କଳିଙ୍ଗ ଷ୍ଟୁଡିଓର ଉନ୍ନତି ପାଇଁ ମୁଁ ସ୍ମୃତି ଇରାନୀଙ୍କ ସହ କଥା ହେବି: ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳିଙ୍ଗ ଷ୍ଟୁଡିଓର ଖାଲି ଜାଗାରେ ସ୍ପୋର୍ଟସ କଂପ୍ଲେକ୍ସ ନିର୍ମାଣ ନେଇ କ୍ରୀଡ଼ା ବିଭାଗର ପ୍ରସ୍ତାବକୁ ନେଇ ବିବାଦ ଦେଖାଦେଇଥିବା ବେଳେ ଏନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କଳିଙ୍ଗ ଷ୍ଟୁଡିଓକୁ ଓଡ଼ିଶାର ସିନେମା ଓ ମନୋରଞ୍ଜନ ଜଗତର ପ୍ରମୁଖ ଭିତ୍ତିଭୂମି ଭାବରେ ବଜାୟ ରଖିବା ପାଇଁ କଳା ଜଗତର ଭାବାବେଗକୁ ସେ ସମର୍ଥନ କରୁଥିବା ଟ୍ୱିଟ୍ ଜରିଆରେ କହିଛନ୍ତି। କେନ୍ଦ୍ର ସରକାରଙ୍କର ଏହି ଷ୍ଟୁଡିଓ ପାଇଁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା […]

dharmendra

dharmendra

Rakesh Mallick
  • Published: Sunday, 06 May 2018
  • Updated: 06 May 2018, 01:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳିଙ୍ଗ ଷ୍ଟୁଡିଓର ଖାଲି ଜାଗାରେ ସ୍ପୋର୍ଟସ କଂପ୍ଲେକ୍ସ ନିର୍ମାଣ ନେଇ କ୍ରୀଡ଼ା ବିଭାଗର ପ୍ରସ୍ତାବକୁ ନେଇ ବିବାଦ ଦେଖାଦେଇଥିବା ବେଳେ ଏନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କଳିଙ୍ଗ ଷ୍ଟୁଡିଓକୁ ଓଡ଼ିଶାର ସିନେମା ଓ ମନୋରଞ୍ଜନ ଜଗତର ପ୍ରମୁଖ ଭିତ୍ତିଭୂମି ଭାବରେ ବଜାୟ ରଖିବା ପାଇଁ କଳା ଜଗତର ଭାବାବେଗକୁ ସେ ସମର୍ଥନ କରୁଥିବା ଟ୍ୱିଟ୍ ଜରିଆରେ କହିଛନ୍ତି।

https://twitter.com/dpradhanbjp/status/992984055837638656

ସେ ଲେଖିଛନ୍ତି,“ କଳିଙ୍ଗ ଷ୍ଟୁଡିଓକୁ ନୂଆ ରୂପରେ ନୂଆ ସୁବିଧା ଓ ଜ୍ଞାନ କୌଶଳ ସହ ଗଢ଼ି ତୋଳିବା ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହ ବ୍ୟକ୍ତିଗତ ଭାବେ କଥା ହେବି। ଷ୍ଟୁଡିଓ ପାଇଁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପାଇଁ ସେ ସ୍ମୃତି ଇରାନୀଙ୍କୁ ଅନୁରୋଧ କରିବି। କଳିଙ୍ଗ ଷ୍ଟୁଡିଓ ସହ ରାଜ୍ୟର କଳାକାରଙ୍କ ଭାବାବେଗର ସଂପର୍କ ରହିଛି। ଏହାର ପୁନରୁଦ୍ଧାର ହୋଇପାରିଲେ କଳାକାରଙ୍କ ଆର୍ଥିକ ବିକାଶ ହୋଇପାରିବ।’’

ଧର୍ମେନ୍ଦ୍ରଙ୍କ ଟ୍ୱିଟ୍‌ ଉପରେ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି,“ କଳିଙ୍ଗ ଷ୍ଟୁଡିଓର ବିକାଶ କଥା କହୁଛନ୍ତି, ଏତେଦିନ ହେଲା କୁଆଡେ ଥିଲେ। କ’ଣ କଲେ କଳିଙ୍ଗ ଷ୍ଟୁଡିଓର ଉନ୍ନତି ହୋଇପାରିବ ଆମେ ଅନୁଧ୍ୟାନ କରି ନିଷ୍ପତ୍ତି ନେବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story