ପ୍ରଧାନମନ୍ତ୍ରୀଙ୍କୁ ‘ବ୍ଲୁ ବୁକ୍’ ଅନୁସାରେ ଦିଆଯିବ ସୁରକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ୨୬ ତାରିଖ ଅପରାହ୍ନ ୩ଟା ୨୫ରେ ସେ ଭୁବନେଶ୍ୱରରେ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟରରେ କଟକ ଯିବେ। ନରାଜ ହେଲିପ୍ୟାଡରେ ସେ ଓହ୍ଲାଇ ବାଲିଯାତ୍ରା ପଡ଼ିଆକୁ ଯିବେ। ସେଠାରେ ସାଧାରଣ ଜନତାଙ୍କୁ ଉଦ୍‌ବୋଧନ ଦେଇ ପୁଣି ଭୁବନେଶ୍ୱର ଫେରିବେ। ଅପରାହ୍ନ ୫ଟା ୫୫ ମିନିଟ୍‌ରେ ଦିଲ୍ଲୀ ଫେରିବେ ପ୍ରଧାନମନ୍ତ୍ରୀ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଟକ ଗସ୍ତକୁ […]

Narendra Modi got blue book securiti in odisha

Rakesh Mallick
  • Published: Tuesday, 22 May 2018
  • Updated: 22 May 2018, 07:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ୨୬ ତାରିଖ ଅପରାହ୍ନ ୩ଟା ୨୫ରେ ସେ ଭୁବନେଶ୍ୱରରେ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟରରେ କଟକ ଯିବେ। ନରାଜ ହେଲିପ୍ୟାଡରେ ସେ ଓହ୍ଲାଇ ବାଲିଯାତ୍ରା ପଡ଼ିଆକୁ ଯିବେ। ସେଠାରେ ସାଧାରଣ ଜନତାଙ୍କୁ ଉଦ୍‌ବୋଧନ ଦେଇ ପୁଣି ଭୁବନେଶ୍ୱର ଫେରିବେ। ଅପରାହ୍ନ ୫ଟା ୫୫ ମିନିଟ୍‌ରେ ଦିଲ୍ଲୀ ଫେରିବେ ପ୍ରଧାନମନ୍ତ୍ରୀ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଟକ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିଛନ୍ତି ପୋଲିସ କମିଶନର ୱାଇ.ବି. ଖୁରାନିଆ। ସେ କହିଛନ୍ତି-“ମୋଦିଙ୍କ ସଭାସ୍ଥଳ, ରୁଟ୍ ପ୍ଲାନ, ହେଲିପ୍ୟାଡ, ପାର୍କିଂ ସ୍ଥାନ ଆଦିର କିପରି ବ୍ୟବସ୍ଥା କରାଯିବ, ସେନେଇ ସମୀକ୍ଷା କରାଯାଇଛି। ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ବାଲିଯାତ୍ରା ପଡିଆର ପରିମଳ ବ୍ୟବସ୍ଥା, ଆଲୋକୀକରଣ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କିପରି ରହିବ ସେ ସମ୍ପର୍କରେ କଟକ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରାଯାଇଛି।”

ଏହି ଅବସରରେ ଅତିରିକ୍ତ ପୋଲିସ କମିଶନର ହିମାଂଶୁ ଲାଲ, କଟକ ଡିସିପି ଅଖିଳେଶ୍ୱର ସିଂଙ୍କ ସହ ଜିଲ୍ଲା ପ୍ରଶାସନ, ସିଏମ୍‌ସିର ଅଧିକାରୀ ଓ କିଛି ବିଜେପି ନେତା ଉପସ୍ଥିତ ଥିଲେ। ୨୬ରେ ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ମୋଦି କଟକରେ ଏକ ସମାବେଶ କରି ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story