ପୁରୀ: ବାହୁଡ଼ା ଯାତ୍ରାରେ ଅଘଟଣ, ଅଣନିଶ୍ୱାସୀ ହୋଇ ଜଣଙ୍କ ମୃତ୍ୟୁ

ପୁରୀ: ବାହୁଡ଼ା ଯାତ୍ରା ଅବସରରେ ଆଜି ପୁରୀରେ ଘଟିଛି ଏକ ଅଘଟଣ। ତିନି ଠାକୁରଙ୍କ ବାହୁଡ଼ା ଯାତ୍ରାରେ ସାମିଲ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ ରାଜକିଶୋର ସ୍ୱାଇଁ। ତାଙ୍କ ଘର ନୟାଗଡ଼ରେ। ଅଣନିଶ୍ୱାସୀ ହୋଇ ତାଙ୍କର ମୃତ୍ୟୁ ଘଟିଛି। ସଂକୀର୍ତ୍ତନ କଲା ବେଳେ ସେ ଅଣନିଶ୍ୱାସୀ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ରାଜକିଶୋର ପୂର୍ବରୁ ହୃଦରୋଗରେ ଆକ୍ରାନ୍ତ ଥିଲେ ବୋଲି ପୁରୀ ଜିଲ୍ଲା […]

purihospital

purihospital

Rakesh Mallick
  • Published: Sunday, 26 July 2015
  • Updated: 26 July 2015, 07:39 AM IST

Sports

Latest News

ପୁରୀ: ବାହୁଡ଼ା ଯାତ୍ରା ଅବସରରେ ଆଜି ପୁରୀରେ ଘଟିଛି ଏକ ଅଘଟଣ। ତିନି ଠାକୁରଙ୍କ ବାହୁଡ଼ା ଯାତ୍ରାରେ ସାମିଲ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ ରାଜକିଶୋର ସ୍ୱାଇଁ। ତାଙ୍କ ଘର ନୟାଗଡ଼ରେ। ଅଣନିଶ୍ୱାସୀ ହୋଇ ତାଙ୍କର ମୃତ୍ୟୁ ଘଟିଛି। ସଂକୀର୍ତ୍ତନ କଲା ବେଳେ ସେ ଅଣନିଶ୍ୱାସୀ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ରାଜକିଶୋର ପୂର୍ବରୁ ହୃଦରୋଗରେ ଆକ୍ରାନ୍ତ ଥିଲେ ବୋଲି ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ସିଡିଏମଓ ସୂଚନା ଦେଇଛନ୍ତି।

ସେହିପରି ଅପରାହ୍ନ ଗୋଟାଏ ସୁଦ୍ଧା ଅଣନିଶ୍ୱାସୀ ହୋଇ ତଥା ଗହଳିରେ ପଡ଼ି ସାମାନ୍ୟ ଆଘାତ ହୋଇ ୧୬ ଜଣ ଜିଲ୍ଲା ସଦର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସିଡିଏମଓ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story