ଜାଣନ୍ତୁ, ରଜରେ କ'ଣ କଲେ ଘରେ ଅସୁବିଧା ରହିବନି ଓ ମନ ଶାନ୍ତ ରହିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ସବୁଠୁ ବଡ଼ ପର୍ବ ହେଉଛି ରଜ। ଏହାକୁ ଆମ ରାଜ୍ୟର ଗଣପର୍ବ ମଧ୍ୟ କୁହାଯାଏ। ୩ ଦିନ ଧରି ରଜ ମହୋତ୍ସବ ପାଳନ କରାଯାଏ। ରଜରେ ମୁଖ୍ୟତଃ ଦୋଳି ଖେଳିବା ଓ ପୋଡ଼ପିଠା ଖାଇବାକୁ ନେଇ ସମସ୍ତେ ଉତ୍ସାହିତ ଥାଆନ୍ତି। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ରଜକୁ ଖୁସିରେ ପାଳନ କରନ୍ତୁ କିଛି ମନା ନାହିଁ। କିନ୍ତୁ ରଜ ସଂକ୍ରାନ୍ତି ଦିନ ଗୋଟେ ଗୁରୁତ୍ୱପୂର୍ଣ୍ଣ କାମ କରନ୍ତୁ। ଏହି ଦିନ ସକାଳୁ ଉଠି ଘରର […]

Ck5vBskVAAA6ZOd

Ck5vBskVAAA6ZOd

Rakesh Mallick
  • Published: Friday, 18 May 2018
  • Updated: 18 May 2018, 07:57 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ସବୁଠୁ ବଡ଼ ପର୍ବ ହେଉଛି ରଜ। ଏହାକୁ ଆମ ରାଜ୍ୟର ଗଣପର୍ବ ମଧ୍ୟ କୁହାଯାଏ। ୩ ଦିନ ଧରି ରଜ ମହୋତ୍ସବ ପାଳନ କରାଯାଏ। ରଜରେ ମୁଖ୍ୟତଃ ଦୋଳି ଖେଳିବା ଓ ପୋଡ଼ପିଠା ଖାଇବାକୁ ନେଇ ସମସ୍ତେ ଉତ୍ସାହିତ ଥାଆନ୍ତି। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ରଜକୁ ଖୁସିରେ ପାଳନ କରନ୍ତୁ କିଛି ମନା ନାହିଁ। କିନ୍ତୁ ରଜ ସଂକ୍ରାନ୍ତି ଦିନ ଗୋଟେ ଗୁରୁତ୍ୱପୂର୍ଣ୍ଣ କାମ କରନ୍ତୁ। ଏହି ଦିନ ସକାଳୁ ଉଠି ଘରର ଦୁଆର ମୁହଁରେ ଗୋଟେ ହଳଦିଆ ଚିତା ମାରିବେ ଏବଂ ତା'ଉପରେ ଏକ ନାଲି ଚିତା ମାରିବେ।  ଏପରି କଲେ ଆଗାମୀ ରଜ ପର୍ଯ୍ୟନ୍ତ ଘରେ କିଛି ଅଭାବ ଅସିବନି ଏବଂ ଆପଣଙ୍କ ମନ ଶାନ୍ତ ରହିବ। (ଦେଖନ୍ତୁ ଭିଡିଓ)

https://youtu.be/a17xFPFeD1k?list=PLSItThInuALsR3zhPtcvN27BHifeAaF98

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story