ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ପତ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଜାତୀୟ ରାଜପଥ କାମ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନୂଆଦିଲ୍ଲୀରେ ରାଜପଥ କାମ ସଂପର୍କରେ ସମୀକ୍ଷା କରିବା ପରେ ସେ ଏହି ଚିଠି ଲେଖିଛନ୍ତି। ରାଜ୍ୟରେ ଆଉ ୨ ହଜାର ୫ଶହ ୨୬ କିଲୋମିଟର ନୂଆ ରାଜପଥ ନିର୍ମାଣ ପାଇଁ ଏକ ତାଲିକା କେନ୍ଦ୍ରୀୟ ଜାତୀୟ ରାଜପଥ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦିଆଯାଇଥିଲା। ତେଣୁ ରାଜ୍ୟ ସରକାର ଶୀଘ୍ର ଏହାର ସବିଶେଷ ବିବରଣୀ […]

Dharmendra-Pradhan

Dharmendra-Pradhan

Rakesh Mallick
  • Published: Wednesday, 21 March 2018
  • Updated: 21 March 2018, 10:21 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଜାତୀୟ ରାଜପଥ କାମ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନୂଆଦିଲ୍ଲୀରେ ରାଜପଥ କାମ ସଂପର୍କରେ ସମୀକ୍ଷା କରିବା ପରେ ସେ ଏହି ଚିଠି ଲେଖିଛନ୍ତି। ରାଜ୍ୟରେ ଆଉ ୨ ହଜାର ୫ଶହ ୨୬ କିଲୋମିଟର ନୂଆ ରାଜପଥ ନିର୍ମାଣ ପାଇଁ ଏକ ତାଲିକା କେନ୍ଦ୍ରୀୟ ଜାତୀୟ ରାଜପଥ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦିଆଯାଇଥିଲା। ତେଣୁ ରାଜ୍ୟ ସରକାର ଶୀଘ୍ର ଏହାର ସବିଶେଷ ବିବରଣୀ ଓ ତଥ୍ୟ ପ୍ରଦାନ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ଧର୍ମେନ୍ଦ୍ର। ଏହାଦ୍ୱାରା କାର୍ଯ୍ୟକୁ ଗତିଶୀଳ କରାଯାଇ ପାରିବ ବୋଲି ସେ ଲେଖିଛନ୍ତି। ଡିପିଆର୍‌ ସ୍ତରରେ ଥିବା ରାସ୍ତା ଗୁଡ଼ିକ ଛଡ଼ା ୨ହଜାର ୫ଶହ ୨୬ କିଲୋମିଟର ରାସ୍ତାକୁ ସମ୍ଭାବ୍ୟ ରାଜମାର୍ଗରେ ପରିଣତ କରିବାକୁ କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story