ଅପରେସନ ନାଗ: ପୁଣି ୨୦ଟି ସାପ ଉଦ୍ଧାର

ପାଟକୁରା(ମନୋଜ କୁମାର ସ୍ୱାଇଁ): ଭଦ୍ରକ ଜିଲ୍ଲା ଧାମନଗର ପରେ କେନ୍ଦ୍ରାପଡ଼ା ଜିଲ୍ଲା ଚକ୍ରୋଡ଼ାରୁ ୨୦ଟି ନାଗ ସାପ ଛୁଆ ଉଦ୍ଧାର କରାଯାଇଛି। ନରିଲୋ ଗାଁର ରଞ୍ଜିତ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ଘର ନିକଟରେ ଗତକାଲି କିଛି ନାଗ ସାପ ଖେଳୁଥିବା ଦେଖି ଲୋକେ ତାଙ୍କୁ ଖବର ଦେଇଥିଲେ। ଏହା ପରେ ରଞ୍ଜିତ, ତୁରନ୍ତ ସାପ ଧରାଳି ପ୍ରଫୁଲ୍ଲ ସ୍ୱାଇଁଙ୍କୁ ଖବର ଦେଇଥିଲେ। ଆଜି ସକାଳୁ ସାପ ଧରାଳି ପ୍ରଫୁଲ୍ଲ ଗାଁକୁ ଯାଇ ୨୦ଟି ନାଗ ସାପ […]

snake,,,

snake,,,

Rakesh Mallick
  • Published: Wednesday, 27 June 2018
  • Updated: 27 June 2018, 12:33 PM IST

Sports

Latest News

ପାଟକୁରା(ମନୋଜ କୁମାର ସ୍ୱାଇଁ): ଭଦ୍ରକ ଜିଲ୍ଲା ଧାମନଗର ପରେ କେନ୍ଦ୍ରାପଡ଼ା ଜିଲ୍ଲା ଚକ୍ରୋଡ଼ାରୁ ୨୦ଟି ନାଗ ସାପ ଛୁଆ ଉଦ୍ଧାର କରାଯାଇଛି। ନରିଲୋ ଗାଁର ରଞ୍ଜିତ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ଘର ନିକଟରେ ଗତକାଲି କିଛି ନାଗ ସାପ ଖେଳୁଥିବା ଦେଖି ଲୋକେ ତାଙ୍କୁ ଖବର ଦେଇଥିଲେ। ଏହା ପରେ ରଞ୍ଜିତ, ତୁରନ୍ତ ସାପ ଧରାଳି ପ୍ରଫୁଲ୍ଲ ସ୍ୱାଇଁଙ୍କୁ ଖବର ଦେଇଥିଲେ। ଆଜି ସକାଳୁ ସାପ ଧରାଳି ପ୍ରଫୁଲ୍ଲ ଗାଁକୁ ଯାଇ ୨୦ଟି ନାଗ ସାପ ଛୁଆ ଧରିଥିଲେ। ଅଧିକ ସାପ ଥିବା ଆଶଙ୍କା କରି ରଞ୍ଜିତଙ୍କ ଘରର କାନ୍ଥ ଖୋଳା ଚାଲିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି।

 ପୂର୍ବରୁ ଭଦ୍ରକ ଜିଲ୍ଲା ଧାମନଗରରୁ ୧୩୦ରୁ ଅଧିକ  ନାଗସାପ ଛୁଆ  ଉଦ୍ଧାର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story