ବଡ଼ ଉପକାରୀ ଚାଉଳ ପାଣି; କ’ଣ କରିପାରେ ପଢ଼ନ୍ତୁ

ଚାଉଳ ପାଣି ଶରୀର ପାଇଁ ବଡ଼ ଉପକାରୀ। ଏହା ମୁହଁର ଚମକ ବଢାଇବା ସହିତ ତ୍ୱଚା ସହିତ ଜଡ଼ିତ ଅନେକ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଜାପାନରେ ଲୋକେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଚାଉଳ ପାଣିର ବ୍ୟବହାର କରନ୍ତି। ଚାଉଳ ପାଣି ପ୍ରାକୃତିକ ଉପାୟରେ ସୌନ୍ଦର୍ଯ୍ୟ ବୃଦ୍ଧିରେ ସାହାଯ୍ୟ କରେ। ତା’ହେଲେ ଆସନ୍ତୁ ଜାଣିବା ଚାଉଳ ପାଣିର ବ୍ୟବହାର କରି ନିଜ ମୁହଁ ଓ ତ୍ୱଚାର ଚମକ କିପରି ବଢାଇପାରିବେ। ଚାଉଳକୁ ପାଣିରେ ୧୦ରୁ ୧୫ […]

rice-water

rice-water

Rakesh Mallick
  • Published: Friday, 18 May 2018
  • Updated: 18 May 2018, 06:16 PM IST

Sports

Latest News

ଚାଉଳ ପାଣି ଶରୀର ପାଇଁ ବଡ଼ ଉପକାରୀ। ଏହା ମୁହଁର ଚମକ ବଢାଇବା ସହିତ ତ୍ୱଚା ସହିତ ଜଡ଼ିତ ଅନେକ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଜାପାନରେ ଲୋକେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଚାଉଳ ପାଣିର ବ୍ୟବହାର କରନ୍ତି। ଚାଉଳ ପାଣି ପ୍ରାକୃତିକ ଉପାୟରେ ସୌନ୍ଦର୍ଯ୍ୟ ବୃଦ୍ଧିରେ ସାହାଯ୍ୟ କରେ। ତା’ହେଲେ ଆସନ୍ତୁ ଜାଣିବା ଚାଉଳ ପାଣିର ବ୍ୟବହାର କରି ନିଜ ମୁହଁ ଓ ତ୍ୱଚାର ଚମକ କିପରି ବଢାଇପାରିବେ।

  • ଚାଉଳକୁ ପାଣିରେ ୧୦ରୁ ୧୫ ମିନିଟ ବୁଡାଇ ରଖନ୍ତୁ । ପାଣିର ରଙ୍ଗ ଧଳା ହୋଇଯିବା ପରେ ପାଣିକୁ ନିଗାଡି ମୁହଁରେ ଲଗାନ୍ତୁ ।
  • ଚାଉଳ ପାଣିକୁ ନାଚୁରାଲ ସ୍କିନ୍‌ ଟୋନର ଭାବେ ବ୍ୟବହାର କରିପାରିବେ। ଏହା ତ୍ୱଚାକୁ କୋମଳ ଓ ଚମକ ପ୍ରଦାନ କରେ। ନିୟମିତ ଏହି ପାଣିରେ ମୁହଁ ସଫା କରନ୍ତୁ।
  • ଚାଉଳକୁ ପାଣିରେ ଫୁଟାନ୍ତୁ। ପାଣି ଥଣ୍ଡା ହୋଇଯିବା ପରେ ଏକ୍‌ଜିମା ହୋଇଥିବା ସ୍ଥାନରେ ଲଗାନ୍ତୁ। ଫାଇଦା ମିଳିବ।
  • ଶୁଷ୍କ ତ୍ୱଚା ହୋଇଥିଲେ ନିୟମିତ ଚାଉଳ ଧୁଆ ପାଣି ଲଗାନ୍ତୁ ।
  • ତ୍ୱଚା ସହ କେଶ ପାଇଁ ମଧ୍ୟ ଚାଉଳ ପାଣି ଲାଭକାରୀ। ପତଳା କେଶ ପାଇଁ ଚିନ୍ତିତ। ତେବେ ଏହି ପାଣି କେଶରେ ଲଗାଇ ୨୦ ମିନିଟ ରଖନ୍ତୁ। ଏହା ପରେ ଥଣ୍ଡା ପାଣିରେ କେଶ ଧୁଅନ୍ତୁ। କେଶରେ ଚମକ ଆସିଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story