ଜମିଲାଣି ରାକ୍ଷୀ ବଜାର: ଏଥର ଷ୍ଟୋନ୍‌ ରାକ୍ଷୀର ଡିମାଣ୍ଡ ଅଧିକ

<p>ଆଉ ୬ ଦିନ ପରେ ରାକ୍ଷୀ ପୂର୍ଣ୍ଣିମା। ଭାଇ ଭଉଣୀ ସଂପର୍କକୁ ଉତ୍ସବର ସହ ପାଳିବାକୁ ଦିନଟିଏ। ଏଥିପାଇଁ ଭଉଣୀମାନେ ଭାଇମାନଙ୍କ ପାଇଁ ରାକ୍ଷୀ କିଣିବା ଆରମ୍ଭ କଲେଣି। ଧୀରେ ଧୀରେ ରାକ୍ଷୀ ଦୋକାନରେ ବଢ଼ିଲାଣି। ଭେରାଇଟି ଭେରାଇଟି ରାକ୍ଷୀ ଏଥର ଆସିଛି ରାକ୍ଷୀ ବଜାରକୁ।</p> <p>ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଦୋକାନୀ ବି ଚେଷ୍ଟା କରିଛନ୍ତି ବିଭିନ୍ନ କିସମର ରାକ୍ଷୀ ମଗେଇ ଦୋକାନରେ ରଖିବାକୁ। ଏହି ଅବସରରେ ଓଡ଼ିଶା ରିପୋର୍ଟର ଚେଷ୍ଟା କରିଥିଲା, ରାକ୍ଷୀ ବଜାରରେ ବୁଲି ବୁଲି ସ୍ଥିତି ଦେଖିବାକୁ। ଓଡ଼ିଶା ରିପୋର୍ଟ ପ୍ରତିନିଧି ବନ୍ଦନା ପଟ୍ଟନାୟକ ଭେଟିଥିଲେ କିଛି ରାକ୍ଷୀ ଦୋକାନୀଙ୍କୁ।</p>

Ordigital Desk
  • Published: Tuesday, 01 August 2017
  • Updated: 01 August 2017, 07:43 PM IST

Sports

Latest News

<p>ଆଉ ୬ ଦିନ ପରେ ରାକ୍ଷୀ ପୂର୍ଣ୍ଣିମା। ଭାଇ ଭଉଣୀ ସଂପର୍କକୁ ଉତ୍ସବର ସହ ପାଳିବାକୁ ଦିନଟିଏ। ଏଥିପାଇଁ ଭଉଣୀମାନେ ଭାଇମାନଙ୍କ ପାଇଁ ରାକ୍ଷୀ କିଣିବା ଆରମ୍ଭ କଲେଣି। ଧୀରେ ଧୀରେ ରାକ୍ଷୀ ଦୋକାନରେ ବଢ଼ିଲାଣି। ଭେରାଇଟି ଭେରାଇଟି ରାକ୍ଷୀ ଏଥର ଆସିଛି ରାକ୍ଷୀ ବଜାରକୁ।</p><p>ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଦୋକାନୀ ବି ଚେଷ୍ଟା କରିଛନ୍ତି ବିଭିନ୍ନ କିସମର ରାକ୍ଷୀ ମଗେଇ ଦୋକାନରେ ରଖିବାକୁ। ଏହି ଅବସରରେ ଓଡ଼ିଶା ରିପୋର୍ଟର ଚେଷ୍ଟା କରିଥିଲା, ରାକ୍ଷୀ ବଜାରରେ ବୁଲି ବୁଲି ସ୍ଥିତି ଦେଖିବାକୁ। ଓଡ଼ିଶା ରିପୋର୍ଟ ପ୍ରତିନିଧି ବନ୍ଦନା ପଟ୍ଟନାୟକ ଭେଟିଥିଲେ କିଛି ରାକ୍ଷୀ ଦୋକାନୀଙ୍କୁ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos