ସୁରାକ୍‌ ଯୋଗାଉଛି ଯୁବତୀଙ୍କ ହାତର ମେହେନ୍ଦି, ମୃତକଙ୍କ ପାଦର ଅଳତା  

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଭାଇରାଲ ଭିଡିଓ ଆଉ ମର୍ଡର ମିଷ୍ଟ୍ରି କମିଶନରେଟ୍‌ ପୋଲିସ ପାଇଁ ଚିନ୍ତା ବଢାଇ ଦେଇଛି। ଅଡୁଆ ସୁତାର ଖିଅ ମିଳୁନି। କାହିଁକି ଆଉ କେମିତି ଏ ହତ୍ୟାକାଣ୍ଡ ଘଟିଲା ? କିଏ ହତ୍ୟା କଲା ଉନ୍ମୟ ପାଢୀଙ୍କୁ ? ତାଙ୍କ ସହ ଉକ୍ତ ଭାଇରାଲ ଭିଡିଓରେ ଦିଶୁଥିବା ଯୁବତୀ କ’ଣ ତାଙ୍କୁ ହତ୍ୟା କରିଛନ୍ତି ନା ହତ୍ୟା କରିଛନ୍ତି ତାଙ୍କ ପ୍ରେମିକ? ଏଭଳି ଅଡୁଆ ପ୍ରଶ୍ନ ଭିତରେ ଛନ୍ଦି ହୋଇଥିବା ପୋଲିସ ଆଜି ବି […]

mehandi

mehandi

Rakesh Mallick
  • Published: Monday, 26 March 2018
  • Updated: 26 March 2018, 05:17 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଭାଇରାଲ ଭିଡିଓ ଆଉ ମର୍ଡର ମିଷ୍ଟ୍ରି କମିଶନରେଟ୍‌ ପୋଲିସ ପାଇଁ ଚିନ୍ତା ବଢାଇ ଦେଇଛି। ଅଡୁଆ ସୁତାର ଖିଅ ମିଳୁନି। କାହିଁକି ଆଉ କେମିତି ଏ ହତ୍ୟାକାଣ୍ଡ ଘଟିଲା ? କିଏ ହତ୍ୟା କଲା ଉନ୍ମୟ ପାଢୀଙ୍କୁ ? ତାଙ୍କ ସହ ଉକ୍ତ ଭାଇରାଲ ଭିଡିଓରେ ଦିଶୁଥିବା ଯୁବତୀ କ’ଣ ତାଙ୍କୁ ହତ୍ୟା କରିଛନ୍ତି ନା ହତ୍ୟା କରିଛନ୍ତି ତାଙ୍କ ପ୍ରେମିକ? ଏଭଳି ଅଡୁଆ ପ୍ରଶ୍ନ ଭିତରେ ଛନ୍ଦି ହୋଇଥିବା ପୋଲିସ ଆଜି ବି ଅନ୍ଧାରରେ।

ହେଲେ ମୃତକଙ୍କ ପାଦର ଅଳତା ଆଉ ଯୁବତୀଙ୍କ ହାତର ମେହେନ୍ଦି ଭିନ୍ନ କିଛି କହୁଛି। ପୋଲିସ ପାଇଁ ଏଇ ଦୁଇ ଚିହ୍ନ କିଛି କ୍ଲୁ ଛାଡି ଯାଉନି ତ ?

ବାସ୍ତବ ଘଟଣାଟି ହେଉଛି ଏମିତି । ଯେଉଁଦିନ ନଈପଠାରୁ ଉନ୍ମୟଙ୍କ ଦଗ୍ଧ ମୃତଦେହ ପୋଲିସ ଜବତ କଲା ସେତେବେଳେ ଉନ୍ମୟଙ୍କ ପାଦ ଉପରେ ନଜର ପଡିଥିଲା ସମସ୍ତଙ୍କର । ବିବାହ ସମୟରେ ବରବେଶ ପାଇଁ ଯୁବଟିଏ ପାଦରେ ଅଳତା ଲଗାଇଥାଏ। ହେଲେ ଉନ୍ମୟ ଥିଲେ ଅବିବାହିତ । ତା ହେଲେ କେଉଁ ପରିସ୍ଥିତିରେ ସେ ଅଳତା ଲାଗାଇଥିଲେ ତାକୁ ନେଇ ଉଠିଥିଲା ପ୍ରଶ୍ନ। ସେ କାହାକୁ ବିବାହ କରିଥାଇପାରନ୍ତି ନ ଚେତ୍‌ ତାଙ୍କୁ ଜୋର୍‌ ଜବରଦସ୍ତ ବିବାହ କରାଇ ଦିଆଯାଇଥାଏ ବୋଲି ମଧ୍ୟ ଚର୍ଚ୍ଚା ହେଲେ। ଏହି ପ୍ରଶ୍ନର ଉତ୍ତର ପୋଲିସ ଖୋଜୁଥିବା ବେଳେ ଏବେ ଯୁବତୀଙ୍କ ହାତର ମେହେନ୍ଦି ଉପରେ ପଡିଛି ନଜର। ଯୁବତୀ ଜଣକ ଗଣମାଧ୍ୟମ ସମ୍ମୁଖରେ ନିଜକୁ ନିର୍ଦ୍ଦୋଶ ଏବଂ ଏହି ହତ୍ୟାକଣ୍ଡରେ ତାଙ୍କର ଓ ତାଙ୍କ ପୁରୁଷ ବନ୍ଧୁଙ୍କାର କୌଣସି ହାତ ନାହିଁ ବୋଲି କହିବାକୁ ଆସିଥିବା ବେଳେ କ୍ୟାମେରାରେ କଏଦ ହୋଇଥିଲା ତାଙ୍କ ମେହେନ୍ଦି ଲଗା ହାତ। ଏହି ଘଟଣାକୁ ପ୍ରଥମେ ସମସ୍ତେ ଅଣଦେଖା କରିଥିଲେ। ହେଲେ ପୋଲିସ ନଜରରେ ପଡିଛି ଏହି କଥା। ଝିଅଟିଏ ହାତରେ ମେହେନ୍ଦି କରି ସେଜଇ ହେବା ସାଧାରଣ କଥା। କିନ୍ତୁ ଅଭିଯୁକ୍ତ ଯୁବତୀ ଯେଭଳି ମେହେନ୍ଦି କରିଛନ୍ତି ତାହା କୌଣସି ବ୍ରାଇଡାଲ ମେକ୍‌ଅପ୍‌ର ଅଂଶ ବୋଲି ଅନୁଭବ କରୁଛି ପୋଲିସ।

ଭାଇରାଲ ଭିଡିଓରେ ଦେଖାଯାଉଥିବା ଯୁବତୀ ଜଣକ ସେ ନିଜେ ବୋଲି ଅଭିଯୁକ୍ତ ସ୍ୱୀକାର କରିଛନ୍ତି। ହେଲେ ହାତରେ ଏମିତି ସଜେଇ ହୋଇ କାହିଁକି ମେହେନ୍ଦି ଲଗାଇଛନ୍ତି ସେ ନେଇ କିଛି କହି ନାହାନ୍ତି। ସେଥିପାଇଁ ଏବେ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ତାଙ୍କ ହାତରେ ଏ ମେହେନ୍ଦି କିଛି କହୁନି ତ ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story