ଜାଣନ୍ତୁ ଲୁଣକୁ କେଉଁଥିରେ ରଖିଲେ ଶୁଭ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ରୋଷେଇ ଘରେ ସମସ୍ତ ଜିନିଷ ଡବାରେ ସାଇତା ରଖାଯାଏ। ଲୁଣ, ଚିନି, ସୁଜି, ଅଟା ଓ ମଇଦା ଆଦି ସାମଗ୍ରୀ ଦେଖିବାକୁ ଏକାପରି। କାଳେ ରୋଷେଇ କରିବା ସମୟରେ କିଛି ଦ୍ୱନ୍ଦ୍ୱ ଉପୁଜିବ, ସେଥିପାଇଁ ଏସବୁ ଜିନିଷକୁ ଭିନ୍ନ ଭିନ୍ନ ପ୍ରକାରର ଡବାରେ ରଖାଯାଇଥାଏ। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଲୁଣକୁ ଡବାରେ ପୂରାଇ ରଖିବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। ଏହାକୁ କେବେ ପ୍ଳାଷ୍ଟିକ୍‌ କିମ୍ବା ଷ୍ଟିଲ୍‌ ଡବାରେ ରଖନ୍ତୁ ନାହିଁ। ଲୁଣକୁ ସବୁବେଳେ କାଚ ଜାରରେ ପୂରାଇ ରଖନ୍ତୁ। କାଚ ଜାର ବ୍ୟତୀତ ଅନ୍ୟ କେଉଁଥିରେ ଲୁଣ ପୂରାଇ ରଖିଲେ ଅମଙ୍ଗଳ ହୋଇଥାଏ। (ଦେଖନ୍ତୁ ଭିଡିଓ)

Previous ArticleNext Article

Send this to a friend