପାଇବା ଶୁଭ ହୋଇଥାଏ। ଏପରି କରିବା ଦ୍ୱାରା ବାକି ପଡିଥିବା ଧନ ଧୀରେ ଧୀରେ ମିଳିବକୁ ଲାଗିଥାଏ ଓ ଆୟ ବୃଦ୍ଧି ହୋଇଥାଏ।
୨. ଏପରି କୌଣସି ମୂର୍ତ୍ତି କିମ୍ବା ଫଟୋ ଯେଉଁଥିରେ ଦୁଇଟି ଗଣେଷ ଥିବେ ଉପହାରର ଦେବା କିମ୍ବା ପାଇବା ଶୁଭ। ଧ୍ୟାନ ରଖିବେ ଯେପରି ଫଟୋଟିରେ ଦୁଇ ଆଡୁ ଗଣେଷଙ୍କ ମୁଁହ ଦେଖାଯାଉଥିବା, ପଛପଟେ ନୁହେଁ।
୩. ବନ୍ଧୁ ମାନଙ୍କୁ ଲୁଗା କିମ୍ବା କପଡା ଉପହାରରେ ଦେବା କିମ୍ବା ପାଇବା ଶୁଭ ବୋଲି ବାସ୍ତୁଶାସ୍ତ୍ରରେ ବିଶ୍ୱାସ କରାଯାଇଥାଏ। କପଡା ଉପହାର ଦେଲେ କିମ୍ବା ପାଇଲେ ଦୁଇ ଜଣଙ୍କ ଦୁର୍ଭାଗ୍ୟ ଦୂର ହେବା ସହ ଓ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।
୪. ଉତ୍ସବରେ ହାତୀ କିମ୍ବା ଯୋଡାହାତୀ ପାଇବା ଶୁଭ ବୋଲି ବିବେଚନା କରାଯାଇଥାଏ।ହାତୀଟି ସୁନା ଚାନ୍ଦୀ ପିତ୍ତଳର କିମ୍ବା କାଠର ହୋଇଥିଲେ ଅତ୍ୟନ୍ତ ଭଲ।
୫. ପିୟୋନିୟା ଫୁଲକୁ ‘ଫୁଲଙ୍କ ରାଣୀ’ କୁହାଯାଇଥାଏ। ପିୟୋନିୟୋ ଫୁଲ ପ୍ରେମ, ସୌନ୍ଦର୍ଯ୍ୟ ଓ ଭଲପାବାର ପ୍ରତୀକ। ଏହି ଫୁଲକୁ ଉପହାର ଦେବା କିମ୍ବା ପାଇବା ଦ୍ୱାରା ଧନ ଲାଭ ହୋଇଥାଏ।
୬. ଶାସ୍ତ୍ର ଅନୁସାରେ ରୁପା ପାଇବା କିମ୍ବା ଦେବା ଶୁଭ। ରୁପା କଏନ କିମ୍ବା ବସ୍ତୁ ଉପହାରରେ ଦେଲେ କିମ୍ବା ପାଇଲେ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story