ବୈତରଣୀ ଗଣ୍ଡ ନେଇଗଲା ୩ ଜୀବନ

ଭଦ୍ରକ(ଓଡ଼ିଶା ରିପୋର୍ଟର): ସାଥୀ ହୋଇ ନଦୀରେ ଗାଧଉ ଥିଲେ। ଅସାବଧାନତା ଯୋଗୁଁ ସେମାନେ ଫସି ଯାଇଥିଲେ ବେଆଇନ୍‌ ବାଲି ଉଠିବା ପରେ ସୃଷ୍ଟି ହେଉଥିବା ଗଣ୍ଡରେ। ଯେତେ ଚେଷ୍ଟା କଲେ ମଧ୍ୟ ଆଉ ସେହି ଗଣ୍ଡରୁ ବାହାରି ପାରିନ ଥିଲେ। କ୍ଷଣକ ଭିତରେ ଚାଲିଗଲା ୩ଟି ଜୀବନ। ଆଜି ମଧ୍ୟାହ୍ନରେ ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଭଣ୍ଡାରିପୋଖରୀ ବ୍ଲକ ନେରଡ଼ା ପଞ୍ଚାୟତ ବୋଇତେଇ ସାହିର ଜଗନ୍ନାଥ ବୋଇତେଇ, ଦୀପ୍ତିରଞ୍ଜନ ବୋଇତେଇ […]

drowner in baitarini river

drowner in baitarini river

Rakesh Mallick
  • Published: Saturday, 24 March 2018
  • Updated: 24 March 2018, 03:45 PM IST

Sports

Latest News

ଭଦ୍ରକ(ଓଡ଼ିଶା ରିପୋର୍ଟର): ସାଥୀ ହୋଇ ନଦୀରେ ଗାଧଉ ଥିଲେ। ଅସାବଧାନତା ଯୋଗୁଁ ସେମାନେ ଫସି ଯାଇଥିଲେ ବେଆଇନ୍‌ ବାଲି ଉଠିବା ପରେ ସୃଷ୍ଟି ହେଉଥିବା ଗଣ୍ଡରେ। ଯେତେ ଚେଷ୍ଟା କଲେ ମଧ୍ୟ ଆଉ ସେହି ଗଣ୍ଡରୁ ବାହାରି ପାରିନ ଥିଲେ। କ୍ଷଣକ ଭିତରେ ଚାଲିଗଲା ୩ଟି ଜୀବନ। ଆଜି ମଧ୍ୟାହ୍ନରେ ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଭଣ୍ଡାରିପୋଖରୀ ବ୍ଲକ ନେରଡ଼ା ପଞ୍ଚାୟତ ବୋଇତେଇ ସାହିର ଜଗନ୍ନାଥ ବୋଇତେଇ, ଦୀପ୍ତିରଞ୍ଜନ ବୋଇତେଇ ଓ କୁନା ଭୋଇ ସାଥୀ ହୋଇ ବୈତରଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ଅସାବଧାନତା ଯୋଗୁଁ ସେମାନେ ଗଣ୍ଡରେ ଫସି ଯାଇଥିଲେ। ବାହାରି ପାରିନଥିଲେ। ଘଟଣା ସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ସେମାନଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story