୨୦୧୮ ବର୍ଷ ଲାଗି ୮୨ ହଜାର ପଦପଦବୀ ପାଇଁ ଚାକିରି ଉପଲବ୍ଧ, ପଢନ୍ତୁ ଆବେଦନ କରନ୍ତୁ 

ଭୁବନେଶ୍ୱର: ଚାକିରୀ ସନ୍ଧାନରେ ଅଛନ୍ତିକି? ତେବେ ୨୦୧୮ ବର୍ଷ ପାଇଁ ୮୨,୬୫୯ଟି ପୋଷ୍ଟ ଖାଲି ରହିଛି। ଏହି ପଦବି ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ଉର୍ଦ୍ଧିଷ୍ଟ । ସରକାରୀ କ୍ଷେତ୍ରରେ ରେଲୱେ, ଇଞ୍ଜିନିୟର, ସେନା ଏବଂ ବ୍ୟାଙ୍କି ସେକ୍ଟରରେ ବିଭିନ୍ନ ପଦବି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ତା’ଛଡ଼ା ଏସ୍‌ଏସ୍‌ସି, ୟୁପିଏସସି, ବିଭିନ୍ନ ସରକାରୀ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ମଧ୍ୟ ଚାକିରୀ ଉପଲବ୍ଧ ରହିଛି।   ସେହିପରି ବେସରକାରୀ କ୍ଷେତ୍ରରେ ଏମ୍‌ବିଏ , ଆଇଟିଆଇ ଆଦି କ୍ଷେତ୍ରରେ […]

p-111

p-111

Rakesh Mallick
  • Published: Sunday, 24 December 2017
  • Updated: 24 December 2017, 12:48 PM IST

Sports

Latest News

ଭୁବନେଶ୍ୱର: ଚାକିରୀ ସନ୍ଧାନରେ ଅଛନ୍ତିକି? ତେବେ ୨୦୧୮ ବର୍ଷ ପାଇଁ ୮୨,୬୫୯ଟି ପୋଷ୍ଟ ଖାଲି ରହିଛି। ଏହି ପଦବି ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ଉର୍ଦ୍ଧିଷ୍ଟ । ସରକାରୀ କ୍ଷେତ୍ରରେ ରେଲୱେ, ଇଞ୍ଜିନିୟର, ସେନା ଏବଂ ବ୍ୟାଙ୍କି ସେକ୍ଟରରେ ବିଭିନ୍ନ ପଦବି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ତା’ଛଡ଼ା ଏସ୍‌ଏସ୍‌ସି, ୟୁପିଏସସି, ବିଭିନ୍ନ ସରକାରୀ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ମଧ୍ୟ ଚାକିରୀ ଉପଲବ୍ଧ ରହିଛି।   ସେହିପରି ବେସରକାରୀ କ୍ଷେତ୍ରରେ ଏମ୍‌ବିଏ , ଆଇଟିଆଇ ଆଦି କ୍ଷେତ୍ରରେ ନିଯୁକ୍ତି ପ୍ରକାଶ ପାଇଛି।  ତେବେ ଶିକ୍ଷାଗତ ଯୋଗ୍ୟତା ଦଶମରୁ ଆରମ୍ଭ କରି  ଡିଗ୍ରୀ ଏବଂ ଅନ୍ୟାନ୍ୟ ପାଠ୍ୟକ୍ରମ ପାଇଁ ଚାକିରୀ ଉପଲବ୍ଧ ରହିଛି।

ସେହିପରି ବିଭିନ୍ନ ପଦପଦବୀ ପାଇଁ ଭିନ୍ନ ଭିନ୍ନ ତାରିଖ ରହିଛି। ଏ ବିଷୟରେ ଆପଣ ସମ୍ପୂର୍ଣ୍ଣ ଅବଗତ ହେବାକୁ ହେଲେ https://www.fresherslive.com/govt-jobs  ଏହି ୱେବସାଇଟ୍‌କୁ ଫଲୋ କରିବାକୁ ପଡ଼ିବ। ଏହି ୱେବସାଇଟ୍‌ରେ ଜବ୍‌ ସମ୍ପର୍କରେ ବର୍ଗ ଭିତ୍ତିକ (କାଟାଗୋରିକାଲି) ତଥ୍ୟ ରହିଛି।  ଆପଣ ସମ୍ପୂର୍ଣ୍ଣ ତଥ୍ୟକୁ ପଢି ଚାକିରି ସମ୍ବନ୍ଧରେ ଅନୁଧ୍ୟାନ କରିପାରିବେ। ଚାକିରି ସମ୍ପର୍କରେ ଅବଗତି ନିମନ୍ତେ ଆମେ ଆପଣଙ୍କୁ ଏହି ତଥ୍ୟ ଦେଉଛୁ।  ଇଚ୍ଛୁକ ପ୍ରାର୍ଥୀମାନେ ଏ ସମ୍ପର୍କରେ ନିଜେ ଅନୁସନ୍ଧାନ କରି ଆବେଦନ କରିପାରିବେ।  ତେଣୁ ଆପଣ ନିମ୍ନଲିଖିତ ୱେବସାଇଟକୁ ଫଲୋ କରିପାରିବେ।

https://www.fresherslive.com/govt-jobs

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story