ଚଷମା ପିନ୍ଧି କଳା ଦାଗ ପଡୁଛି ? ଆପଣାନ୍ତୁ କିଛି ଘରୋଇ ଉପାୟ

ଚଷମା ପିନ୍ଧିବା ଆଜିକା ସମୟର ଏକ ଟ୍ରେଣ୍ଡ୍‌ ପାଲଟି ଗଲାଣି। ପୁଅ ହେଉ ଅବା ଝିଅ ଯାହାକୁ ଦେଖିବେ ଚଷମା ପିନ୍ଧି ଥିବାର ପାଇବେ। ଭଲ ଇମ୍ପ୍ରେସନ ଜମା‍ଇବାକୁ ହେଉ  ଅବା ଷ୍ଟାଇଲିସ୍‌ ଦିଶିବା ଲାଗି ଅଥବା ଆଖି ଖରାପ ଥିଲେ ସମସ୍ତେ ଚଷମା ପିନ୍ଧିଥାନ୍ତି। କିନ୍ତୁ ଚଷମା ପିନ୍ଧିବା ପରେ ନାକରେ ଦାଗ ପଡିଥାଏ ଓ ଏହା ବହୁତ ଖରାପ ଦିଶିଥାଏ। ଯଦି ଆପଣ ମଧ୍ୟ ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ କିଛି ଘରୋଇ […]

chashma

chashma

Rakesh Mallick
  • Published: Tuesday, 27 March 2018
  • Updated: 27 March 2018, 11:38 AM IST

Sports

Latest News

ଚଷମା ପିନ୍ଧିବା ଆଜିକା ସମୟର ଏକ ଟ୍ରେଣ୍ଡ୍‌ ପାଲଟି ଗଲାଣି। ପୁଅ ହେଉ ଅବା ଝିଅ ଯାହାକୁ ଦେଖିବେ ଚଷମା ପିନ୍ଧି ଥିବାର ପାଇବେ। ଭଲ ଇମ୍ପ୍ରେସନ ଜମା‍ଇବାକୁ ହେଉ  ଅବା ଷ୍ଟାଇଲିସ୍‌ ଦିଶିବା ଲାଗି ଅଥବା ଆଖି ଖରାପ ଥିଲେ ସମସ୍ତେ ଚଷମା ପିନ୍ଧିଥାନ୍ତି। କିନ୍ତୁ ଚଷମା ପିନ୍ଧିବା ପରେ ନାକରେ ଦାଗ ପଡିଥାଏ ଓ ଏହା ବହୁତ ଖରାପ ଦିଶିଥାଏ। ଯଦି ଆପଣ ମଧ୍ୟ ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ କିଛି ଘରୋଇ ଉପାୟ ରହିଛି, ଯାହାକୁ ଆପଣେଇଲେ ଏହି ଦାଗରୁ ମୁକ୍ତି ପାଇପାରିବେ। ଆସନ୍ତୁ ଜାଣିବା ଉପାୟ ଗୁଡିକ ବିଷୟରେ।glass୧. ବାଦାମ ତେଲରେ ଭିଟାମିନ ‘ଇ’ ରହିଛି। ଏହା ତ୍ୱଚାର ଦାଗ ଦୂର କରିବାରେ ସାହାଯ୍ୟ କରେ। ମୁହଁରେ ଚଷମା ପିନ୍ଧି ଦାଗ ପଡିଯାଇଥିଲେ ବାଦାମ ତେଲ ମାଲିସ କରନ୍ତୁ। କିଛିଦିନ ପରେ ଦାଗ ଦୂରେଇଯିବ।

୨. ଘି କୁଆଁରୀ ତ୍ୱଚା ପାଇଁ ବହୁତ ଭଲ। ଏହା କେବଳ ତ୍ୱଚାକୁ କୋମଳ କରେ ନାହିଁ ତ୍ୱଚା ମଧ୍ୟରେ ଥିବା ମଇଳା ବାହାର କରିଦିଏ। ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଓ ପୋଷକ ତତ୍ତ୍ୱ ଦାଗ ଦୂର କରେ। ନାକରେ ଚଷମା ଦାଗ ଦୂର କରିବା ପାଇଁ ଶୋଇବା ପୂର୍ବରୁ ଘି କୁଆଁରୀ ରସ ଲଗାଇ ଶୁଅନ୍ତୁ।

୩. ଲେମ୍ବୁରେ ଭିଟାମିନ୍‌ ‘ସି’ ରହିଛି। ଏଥିରେ ଥିବା ବ୍ଲିଚିଂ ଗୁଣ କଳା ଦାଗକୁ ଦୂର କରିବାରେ ସାହାଯ୍ୟ କରେ। ଲେମ୍ବୁ ରସରେ ୧ ଚାମଚ ପାଣି ମିଶାଇ ତୁଳା ସାହାଯ୍ୟରେ ନାକରେ ଲଗାଇ କିଛି ସମୟ ପରେ ଥଣ୍ଡା ପାଣିରେ ମୁହଁ ଧୋଇଦିଅନ୍ତୁ। ନାକରେ ଖଣ୍ଡିଆ ହୋଇଥିଲେ ଲେମ୍ବୁ ରସ ଲଗାଇବେ ନାହିଁ।

୪. କଞ୍ଚା କ୍ଷୀର ଦାଗ ଦୂର କରିବାରେ ସାହାଯ୍ୟ କରିଥାଏ। ଏଥିଲାଗି ଆପଣ ଦାଗ ସ୍ଥାନରେ କଞ୍ଚା କ୍ଷୀର ଲଗାପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story