ଭୁବନେଶ୍ୱରରେ ସିବିଆଇ ଇଷ୍ଟଜୋନ ଯୁଗ୍ମ ନିର୍ଦ୍ଦେଶକ ଏ.କେ ସିଂହ

cbi-new-directer

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ସିବିଆଇ ଇଷ୍ଟଜୋନ ଯୁଗ୍ମ ନିର୍ଦ୍ଦେଶକ ଏ.କେ ସିଂହ। ଦାୟିତ୍ୱ ଗ୍ରହଣ ପରେ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟକୁ ଏହା ତାଙ୍କ ପ୍ରଥମ ଗସ୍ତ। ଭୁବନେଶ୍ୱର କାର୍ଯ୍ୟାଳୟରେ ପହଞ୍ଚିବାପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ସହ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଶ୍ରୀ ସିଂହ ବିଶେଷକରି ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟର ଭିତ୍ତିଭୂମି ବିକାଶ ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ମାମଲାର ସ୍ଥିତି ଯଥା ଚିଟଫଣ୍ଡ ଦୁର୍ନୀତି ତଦନ୍ତ ପାଇଁ ଗଠିତ ସିବିଆଇ ଏସଆଇଟି ଅଧିକାରୀଙ୍କ ସହ ଆଲୋଚନା କରିପାରନ୍ତି ବୋଲି ଜଣାପଡିଛି।

Previous ArticleNext Article

Send this to a friend