ରାଜ୍ୟଗୋଷ୍ଠୀ କ୍ରୀଡ଼ା: ବକ୍ସିଂ ଓ ସୁଟିଂରେ ଭାରତକୁ ମିଳିଲା ୩ ସ୍ୱର୍ଣ୍ଣ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦଶମ ଦିନରେ ଭାରତକୁ ୩ଟି ସ୍ୱର୍ଣ୍ଣ ପଦକ ମିଳିଛି।  ବକ୍ସିଂରେ ମେରିକମ୍ ଓ ଗୌରବ ସୋଲାଙ୍କି  ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହପିରି ସୁଟିଂରେ ସଞ୍ଜୀବ ରାଜପୁତ ସ୍ୱର୍ଣ୍ଣ ଜିଣିଛନ୍ତି। ଆଜି ବକ୍ସିଂର ୪୮କେଜି ବର୍ଗରେ ମେରିକମ୍ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ଜିତିଛନ୍ତି। ନର୍ଥନ ଆୟରଲାଣ୍ଡର କ୍ରିଷ୍ଟିନା ଓହାରାଙ୍କୁ ୫-୦ରେ ପରାସ୍ତ କରି ମେରିକମ୍‌ ଏହି ସଫଳତା ପାଇଛନ୍ତି। ପୂର୍ବରୁ  ମେରିକମ୍ ୫ଥର ୱାଲର୍ଡ ଚାମ୍ପିୟନ […]

common

common

Rakesh Mallick
  • Published: Saturday, 14 April 2018
  • Updated: 14 April 2018, 10:52 AM IST

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦଶମ ଦିନରେ ଭାରତକୁ ୩ଟି ସ୍ୱର୍ଣ୍ଣ ପଦକ ମିଳିଛି।  ବକ୍ସିଂରେ ମେରିକମ୍ ଓ ଗୌରବ ସୋଲାଙ୍କି  ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହପିରି ସୁଟିଂରେ ସଞ୍ଜୀବ ରାଜପୁତ ସ୍ୱର୍ଣ୍ଣ ଜିଣିଛନ୍ତି।

ଆଜି ବକ୍ସିଂର ୪୮କେଜି ବର୍ଗରେ ମେରିକମ୍ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ଜିତିଛନ୍ତି। ନର୍ଥନ ଆୟରଲାଣ୍ଡର କ୍ରିଷ୍ଟିନା ଓହାରାଙ୍କୁ ୫-୦ରେ ପରାସ୍ତ କରି ମେରିକମ୍‌ ଏହି ସଫଳତା ପାଇଛନ୍ତି। ପୂର୍ବରୁ  ମେରିକମ୍ ୫ଥର ୱାଲର୍ଡ ଚାମ୍ପିୟନ ହୋଇଥିଲେ ମଧ୍ୟ ପ୍ରଥମଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ଜିତିଛନ୍ତି।

ବକ୍ସିଂର ୫୨କେଜି ବର୍ଗରେ ଗୌରବ ସୋଲାଙ୍କି ସ୍ୱର୍ଣ୍ଣପଦକ ହାତେଇଛନ୍ତି। ୪୯କେଜି ବର୍ଗରେ ଅମିତ ଫଙ୍ଗଲ୍ ରୌପ୍ୟ ପଦକ ଜିତିଛନ୍ତି। ଆଜି ବକ୍ସିଂରେ ଆହୁରି ପଦକ ମିଳିବାର ସମ୍ଭାବନା ରହିଛି।  ୫୦ମିଟର ରାଇଫଲ ସୁଟିଂରେ ସଞ୍ଜୀବ ରାଜପୁତ ଭାରତ ପାଇଁ ଆଜି ତୃତୀୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। 

ମହିଳା ହକିର ବ୍ରୋଞ୍ଜ ପଦକ ପାଇଁ ହୋଇଥିବା ମ୍ୟାଚରେ  ଭାରତୀୟ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଇଂଲଣ୍ଡ ୬-୦ଗୋଲରେ ଭାରତକୁ ପରାସ୍ତ କରିଛି। ଅନ୍ୟପକ୍ଷରେ ଭାରତୀୟ ପୁରୁଷ ଦଳ ମଧ୍ୟ ଆଜି ବ୍ରୋଞ୍ଚ ପଦକ ପାଇଁ ପଡିଆକୁ ଓହ୍ଲାଇବ।  ଏହି ମ୍ୟାଚ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ଭାରତ ବର୍ତ୍ତମାନ ସୁଦ୍ଧା ୨୦ଟି ସ୍ୱର୍ଣ୍ଣ ପଦକ ସହ ତୃତୀୟ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story