ସେବାୟତଙ୍କୁ ଦାନ ନଦେଇ ହୁଣ୍ଡିରେ ପକାଇବାକୁ ପରାମର୍ଶ

ପୁରୀ (ପ୍ରଦୀପ ମହାନ୍ତି): ଏଣିକି ଆଉ ଭକ୍ତ ଦେଉଥିବା ନୈବେଦ୍ୟ, ଶ୍ରଦ୍ଧାଞ୍ଜଳି, ଦାନ ଅର୍ଥ କିମ୍ବା ବସ୍ତୁ କୌଣସି ସେବକ କିମ୍ବା ତାଙ୍କର ସହଯୋଗୀ ଓ କର୍ମଚାରୀ ଗ୍ରହଣ କରିପାରିବେ ନାହିଁ। ଭକ୍ତମାନେ ସେବାୟତଙ୍କୁ ଦାନ ନଦେଇ ଏହାକୁ ଶ୍ରୀମନ୍ଦିର ହୁଣ୍ଡିରେ ପକାଇ ପାରିବେ। ଏହାସହ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ, ଶାଖା ଅଫିସ୍ ଏବଂ ସୂଚନା କେନ୍ଦ୍ରମାନଙ୍କରେ ଦାନ ଦେଇ ରସିଦ୍ ଗ୍ରହଣ କରିପାରିବେ। ଏପରି କିଛି ନିଷ୍ପତ୍ତି ଶ୍ରୀମନ୍ଦିର ପ୍ରଶାସନ ନେବା ସହ ଭକ୍ତଙ୍କୁ ପରାମର୍ଶ […]

jagannath-temple

jagannath-temple

Rakesh Mallick
  • Published: Friday, 08 June 2018
  • Updated: 08 June 2018, 11:23 PM IST

Sports

Latest News

ପୁରୀ (ପ୍ରଦୀପ ମହାନ୍ତି): ଏଣିକି ଆଉ ଭକ୍ତ ଦେଉଥିବା ନୈବେଦ୍ୟ, ଶ୍ରଦ୍ଧାଞ୍ଜଳି, ଦାନ ଅର୍ଥ କିମ୍ବା ବସ୍ତୁ କୌଣସି ସେବକ କିମ୍ବା ତାଙ୍କର ସହଯୋଗୀ ଓ କର୍ମଚାରୀ ଗ୍ରହଣ କରିପାରିବେ ନାହିଁ। ଭକ୍ତମାନେ ସେବାୟତଙ୍କୁ ଦାନ ନଦେଇ ଏହାକୁ ଶ୍ରୀମନ୍ଦିର ହୁଣ୍ଡିରେ ପକାଇ ପାରିବେ। ଏହାସହ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ, ଶାଖା ଅଫିସ୍ ଏବଂ ସୂଚନା କେନ୍ଦ୍ରମାନଙ୍କରେ ଦାନ ଦେଇ ରସିଦ୍ ଗ୍ରହଣ କରିପାରିବେ। ଏପରି କିଛି ନିଷ୍ପତ୍ତି ଶ୍ରୀମନ୍ଦିର ପ୍ରଶାସନ ନେବା ସହ ଭକ୍ତଙ୍କୁ ପରାମର୍ଶ ଦେଇଛନ୍ତି।

ଶ୍ରୀମନ୍ଦିରକୁ ଭକ୍ତ ଦେଉଥିବା ଦାନ ଓ ଭକ୍ତଙ୍କ ସୁରକ୍ଷା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଆଜି ଏପରି କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ସୁପ୍ରିମକୋର୍ଟଙ୍କ ଏ ସଂକ୍ରାନ୍ତ ଆଦେଶକୁ ସମସ୍ତ ନିଯୋଗଙ୍କୁ ଅବଗତ କରାଯିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

 ଲକର୍‌କୁ ଗଲା ୧୫ କେଜି ସୁନା

ବିଗତ ୨୩ ବର୍ଷ ଧରି ଭକ୍ତମାନେ ଶ୍ରୀମନ୍ଦିର ହୁଣ୍ଡିରେ ଦେଇଥିବା ଦାନକୁ ଆଜି ଏସ୍‌ବିଆଇ ଲକର୍‌ରେ ରଖାଯାଇଛି। ଦାନ ସୂତ୍ରରେ ମିଳିଥିବା ମୋଟ୍ ୧୫ କେଜିର ସୁନାକୁ ଆଜି ଲକର୍‌ରେ ରଖାଯାଇଛି। ପ୍ରତିଦିନ ସକେଳେ ଦାନ ସୂତ୍ରରେ ମିଳିଥିବା ଅଳଙ୍କା ଗଣତି ପରେ ବ୍ୟାଙ୍କ ଲକର୍‌ରେ ରଖିବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story