ଭୁବନେଶ୍ୱର(ଓଡିଶା ରିପୋର୍ଟର): ବୟସ ବଢିଲେ ବିବାହ କଥା ଚିନ୍ତା କରାଯାଏ। ଭଲ ପ୍ରସ୍ତାବ ଗୋଟେ ମିଳିବା ଓ ବିବାହ ଠିକ୍ ହେବା ପାଇଁ କିଛି ସମୟ ଲାଗେ। କିଛି ଲୋକଙ୍କ କ୍ଷେତ୍ରରେ ବିବାହ ଯୋଗ ବିଳମ୍ବରେ ଆସିଥାଏ। ସବୁ ଠିକ୍ ହୋଇ ମଧ୍ୟ ବାରମ୍ବାର ବିବାହ ଭାଙ୍ଗିଯାଏ। ଶାସ୍ତ୍ରବିତ୍ଙ୍କ କହିବା ଅନୁଯାୟୀ ଯଦି ବିବାହରେ ବିଲମ୍ବ ହେଉଛି ଏବଂ ପ୍ରସ୍ତାବ ବାରମ୍ବାର ଭାଙ୍ଗୁଛି ତେବେ ଚିନ୍ତା କରନ୍ତୁ ନାହିଁ। ଏହି ସମସ୍ୟାର ସମାଧାନ ପାଇଁ ଏକ ଉପାୟ ରହିଛି। ଗୋଟେ କର୍ପୁର ଆଣି ଗାଧୋଇବା ଘରେ ରଖନ୍ତୁ। ସେହି କର୍ପୁର ଉଡିଯିବା ପରେ ଆଉ ଏକ କର୍ପୁର ଆଣି ସେଠାରେ ରଖନ୍ତୁ। ଏହାଦ୍ୱାରା ଦେଖିବେ ଧିରେ ଧିରେ ବିବାହ ସମସ୍ୟା ଦୂରଇଯିବ। ଏପରି କରିବା ଦ୍ୱାରା କାଳସର୍ପ ଦୋଷ ମଧ୍ୟ ତୁଟିଯିବ।
ବିବାହରେ ବିଳମ୍ବ ହେଉଛି କି?

Previous Articleଆଜି କିଛି ସ୍ଥାନରେ ହୋଇପାରେ କାଳବୈଶାଖୀ; ପବନର ବେଗ ରହିବ ୫୦ରୁ ୬୦ କି.ମି.