ଘରେ ହେଲମେଟ୍‌ ପିନ୍ଧି ରହୁଛନ୍ତି ଏ ପରିବାର: କାରଣ ଜାଣିଲେ ସାଲୁଟ୍‌ ମାରିବାକୁ ହେବ ଇଚ୍ଛା

ଦୁଇଚକିଆ ଗାଡି ଚଲାଇଥିବା ବେଳେ ହେଲମେଟ୍‌ ପିନ୍ଧିବା ନିହାତି ଜରୁରି। ଏଥିପାଇଁ ସବୁ ବେଳେ ସବୁ ଦେଶରେ ସଚେତନତା ସୃଷ୍ଟି କରାଯାଇଥାଏ। ହେଲମେଟ୍‌ ପିନ୍ଦି ଗାଡି ଚଲାଇବା ଜୀବନ ସୁରକ୍ଷାର ଏକ ମନ୍ତ୍ର। ହେଲେ ବହୁତ ଲୋକ ଏହାକୁ ପାଳନ କରି ନଥାନ୍ତି। ଏହା ସତ୍ତ୍ୱେ ଭାରତ ପରି ଦେଶରେ ବହୁ ଲୋକ ହେଲମେଟ୍‌ ବିନା ଗାଡି ଧରି ବାହାରି ଯାଇଥାନ୍ତି। ହେଲେ ଆମେ ଆଜି ଆପଣଙ୍କୁ ଏପରି ଏକ ପରିବାର କଥା କହିବାକୁ ଯାଉଛି, ଯେଉଁ […]

helmet

helmet

Rakesh Mallick
  • Published: Thursday, 10 August 2017
  • Updated: 10 August 2017, 10:32 PM IST

Sports

Latest News

ଦୁଇଚକିଆ ଗାଡି ଚଲାଇଥିବା ବେଳେ ହେଲମେଟ୍‌ ପିନ୍ଧିବା ନିହାତି ଜରୁରି। ଏଥିପାଇଁ ସବୁ ବେଳେ ସବୁ ଦେଶରେ ସଚେତନତା ସୃଷ୍ଟି କରାଯାଇଥାଏ। ହେଲମେଟ୍‌ ପିନ୍ଦି ଗାଡି ଚଲାଇବା ଜୀବନ ସୁରକ୍ଷାର ଏକ ମନ୍ତ୍ର। ହେଲେ ବହୁତ ଲୋକ ଏହାକୁ ପାଳନ କରି ନଥାନ୍ତି। ଏହା ସତ୍ତ୍ୱେ ଭାରତ ପରି ଦେଶରେ ବହୁ ଲୋକ ହେଲମେଟ୍‌ ବିନା ଗାଡି ଧରି ବାହାରି ଯାଇଥାନ୍ତି। ହେଲେ ଆମେ ଆଜି ଆପଣଙ୍କୁ ଏପରି ଏକ ପରିବାର କଥା କହିବାକୁ ଯାଉଛି, ଯେଉଁ ପରିବାରର ପ୍ରତ୍ୟେକ ସଦସ୍ୟ ଘରେ ମଧ୍ୟ ୨୪ ଘଣ୍ଟା ହେଲମେଟ୍‌ ପିନ୍ଧି ରହିଥାନ୍ତି। ଏବେ ଆପଣ ଭାବୁଥିବେ ଏହି ପରିବାରର ଲୋକେ ବୋଧହୁଏ ପାଗଳ ହୋଇଯାଇଛନ୍ତି। ନହେଲେ କିଏ କାହିଁକି ଏପରି ହେଲମେଟ୍‌ ପିନ୍ଧି ଘରେ ରହିବେ। ହେଲେ ଏହି ପରିବାର ଏପରି କରିବାର କାରଣ ଜାଣିଲେ ଯେ କେହି ବି ସେମାନଙ୍କୁ ସାଲୁଟ୍‌ ମାରିବ। ଆସନ୍ତୁ ଜାଣିବା ଟେକ୍ସର ସାନ ଆଣ୍ଟୋନିଆରେ ରହୁଥିବା ଏହି ପରିବାର ସମ୍ପର୍କରେ।

ଏହି ପରିବାରରେ ଅଛି ଏକ ଚାରି ମାସର ଶିଶୁ ଜୋନ୍ସ। ଜୋନ୍ସ ଏକ ଭୟଙ୍କର ରୋଗରେ Plagiocephaly ରେ ପୀଡିତ। ଏହି ରେଗ ହେବା ଦ୍ୱାରା ପିଲାଟିର ମୁଣ୍ଡ ବୟସ ତୁଳନାରେ ଅଧିକ ବଢିବାରେ ଲାଗିଥାଏ। ଯଦି ଜୋନ୍ସ ହେଲମେଟ ପିନ୍ଧି ରୁହେ ତେବେ ତାର ସ୍ଥିତିରେ ସୁଧାର ଆସିବ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଥିଲେ। ୩ରୁ ୬ ମାସ ପର୍ଯ୍ୟନ୍ତ ଜୋନ୍ସକୁ ଏପରି ହେଲମେଣ୍ଟ ପିନ୍ଧିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ପ୍ରଥମେ ଘରେ କେବଳ ଜୋନ୍ସକୁ ହିଁ ହେଲମେଟ ପିନ୍ଧା ଯାଉଥିଲା। ଦିନେ ଜୋନ୍ସର ୩ ବର୍ଷର ଭଉଣୀ ଘରେ ଏକ ହେଲମେଟ୍‌ ପିନ୍ଧି ନିଜ କାମ କରୁଥିବା ଦେଖିବାକୁ ମିଳିଥିଲା। ଭାଇ ପାଇଁ ଭଉଣୀର ଏହି ଉଦ୍ୟମ ଦେଖି ଘର ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଛୋଟ ପିଲାର ଏତେ ଭଲ ବିଚାର ଦେଖି ସମସ୍ତେ ତା’ର ଉଦ୍ୟମକୁ ପ୍ରଶଂସା କରିବା ସହ ଏଥିରେ ସାମିଲ ହୋଇଯାଇଥିଲେ। ଏବେ ପୁରା ପରିବାର ଘରେ ବି ହେଲମେଟ୍‌ ପିନ୍ଧି ରହୁଛନ୍ତି। ଭବିଷ୍ୟତରେ ମଧ୍ୟ ସେମାନେ ଏମତି ହେଲମେଟ ପିନ୍ଧି ରହିବେ ବୋଲି ନିଷ୍ପତ୍ତି ନେଇଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story