ନିଷ୍ଠା ଥିଲେ ପ୍ରତିଷ୍ଠା ଆସେ, ପରୀକ୍ଷା ଋତୁର ଅସଲି ହିରୋ: କାହାଣୀ ପଢନ୍ତୁ ପେଟ ପୂରି ଯିବ

ଭାରତରେ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀମାନେ ଏହାକୁ ତାଙ୍କ ଜୀବନର ସବୁଠୁ ମୂଲ୍ୟବାନ ସୋପାନ ବୋଲି ମାନିଥାନ୍ତି। କାରଣ ଏହି ପରୀକ୍ଷାର ସଫଳତା ହିଁ ତାଙ୍କ କ୍ୟାରିୟରକୁ ଦିଶା ଦେଇଥାଏ। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଚଳିତ ପରୀକ୍ଷାରେ ଏମିତି କିଛି ପ୍ରତିଭାବାନ ପରୀକ୍ଷାର୍ଥୀ ସମ୍ନାଙ୍କୁ ଆସିଛନ୍ତି, ଯେଉଁମାନେ ତାଙ୍କ ଜୀବନରେ ଏନେକ ଦୁଖଃକଷ୍ଟକୁ ପଛରେ ପକାଇ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଛନ୍ତି। ଯାହା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାର ଉତ୍ସ […]

sucess1

sucess1

Rakesh Mallick
  • Published: Tuesday, 06 June 2017
  • Updated: 06 June 2017, 07:55 PM IST

Sports

Latest News

ଭାରତରେ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀମାନେ ଏହାକୁ ତାଙ୍କ ଜୀବନର ସବୁଠୁ ମୂଲ୍ୟବାନ ସୋପାନ ବୋଲି ମାନିଥାନ୍ତି। କାରଣ ଏହି ପରୀକ୍ଷାର ସଫଳତା ହିଁ ତାଙ୍କ କ୍ୟାରିୟରକୁ ଦିଶା ଦେଇଥାଏ। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଚଳିତ ପରୀକ୍ଷାରେ ଏମିତି କିଛି ପ୍ରତିଭାବାନ ପରୀକ୍ଷାର୍ଥୀ ସମ୍ନାଙ୍କୁ ଆସିଛନ୍ତି, ଯେଉଁମାନେ ତାଙ୍କ ଜୀବନରେ ଏନେକ ଦୁଖଃକଷ୍ଟକୁ ପଛରେ ପକାଇ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଛନ୍ତି। ଯାହା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ପାଲଟିଛି।

୧-ରାଞ୍ଚିର ଡିପିଏସ୍‌ରେ ପଢୁଥିବା ଜଣେ ଛାତ୍ର ହେଉଛନ୍ତି ତୁଷାର ରିଷି। ସେ କ୍ୟାନସର ଭଳି ମାରାତ୍ମକ ରୋଗରେ ଶିକାର। କିନ୍ତୁ ଏଥର ଦ୍ୱାଦଶ ପରୀକ୍ଷାରେ ସେ ଦୃଢ ନିଷ୍ଠା ବଳରେ ୯୫ ପ୍ରତିଶତ ମାର୍କ ରଖି ସମସ୍ତଙ୍କୁ ଚକିତ କରିଛନ୍ତି।  ସେ ଦି ପେସେଣ୍ଟ ପେସେଣ୍ଟ ନାମକ ଏକ ବହି ମଧ୍ୟ ଲେଖିଛନ୍ତି।

୨-ଆଉ ଜଣେ ଦିବ୍ୟାଙ୍ଗ ଛାତ୍ର ହେଲେ ପଶ୍ଚିମବଙ୍ଗର ତୁହିନ୍ ଦେ। ସେ ଦଶମ ବୋର୍ଡରେ ୮୮ ପ୍ରତିଶତ ମାର୍କ ରଖିଛନ୍ତି। ୯୦ ପ୍ରତିଶତ ଦିବ୍ୟାଙ୍ଗ ଏହି ଛାତ୍ରଙ୍କର ହାତ ନ ଥିବା ବେଳେ ସେ ନିଜ ପାଟିରେ ଲେଖି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।

୩- ଆଉ ଜଣେ ଛାତ୍ର ହେଲେ ବିବେକ ଅଗ୍ରୱାଲ। କୋଲକାତାର ଏହି ଛାତ୍ର ଜଣଙ୍କ ତାଙ୍କ ବାପାଙ୍କୁ କାମରେ ସାହାଯ୍ୟ କରିବା ସହ ପାଠ ପଢି ଦଶମ ବୋର୍ଡରେ ୮୭ ପ୍ରତିଶତ ମାର୍କ ରଖିଛନ୍ତି। ତାଙ୍କ ବାପ ରାସ୍ତାକଡ଼ରେ ପୋଡା ମକା ବିକ୍ରିକରି ତାଙ୍କ ପରିବାରର ଭରଣପୋଷଣ କରିଥାନ୍ତି। ଯେଉଁଥିରେ ବିବେକ ସବୁଦିନ ବାପାଙ୍କୁ କାମରେ ସହାୟତା କରିଥାନ୍ତି।

୪-ଲକ୍ଷ୍ନୌର ରିୟାଜ୍‌ ଅହମଦ୍‌। ଏହି ଛାତ୍ର ଜଣକ ଦ୍ୱାଦଶ ପରୀକ୍ଷାରେ ୭୯ ପ୍ରତିଶତ ମାର୍କ ରଖିଛନ୍ତି। ଯେତେବେଳେ ଛୋଟ ଥିଲେ ଟ୍ରେନ୍‌ ଦୁର୍ଘଟଣାରେ ତାଙ୍କର ଦୁଇଟି ହାତ କଟିଯାଇଥିଲା ଫଳରେ ସେ ଗୋଡରେ ଲେଖି ଏହି କୃତିତ୍ୱ ପାଇଛନ୍ତି।

୫- ଜଣେ ଅଟୋ ଡ୍ରାଇଭରଙ୍କ ପୁଅ ଦ୍ୱାଦଶ ପରୀକ୍ଷାରେ ୯୮ ପ୍ରତିଶତ ମାର୍କ ରଖି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଅଜୟ ରାଜ ନାମକ ଏହି ଛାତ୍ରଜଣକ ମଧ୍ୟ ଜନ୍ମରୁ ଦୃଷ୍ଟିଶକ୍ତି ହରାଇଛନ୍ତି। ଦୃଷ୍ଟିହୀନ ହୋଇ ମଧ୍ୟ ନିଜ ଚେଷ୍ଟା ଓ ପରିଶ୍ରମ ବଳରେ ସେ ଏଭଳି କୃତିତ୍ୱ ଲାଭ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story