ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଅନେକ ଲୋକ ବ୍ୟବସାୟ କରନ୍ତି। କିଛିଲୋକ ବଡ ବ୍ୟବସାୟ କରନ୍ତି ତ କେହି ଛୋଟ ଦୋକାନ କରି ନିଜ ପେଟ ପୋଷନ୍ତି। ସମସ୍ତେ ଚାହାଁନ୍ତି ତାଙ୍କ ବ୍ୟବସାୟ ଆଗକୁ ବଢୁ, ବ୍ୟବସାୟରେ ଲାଭ ମିଳୁ। ବ୍ୟବସାୟରେ ଲାଭ ପାଇବା ପାଇଁ କିଛି ଲୋକ ପୂଜାପାଠ କରିଥାନ୍ତି। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଯେଉଁ ଲୋକମାନେ ଦୋକାନ କରିଛନ୍ତି, ସେମାନେ ଦୋକାନ ବାହାରେ ଏକ ସ୍ୱସ୍ତିକ ଚିହ୍ନ ଆଙ୍କନ କରନ୍ତୁ। ସ୍ୱସ୍ତିକର ଚାରିପଟ ବିଷ୍ଣୁଙ୍କର ଚାରିବାହୁ ସହ ସମାନ ବୋଲି କୁହାଯାଏ। ଏହି ଚିହ୍ନ ଦୋକାନ ବାହାର ଆଙ୍କିବା ଦ୍ୱାରା ବ୍ୟାପାରରେ ଲାଭ ମିଳିବା ସହ ବ୍ୟବସାୟ ଉପରେ ଖରାପ ଦୃଷ୍ଟି ପଡି ନଥାଏ।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।