ଆଜି ସୋମବତୀ ଅମାବାସ୍ୟା: ୨୭ ବର୍ଷ ପରେ ରାଜ ଯୋଗ, ଏମିତି କରନ୍ତୁ ପୂଜା

ଆଜି ହେଉଛି ସୋମବତୀ ଅମାବାସ୍ୟା। ପ୍ରାୟ ୨୭ ବର୍ଷ ପରେ ଏହି ଯୋଗ ପଡ଼ିଛି। ବୈଶାଖ ମାସର କୃଷ୍ଣ ପକ୍ଷରେ, ଆଜି, ସୋମବାର ଦିନ ଅଶ୍ୱିନ ନକ୍ଷତ୍ରରେ ସୂର୍ଯ୍ୟ ଓ ଚନ୍ଦ୍ର ଏକାଠି ଆସୁଛନ୍ତି। ଏହା ଏକ ଶୁଭ ଯୋଗ। ଏଥିରେ ଆମେ ସବୁ ପ୍ରକାରର ଶୁଭ କାର୍ଯ୍ୟ କରିପାରିବା। ସୋମବତୀ ଅମାବାସ୍ୟାର ମହତ୍ୱ କୁହାଯାଏ ଏହିଦିନ ସ୍ନାନ କରିବା ଯାଏଁ ମଉନ ବ୍ରତ ରଖିଲେ ଶହସ୍ର ଗୋଦାନର ଫଳ ମିଳିଥାଏ। ଆଜିର ଦିନରେ ଭଗବାନ ଶିବଙ୍କୁ […]

somwati-amawasya

somwati-amawasya

Rakesh Mallick
  • Published: Monday, 16 April 2018
  • Updated: 16 April 2018, 09:19 AM IST

Sports

Latest News

ଆଜି ହେଉଛି ସୋମବତୀ ଅମାବାସ୍ୟା। ପ୍ରାୟ ୨୭ ବର୍ଷ ପରେ ଏହି ଯୋଗ ପଡ଼ିଛି। ବୈଶାଖ ମାସର କୃଷ୍ଣ ପକ୍ଷରେ, ଆଜି, ସୋମବାର ଦିନ ଅଶ୍ୱିନ ନକ୍ଷତ୍ରରେ ସୂର୍ଯ୍ୟ ଓ ଚନ୍ଦ୍ର ଏକାଠି ଆସୁଛନ୍ତି। ଏହା ଏକ ଶୁଭ ଯୋଗ। ଏଥିରେ ଆମେ ସବୁ ପ୍ରକାରର ଶୁଭ କାର୍ଯ୍ୟ କରିପାରିବା।

ସୋମବତୀ ଅମାବାସ୍ୟାର ମହତ୍ୱ

କୁହାଯାଏ ଏହିଦିନ ସ୍ନାନ କରିବା ଯାଏଁ ମଉନ ବ୍ରତ ରଖିଲେ ଶହସ୍ର ଗୋଦାନର ଫଳ ମିଳିଥାଏ। ଆଜିର ଦିନରେ ଭଗବାନ ଶିବଙ୍କୁ ଆରଧନା କରନ୍ତୁ। ଏହି ବ୍ରତକୁ ଅଶ୍ୱତ୍ଥ ପ୍ରଦକ୍ଷିଣା ବ୍ରତ ମଧ୍ୟ କୁହାଯାଏ। କାରଣ ଏହିଦିନ ଅଶ୍ୱତ୍ଥ ଗଛକୁ ପୂଜା କରାଯାଏ। କୁହାଯାଏ, ସୋମବତୀ ଅମାବାସ୍ୟାରେ ଗଙ୍ଗା ସହ ଯେକୌଣସି ପବିତ୍ର ନଦୀରେ ସ୍ନାନ କଲେ ସୁଖ, ସମୃଦ୍ଧି, ସ୍ୱାସ୍ଥ୍ୟ ଓ ଦୁଃଖ କଷ୍ଟରୁ ମୁକ୍ତି ମିଳିଥାଏ।

କେମିତି କରିବେ ପୂଜା

ଏହି ଦିନ ଅଶ୍ୱତ୍ଥ ଗଛକୁ କ୍ଷୀର, ଜଳ, ଫୁଲ, ଅକ୍ଷତ, ଚନ୍ଦନ ଇତ୍ୟାଦିରେ ପୂଜା କରିବା ପରେ ଅଶ୍ୱତ୍ଥ ଗଛର ଚାରିପଟେ ୧୦୮ ଥର ବ୍ରତ ଗୋଡ଼ାଇ ପରିକ୍ରମା କରିବା ଉଚିତ। ପରିକ୍ରମା କରିବା ସମୟରେ ପାଖରେ ୧୦୮ଟି ବସ୍ତୁ ରଖି ପୂଜା ପରେ ଗରିବଙ୍କୁ ଦାନ କଲେ ଆହୁରି ଶୁଭ ଫଳ ମିଳିଥାଏ। ଆଜି ସୂର୍ଯ୍ୟଙ୍କୁ ଜଳ ମଧ୍ୟ ଅର୍ପଣ କରନ୍ତୁ। ଆଜିର ଦିନରେ ମଉନ ବ୍ରତ ରଖିଲେ ଅନେକ ପୂଣ୍ୟ ଅର୍ଜନ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story