ଖାଇ ସାରିବା ପରେ ହାତ ଚାଟୁଛନ୍ତି କି? ଜାଣନ୍ତୁ କ’ଣ ହେବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେତେକ ଲୋକ ବିଭିନ୍ନ ପ୍ରକାର ଖାଦ୍ୟ ଖାଇବାକୁ ଭଲ ପାଆନ୍ତି। ସ୍ୱାଦିଷ୍ଟ ଖାଦ୍ୟ ମିଳିଗଲେ ହାତକୁ ଚାଟି ଖାଆନ୍ତି। କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ଖାଇ ସାରିବା ପରେ ହାତ ଚାଟିବାକୁ ଭଲ ଲାଗେ। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଖାଦ୍ୟ ଖାଇସାରିବା ପରେ ହାତର ଆଗପଟ ଚାଟନ୍ତୁ, କିନ୍ତୁ ପଛପଟ କେବେ ଚାଟନ୍ତୁ ନାହିଁ। ଏହାଦ୍ୱାରା ଖାଦ୍ୟର ଅପମାନ ହୋଇଥାଏ ଓ ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି। ଖାଦ୍ୟର ଅଭାବ ମଧ୍ୟ ଦେଖାଦେଇଥାଏ। ଏଥିସହ ଆପଣ […]

eatingfood

eatingfood

Rakesh Mallick
  • Published: Thursday, 15 February 2018
  • Updated: 15 February 2018, 01:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେତେକ ଲୋକ ବିଭିନ୍ନ ପ୍ରକାର ଖାଦ୍ୟ ଖାଇବାକୁ ଭଲ ପାଆନ୍ତି। ସ୍ୱାଦିଷ୍ଟ ଖାଦ୍ୟ ମିଳିଗଲେ ହାତକୁ ଚାଟି ଖାଆନ୍ତି। କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ଖାଇ ସାରିବା ପରେ ହାତ ଚାଟିବାକୁ ଭଲ ଲାଗେ। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଖାଦ୍ୟ ଖାଇସାରିବା ପରେ ହାତର ଆଗପଟ ଚାଟନ୍ତୁ, କିନ୍ତୁ ପଛପଟ କେବେ ଚାଟନ୍ତୁ ନାହିଁ। ଏହାଦ୍ୱାରା ଖାଦ୍ୟର ଅପମାନ ହୋଇଥାଏ ଓ ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି। ଖାଦ୍ୟର ଅଭାବ ମଧ୍ୟ ଦେଖାଦେଇଥାଏ। ଏଥିସହ ଆପଣ ନଖ କାଟିବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। ଘର ଭିତରେ ନଖ କାଟନ୍ତୁ ନାହିଁ। ଘର ବାହାରେ ଲୋକେ ଚଲାବୁଲା ନକରୁଥିବା ସ୍ଥାନ ମାନଙ୍କରେ ନଖ କାଟନ୍ତୁ। (ଦେଖନ୍ତୁ ଭିଡିଓ)

https://www.youtube.com/watch?v=DfXsMr2WwAY&list=PLSItThInuALsR3zhPtcvN27BHifeAaF98&index=1

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story